ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଲାଗିପାରେ ବଡ଼ ଝଟ୍କା, ତାହେଲେ ଭାରତ ବିଜେତା ହେବା…
ନୂଆଦିଲ୍ଲୀ,୬।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖବରଟି ନ୍ୟୁଜିଲ୍ୟାଣ୍ଡର ଜଣେ ଷ୍ଟାର ଖେଳାଳିଙ୍କ ସହ ଜଡିତ। କିୱି ଦଳର ଦ୍ରୁତ ବୋଲର ମ୍ୟାଟ ହେନରୀ ଆଘାତ ଯୋଗୁ ଫାଇନାଲ ମ୍ୟାଚ୍ରୁ ବାଦ…
Champions Trophyରେ ହାରିଗଲେ ବି ମାଲାମାଲ୍ ହେବେ ଟିମ୍, ଜାଣନ୍ତୁ କିଏ ପାଇବେ କେତେ କୋଟି?
ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜେତା ଟିମ୍ କୋଟିପତି ହେବେ। ସେହିଭଳି ପରାଜିତ ଟିମ୍ ମଧ୍ୟ ମାଲାମାଲ ହେବେ। କାରଣ ଆଇସିସି ୨୦୧୭ ଟୁର୍ନାମେଣ୍ଟ ତୁଳନାରେ ଚଳିତ ଥର ପୁରସ୍କାର ରାଶିକୁ ୫୩% ବୃଦ୍ଧି କରିଛି। ୨୦୧୭ରେ ବିଜେତା ଟିମ୍କୁ ୧୪.୧୧…
ଯାଉ ଯାଉ ଟିମ୍ ଇଣ୍ଡିଆର ସମର୍ଥନରେ ବଡ଼ କଥା କହିଦେଲେ ଷ୍ଟିଭ୍ ସ୍ମିଥ୍
ଦୁବାଇ,୫।୩: ଚାମ୍ପିଅନ୍ସ ଟ୍ରଫିର ମୁକାବିଲାକୁ ଦୁବାଇରେ ଖେଳିବାର ଲାଭ ଟିମ୍ ଇଣ୍ଡିଆକୁ ମିଳୁଥିବା ନେଇ ଅନେକ ବିତର୍କ ହୋଇଆସୁଛି। ହେଲେ ଏବେ ସେମିଫାଇନାଲରେ ପରାଜିତ ହୋଇଥିବା ଟିମ୍ ଅଷ୍ଟ୍ରେଲିଆ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିଛି। ତେବେ ଅବସର ଘୋଷଣା କରିଥିବା ଅଧିନାୟକ…
ଫାଇନାଲ୍ରେ ଟିମ୍ ଇଣ୍ଡିଆ, ଘରକୁ ଫେରିବ କଙ୍ଗାରୁ ଟିମ୍
ଦୁବାଇ,୪।୩: ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ। ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ମଙ୍ଗଳବାର ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଥିଲା ଟିମ୍। ଦଳ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ବଡ଼ ସଫଳତା ହାସଲ କରିଛି। ତେବେ ୨୦୧୧ ପରେ ପ୍ରଥମ ଥର ଲାଗି…
Video: ଚାମ୍ପିଅନ୍ସ ଟ୍ରଫିରେ ଘଟିଥାନ୍ତା ବଡ଼ ଅଘଟଣ, ରୋହିତଙ୍କ ଯୋଗୁ ବିପଦରେ ପଡ଼ିଲା ଜୀବନ…
ଦୁବାଇ,୪।୩: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଯେବେବି ସେ ଶଟ୍ ଖେଳନ୍ତି ବିରୋଧି ଅଧିନାୟକ ଚିନ୍ତାରେ ପଡ଼ିଯାଆନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍ରେ ରୋହିତ ଅମ୍ପାୟାରଙ୍କ ଜୀବନକୁ ବିପଦରେ…
ଚାମ୍ପିଅନ୍ସ ଟ୍ରଫିର ନୂଆ ‘କିଙ୍ଗ୍’ କୋହଲି
ଦୁବାଇ,୪।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍ରେ ବିରାଟ କୋହଲି ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ଏବେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋର କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇସାରିଛନ୍ତି। ସେ ପୂର୍ବତନ ଭାରତୀୟ ଖେଳାଳି ଶିଖର ଧାୱନଙ୍କ…
ହଠାତ୍ ଟିମ୍ ଇଣ୍ଡିଆ ଡ୍ରେସିଂ ରୁମ୍ରେ ଗାଳି ଦେବାକୁ ଲାଗିଲେ ଗମ୍ଭୀର, ସେମିଫାଇନାଲରେ କ’ଣ ଏମିତି ହେଲା?
ଦୁବାଇ,୪।୩: ଦୁବାଇର ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଜାରି ରହିଛି। ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିବାକୁ ଚାହୁଁଥିବାରୁ ମ୍ୟାଚ୍ର ଗୁରୁତ୍ୱ ରହିଛି। ଏମିତିରେ ଅଷ୍ଟ୍ରେଲିଆର ଉଇକେଟ ଯିବା ସମୟରେ କେବଳ ଭାରତୀୟ ଖେଳାଳି…
IND vs AUS: ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିଦେଲା ଟିମ୍ ଇଣ୍ଡିଆ; ଫାଇନାଲ ଲାଗି ମିଳିଲା ଏତିକି ରନ୍ର ଟାର୍ଗେଟ୍
ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୭୩ ରନ୍ କରିଛନ୍ତି। ସେହିଭଳି…
ହଠାତ୍ ଜାଡେଜାଙ୍କଠାରୁ କାଢ଼ି ନିଆଗଲା ଏହି ଜିନିଷ, ସ୍ମିଥ୍ଙ୍କ ଅଭିଯୋଗ ପରେ ବନ୍ଦ ରହିଲା ମ୍ୟାଚ୍
ଦୁବାଇ,୪।୩: ଦୁବାଇ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯାଉଛି। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳର ବୋଲର ଏବଂ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳୁଛି। ମ୍ୟାଚ୍ରେ ଉଭୟ ଦଳର ଖେଳାଳିଙ୍କ…
ଚମକି ପଡ଼ିଲେ ଅନୁଷ୍କା, ମୁଣ୍ଡରେ ଦେଲେ ହାତ; NZ ବିପକ୍ଷ ମ୍ୟାଚ୍ରେ…
ଦୁବାଇ,୨।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ଆଉଟ୍ ହେବା ମାତ୍ରେ ଚମକି ପଡ଼ିଥିଲେ ପତ୍ନୀ ଅନୁଷ୍କା ଶର୍ମା। ଦୁବାଇ ମଇଦାନରେ ନିଜର ୩୦୦ତମ ଦିିନିକିଆରେ କିଛି ସ୍ବତନ୍ତ୍ର କରିପାରନ୍ତି ବୋଲି କୋହଲିଙ୍କ ପ୍ରଶଂସକ ଆଶା କରିଥିଲେ। ହେଲେ ନ୍ୟୁଜିଲାଣ୍ଡ ଫିଲ୍ଡର ଗ୍ଲେନ୍…
IPL ବିରୋଧରେ ସାରା ବିଶ୍ୱର ଖେଳାଳିଙ୍କୁ ଉକୁସାଇଲା ପାକିସ୍ତାନ, ଟାର୍ଗେଟ କରି ଇଞ୍ଜାମାମ୍ କହିଲେ…
ଇସଲାମାବାଦ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ଟିମ୍ କରୁଥିଲେ ହେଁ ବିନା କୌଣସି ମ୍ୟାଚ୍ ଜିତି ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଛି। ଏଭଳି ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ଦଳକୁ ସମାଲୋଚିତ ହେବାକୁ ପଡ଼ୁଛି। ଅପରପକ୍ଷେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି।…
ବିଦର୍ଭ ହେଲା Ranji Trophy ଚାମ୍ପିଅନ୍, ବିଜୟର ହିରୋ ସାଜିଲେ କରୁଣ ନାୟର
ନାଗପୁର,୨।୩: ତୃତୀୟ ଥର ପାଇଁ ବିଦର୍ଭ ଟିମ୍ ରଣଜୀ ଟ୍ରଫି ୨୦୨୫ ଟାଇଟଲ ଜିତିଛି। କେରଳ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ ଲିଡ ଆଧାରରେ ସେମାନେ ଟ୍ରଫି ଜିତିଯାଇଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। ଏହି ସଫଳତାରେ…

