ପାକିସ୍ତାନ ଟିମ୍ର ବାଲକୋନି ଫଟୋ ଭାଇରାଲ, ବାଲାଂଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏ କ’ଣ କଲେ ବାବର..?
ନୂଆଦିଲ୍ଲୀ,୨୭।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଖରାପ ପ୍ରଦର୍ଶନକୁ ନେଇ ଆୟୋଜକ ଦଳ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ହିଁ ବାଦ ପଡ଼ିଛି। ପୂର୍ବରୁ ଦଳ ନ୍ୟୁଜିଲାଣ୍ଡ ଏବଂ ଭାରତ ବିପକ୍ଷରେ ଖେଳି ସାରିଥିବା ବେଳେ ବାଂଲାଦେଶ ବିପକ୍ଷରେ ଏବେ ବି ଗୋଟିଏ ମ୍ୟାଚ୍…
ଦୀପାବଳି ଭଳି ଫୁଟିଲା ବାଣ, ରାସ୍ତାରେ ଧୁମ୍ ନାଚିଲେ ପ୍ରଶଂସକ; ଆଫଗାନିସ୍ତାନର ଐତିହାସିକ ବିଜୟ ପରେ କାବୁଲରେ ଉତ୍ସବ;Video
କାବୁଲ,୨୭।୨: ପାକିସ୍ତାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଟିମ୍ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଛି। ସେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦଳ ଏକ ରୋମାଞ୍ଚକର ମ୍ୟାଚ୍ରେ ଇଂଲଣ୍ଡ ଭଳି ଦଳକୁ ୮ ରନରେ ପରାସ୍ତ କରି ଟୁର୍ନାମେଣ୍ଟରୁ ବାହାର କରିଦେଇଛି।…
ପୃଥ୍ବୀ ଶ’ ହେଲେ ଅଧିନାୟକ, ଫିଟ୍ ହେଉ ହେଉ ମାରିଲେ ୨୭ ଚୌକା
ନୂଆଦିଲ୍ଲୀ,୨୭।୨: ପୁଣି ଥରେ ଫର୍ମକୁ ଫେରିଛନ୍ତି ପୃଥ୍ବୀ ଶ’। ଏହି ବିସ୍ଫୋରକ ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କର ଖରାପ ଫିଟନେସ ଯୋଗୁ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରୁ ବାହାର ହୋଇଯାଇଥିଲେ। କିନ୍ତୁ ଏବେ ଏହି ଖେଳାଳି ଫେରି ନିଜ ବ୍ୟାଟିଂର…
ଦିନେ ଯାହା ବଲ୍କୁ ଖେଳିବାକୁ ଡରୁଥିଲେ କୋହଲି, ଏବେ ସେ ରୋନାଲ୍ଡୋଙ୍କ ସହ କଲେ କୋହଲିଙ୍କ ତୁଳନା; ଚମକାଇଲା…
ନୂଆଦିଲ୍ଲୀ,୨୭।୨: କ୍ରିକେଟରେ ବିରାଟ କୋହଲିଙ୍କୁ ‘କିଙ୍ଗ୍’ ଆଖ୍ୟା ଦିଆଯାଇଛି। ସେ ଦିନିକିଆରେ ସର୍ବାଧିକ ଶତକ ଲଗାଇଥିବା ଖେଳାଳି। ଏହାଛଡ଼ା ଅନେକ ରେକର୍ଡ ତାଙ୍କ ନାମରେ ରହିଛି। କୌଣସି ବଡ଼ ଟୁର୍ନାମେଣ୍ଟରେ ଦଳର ଆବଶ୍ୟକତା ସମୟରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି।…
ଆଫଗାନିସ୍ତାନ ଜିତିବା ପରେ ପୁଣି ନାଚିଲେ ଇରଫାନ ପଠାନ୍, Video ଦେଖିବା ପରେ କାହିଁକି ଆପତ୍ତି ଉଠାଇଲେ ରଶିଦ?
ନୂଆଦିଲ୍ଲୀ,୨୭।୨: ୨୦୨୩ ବିଶ୍ୱକପ୍ ସମୟରେ ପାକିସ୍ତାନକୁ ଆଫଗାନିସ୍ତାନ ପରାଜିତ କରିବା ପରେ ଖୁସିରେ ନାଚିଥିଲେ ଭାରତୀୟ କ୍ରିକେଟର ଇରଫାନ ପଠାନ। ଏବେ ପୁଣି ଥରେ ଇରଫାନ ସେଭଳି ଆଉ ଏକ ନାଚୁଥିବାର ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। କାରଣ ସେ…
BCCI ନିୟମ ଭାଙ୍ଗିଲେ କୋହଲି? ଚାମ୍ପିଅନ୍ସ ଟ୍ରଫି ମଧ୍ୟରେ ଭାଇରାଲ ଫଟୋକୁ ନେଇ ଉଠୁଛି ପ୍ରଶ୍ନ
ନୂଆଦିଲ୍ଲୀ,୨୬।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଏବେ ଦଳର ନଜର ଏବେ ଫାଇନାଲରେ ପ୍ରବେଶ କରିବା ଉପରେ ରହିଛି। ସେମିଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗ୍ରୁପ ପର୍ଯ୍ୟାୟରେ ଶେଷ…
ସନ୍ନ୍ୟାସ ନେବେ ପାକିସ୍ତାନର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍, ଚାମ୍ପିଅନ୍ସ ଟ୍ରଫି ପରାଜୟକୁ ନେଇ PCBରେ ହଙ୍ଗାମା
ଇସଲାମାବାଦ,୨୬।୨: ଘରୋଇ ମଇଦାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଦଳରେ ଅଶାନ୍ତି ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତଠାରୁ ପରାଜୟ ପରେ ଏବେ ପାକିସ୍ତାନ କ୍ରିକେଟ ଦଳର ଜଣେ ବଡ଼ ଖେଳାଳି ଅବସର ନେବାକୁ ନିଷ୍ପତ୍ତି…
Champions Trophy: ଚାମ୍ପିଅନ୍ସ ଟ୍ରଫିରେ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଲେ ପାକିସ୍ତାନର ପୋଲିସ କର୍ମଚାରୀ, ୧୦୦ରୁ ଅଧିକ Suspend
ନୂଆଦିଲ୍ଲୀ,୨୬।୨: ଏଥର ପଡ଼ୋଶୀ ଦେଶ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ସାଜିଛି। ପ୍ରାୟ ୨୯ ବର୍ଷ ପରେ କୌଣସି ଟୁର୍ନାମେଣ୍ଟର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି, ହେଲେ ଏହାର ଟିମ୍ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛି। ଏସବୁ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ…
ହଠାତ୍ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର
ନୂଆଦିଲ୍ଲୀ,୨୬।୨: ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଅବସର ଘୋଷଣା କରି ଚମକାଇଛନ୍ତି। ତାଙ୍କ ୧୬ ବର୍ଷର କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ହେଲେ ଜାସନ ବେହେରେଣ୍ଡର୍ଫ। ବର୍ତ୍ତମାନ ସେ ରାଜ୍ୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଅର୍ଥାତ ସେ ଟି-୨୦ ଲିଗ୍ରେ ଖେଳିବା…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସବୁଠାରୁ ବଡ଼ ଶକ୍ତି ‘ହନୁମାନ ଚାଳିଶା’
ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟ ଟିମ୍ ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପହଞ୍ଚି ସାରିଛି। ଦଳ ମାର୍ଚ୍ଚ ୨ ରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଏହା ପୂର୍ବରୁ ଅନେକ ଭାରତୀୟ ଖେଳାଳି ସାକ୍ଷାତକାର ଦେଇ…
IPL ପରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ବଢ଼ିଯିବ ସମସ୍ୟା, BCCI ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୫।୨: ଟିମ୍ ଇଣ୍ଡିଆ ବର୍ତ୍ତମାନ ଦୁବାଇ ଗସ୍ତରେ ଅଛି, ଯେଉଁଠାରେ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳୁଛି। ଟୁର୍ନାମେଣ୍ଟ ପରେ ଭାରତୀୟ ଖେଳାଳିମାନେ ଆଇପିଏଲ୍ରେ ଅଂଶଗ୍ରହଣ କରିବେ ଏବଂ ତା’ପରେ ଜୁନ୍ରେ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଯିବେ। କିନ୍ତୁ ଟେଷ୍ଟ ଫର୍ମାଟରେ…
ହରଭଜନଙ୍କ ଭୟଙ୍କର ଝଗଡ଼ା, ଦେଶଦ୍ରୋହୀ କହି ରୁକୁ କରାଇଲେ FIR
ନୂଆଦିଲ୍ଲୀ,୨୫।୨: ସୋସିଆଲ ମିଡିଆରେ ଜୋରଦାର ଝଗଡ଼ାକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ହରଭଜନ ସିଂହ ଖବର ଶିରୋନାମାକୁ ଆସିଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଲେଖିଥାନ୍ତି। ହେଲେ ଏବେ ସୋସିଆଲ ମିଡିଆରେ କିଛି ପ୍ରଶଂସକଙ୍କ ସହ…
Archives


