୩୧ ବର୍ଷରେ ତମନ୍ନା: ବାହୁବଳୀ ରାତାରାତି କରିଥିଲା ସୁପରଷ୍ଟାର

ମୁମ୍ବାଇ,୨୧।୧୨: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୯ ଡିସେମ୍ବର ୨୧ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ଅଭିନୟ କରିବା ତାଙ୍କ ପାଇଁ ଏକଦମ୍‌ କଷ୍ଟକର ହେଉଥିବାବେଳେ ତାଙ୍କୁ ମିଳିଥିଲା ବାହୁବଳୀ ଦି ବିଗ୍‌ନିଙ୍ଗ୍‌ର ଅଫର। ଏଥିରେ ଅଭିନୟ କରିବା ପୂର୍ବରୁ ସେ କେବେ ଚିନ୍ତା କରି ନ ଥିଲେ ଯେ, ଏହା ତାଙ୍କୁ ରାତାରାତି ସୁପରଷ୍ଟାରର ମାନ୍ୟତା ଆଣିଦେବ। ବାହୁବଳୀର ରିଲିଜ୍‌ ପରେ ତାଙ୍କ ପାଖରେ ଲାଗି ଯାଇଥିଲା ଫିଲ୍ମ ପ୍ରଯୋଜକଙ୍କ ଲମ୍ବା ଲାଇନ୍‌। ଅନେକ ସମୟରେ ତାଙ୍କ ଲଭ୍‌ ଲାଇଫ୍‌ ନେଇ ଗୁଜବ ଉଠିଥାଏ। ତେବେ ଏହାକୁ ତମନ୍ନ ଖାତିର କରି ନ ଥାନ୍ତି। ସେ ନିଜ କାମରେ ବ୍ୟସ୍ତ ରୁହନ୍ତି ଏବଂ ନୀରବ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି...

ବଡ଼ ପରଦାରେ ଦୀପାବଳି

ମୁମ୍ବାଇ: ସବୁ ବଡ ବଡ ପର୍ବକୁ ରୁପେଲି ପରଦାରେ ଦେଖାଇବାକୁ ଚାହିଁଥାଆନ୍ତି ନିର୍ମାତା ନିର୍ଦ୍ଦେଶକ। ସେ ହୋଲି ହେଉ କି ଦୀପାବଳି, ଦଶହରା ହେଉ ଅବା...

ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ

ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍...

ସୁମନ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ

ମୁମ୍ବାଇ: ରାଜସ୍ଥାନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସୁମନ ରାଓ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ-୨୦୧୯ ମୁକୁଟ ବିଜୟିନୀ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର...

ରବିନା, ଭାରତି, ଫରହାଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୨୬।୧୨: ବଲିଉଡ୍‌ ନାୟିକା ରବିନା ଟଣ୍ଡନ, ଫିଲ୍ମ ମେକର ଫରହା ଖାଁ ଓ କମେଡିଆନ୍‌ ଭାରତି ସିଂଙ୍କ ନାଁରେ ଆସିଛି ଅଭିଯୋଗ। ଅଜନାଲା(ଅମୃତସର) ଡିଏସ୍‌ପି ସୋହନ...

କମ୍‌ ବୟସରେ ଆଖିବୁଜିଲେ ଏହି ଅଭିନେତ୍ରୀ

ଟିଭି ସିରିଜ୍‌ ‘୨୪’ରେ ଏଫ୍‌ବିଆଇ ଏଜେଣ୍ଟ ଭୂମିକାରେ ନଜର ଆସିଥିବା ଜଣାଶୁଣା ଅଭିନେତ୍ରୀ ଆନି ୱର୍ସିଂଙ୍କ ୪୫ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛିଦିନ...

ଏହି ଫିଲ୍ମର ଚୁମ୍ବନ ଦୃଶ୍ୟ ଦର୍ଶକଙ୍କ ହୃଦୟରେ ଲଗାଇଥିଲା ନିଆଁ

ମୁମ୍ବାଇ: ସମୟ ସହିତ ତାଳ ଦେଇ ଫିଲ୍ମ ମଧ୍ୟ ଅଧିକ ବୋଲ୍ଡ ହେଲାଣି। ଚୁମ୍ବନ ଦୃଶ୍ୟର ଶୁଟିଂ ଫିଲ୍ମରେ ସାଧାରଣ ହୋଇଗଲାଣି। ତଥାପି ଏମିତି ଅନେକ...

ଏହି ଫିଲ୍ମରେ ନଜର ଆସିବେ ରାଖୀ ସାୱନ୍ତ

ମୁମ୍ବାଇ: ବି-ଟାଉନର ଡ୍ରାମାକୁଇନ କୁହାଯାଉଥିବା ରାଖୀ ସାୱନ୍ତ ବ୍ୟକ୍ତିଗତ ଜୀବନର ସମସ୍ୟାକୁ ଏଡାଇ ଏବେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। ପ୍ରଥମେ ସେ ତାଙ୍କ...

Advertisement
Archives

Model This Week