Tag Archives: Sports News

ପୁଅଙ୍କ ଜନ୍ମଦିନରେ ଭାବୁକ ହେଲେ ଧାଓ୍ବନ: କହିଲେ-ସବୁଠୁ ମୋତେ ବ୍ଲକ୍‌ କରାଯାଇଛି, ବର୍ଷେ ହେଲାଣି ତୁମକୁ…

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଓପନର୍‌ ଶିଖର ଧାଓ୍ବନ ମଙ୍ଗଳବାର ପୁଅ ଜୋରାବରଙ୍କ ଜନ୍ମଦିନରେ ଭାବୁକ ହୋଇଛନ୍ତି। ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କଠାରୁ ଅଲଗା ହୋଇଥିବା ବେଳେ ତାଙ୍କୁ ସବୁଆଡୁ ବ୍ଲକ୍‌ କରିଦିଆଯାଇଛି। ଏଣୁ ସେ ପିଲାମାନଙ୍କ ସହ କଥା ହୋଇପାରୁ ନ ଥିବା ଏକ…

ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ

ନୂଆଦିଲ୍ଲୀ, ୨୨ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ । ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜ୍‌ଭୂଷଣ ଶରଣ…

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେ ସୂର୍ଯ୍ୟକୁମାର

କେପଟାଉନ୍‌,୨୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ। ଫଳରେ ସେ ଆସନ୍ତା କିଛି ସପ୍ତାହ ଯାଏ କ୍ରିକେଟରୁ ଦୂରରେ ରହିବେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ସୂର୍ଯ୍ୟକୁମାର ଆହତ…

ବିବାହ ବନ୍ଧନରେ ଧୋନୀଙ୍କ ଆଇପିଏଲ୍‌ ଧୁରନ୍ଧର, କଲେଜ ବନ୍ଧୁଙ୍କ ଧରିଲେ ହାତ

ମୁମ୍ବାଇ,୨୨।୧୨: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍‌ ‘ଚେନ୍ନାଇ ସୁପର କିଙ୍ଗ୍ସ’ର ଚାମ୍ପିୟନ ବୋଲର୍‌ ତୁଷାର ଦେଶପାଣ୍ଡେ। ଆଇପିଏଲ୍‌ ୨୦୨୩ରେ ଚେନ୍ନାଇ ଟିମ୍‌ରୁ ସର୍ବାଧିକ ଉଇକେଟ ହାସଲ କରି ଚର୍ଚ୍ଚାରେ ରହିଥିଲେ ସେ। ଏବେ ସେ କଲେଜ…

ପାକିସ୍ତାନକୁ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପକ୍ଷରୁ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ଖୁରମ୍‌ ଶେହଜାଦ ସିରିଜରୁ ବାଦ୍‌ ପଡ଼ିଛନ୍ତି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ଡେବ୍ୟୁ କରି ୫ ଉଇକେଟ ନେଇଥିଲେ। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ଙ୍କୁ…

ବାପାଙ୍କୁ ଧୋନୀ ଦେଇଥିଲେ ପ୍ରତିଶ୍ରୁତି, ଅକ୍ସନରେ ଆଦିବାସୀ ପରିବାରରୁ ଆସିଥିବା ରବିନଙ୍କୁ କିଣିବା ଲାଗି ଲଢ଼ିଲେ ଆଇପିଏଲ୍‌ର ଦୁଇ ଚାମ୍ପିୟନ୍‌ ଟିମ୍‌, ଶେଷରେ…

ରାଞ୍ଚି,୨୧।୧୨: ‘ରାଞ୍ଚିର ଗେଲ୍‌ ’ ନାମରେ ଖ୍ୟାତ ରବିନ୍‌ ମିଞ୍ଜଙ୍କ ବାପା ଫ୍ରାନ୍ସିସ୍‌ ଜାଭିୟର ମିଞ୍ଜ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ। ୪୮ ବର୍ଷ ବୟସରେ ସେ ଏବେ ରାଞ୍ଚି ବିମାବନ୍ଦରରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି। ଡିସେମ୍ବର ୧୯ରେ…

ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି: ଷ୍ଟାର୍କ

ନୂଆଦିଲ୍ଲୀ,୨୦।୧୨: ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍‌ ମିଚେଲ ଷ୍ଟାର୍କଙ୍କୁ ଆଇପିଏଲ୍‌ ୨୦୨୪ ନିଲାମରେ ୨୪.୭୫ କୋଟି ଦେଇ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ। ଫଳରେ ଏହି ୩୩ ବର୍ଷୀୟ କ୍ରିକେଟର ଆଜିଯାଏ ହୋଇଥିବା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି। ଏହା ଜଣାପଡ଼ିବା…

ଅଧାରେ ରହିଗଲା ଆଇପିଏଲ୍‌ରେ ଖେଳିବା ସ୍ବପ୍ନ, ଦକ୍ଷତା ସତ୍ତ୍ୱେ ନିରାଶ ହେଲେ…

ନୂଆଦିଲ୍ଲୀ,୨୦।୧୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ସାରା ବିଶ୍ୱର ଲୋକପ୍ରିୟ ଲିଗ୍‌ କ୍ରିକେଟ୍‌ ମଧ୍ୟରୁ ଅନ୍ୟତମ। ଏଥିରେ ଦେଶ ତଥା ବିଦେଶର ଖେଳାଳିମାନେ ଖେଳିବା ଲାଗି ସ୍ବପ୍ନ ଦେଖିଥାନ୍ତି। ପ୍ରଦର୍ଶନ ଆଧାରରେ ଅନେକଙ୍କୁ ସେହି ସୁଯୋଗ ମିଳେ। ହେଲେ କିଛି ଖେଳାଳିଙ୍କ ସ୍ବପ୍ନ…

ICC ODI Rankings: ମ୍ୟାଚ୍‌ ନ ଖେଳି ବି ବାବର ନମ୍ବର ଓ୍ବାନ୍‌, ଶୀର୍ଷ ସ୍ଥାନ ହରାଇଲେ ଗିଲ୍‌

ଦୁବାଇ,୨୦।୧୨: ଆଇସିସି ପକ୍ଷରୁ ଦିନିକିଆ ର଼୍ୟାଙ୍କିିଂ ତାଲିକା ପ୍ରକାଶ ପାଇଛି। ଏଥିରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ପୁଣିଥରେ ପ୍ରଥମ ସ୍ଥାନକୁ ଫେରିଥିବା ଦେଖାଯାଇଛି। ଫଳରେ ଭାରତୀୟ ଓପନର ଶୁବମନ ଗିଲ ତଳକୁ ଖସିଛନ୍ତି। ଗତ ମାସରେ ଦିନିକିଆ ବିଶ୍ୱକପ୍‌…

କାହିଁକି ବଦଳିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଦଳର କ୍ରିକେଟ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୨୦।୧୨: ନିକଟରେ ପ୍ରଶଂସକଙ୍କୁ ଚମକାଇ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଧିନାୟକ ପରିର୍ତ୍ତନ କରିଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରିଛି। ଏହାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏଭଳି ନିଷ୍ପତ୍ତି ପଛର କାରଣ କହିଛନ୍ତି…

ଆଇପିଏଲ୍‌ ନିଲାମୀରେ ମଲ୍ଲିକାଙ୍କ ଗୋଟିଏ ଭୁଲ ଲାଗି ୨୦ ଲକ୍ଷର କ୍ଷତି ସହିଲା ଆର୍‌ସିବି

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ଲାଗି ମିନି ଅକ୍ସନ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ନିଲାମୀ ପ୍ରକ୍ରିୟା ସଞ୍ଚାଳନ ଲାଗି ପ୍ରଥମ ଥର ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମଲ୍ଲିକା ସାଗର ଏହି ଭୂମିକା ତୁଲାଇଥିଲେ। ତେବେ ତାଙ୍କ ଦ୍ୱାରା ଏକ…

ଏକଦା ଅଧିନାୟକ ଭାବେ ଜିତାଇଥିଲେ ଟାଇଟଲ୍‌, ଏବେ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ଓପନର ଡେଭିଡ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ। ଏହାର ଅଧିନାୟକ ଭାବେ ଓ୍ବାର୍ନର ଆଇପିଏଲ୍‌ ୨୦୧୬ ଟାଇଟଲ୍‌ ଜିତିଥିଲେ। ହେଲେ ଏବେ ତାଙ୍କୁ ସମାନ ଦଳ ବ୍ଲକ କରିଥିବାରୁ ଓ୍ବାର୍ନର କ୍ଷୋଭ ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?