Tag Archives: Sports News

ମେଗା ଅକ୍ସନରେ ମିଳି ନ ଥିଲା କ୍ରେତା, ତଥାପି IPL 2025 ଖେଳିବେ ଏହି ଖେଳାଳି?

ନୂଆଦିଲ୍ଲୀ,୧୬।୩: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୫ । ଏହା IPLର ୧୮ତମ ସିଜିନ ହେବ, ଯାହା ପାଇଁ ସମସ୍ତ ଦଳ କଠିନ ପ୍ରସ୍ତୁତି କରୁଛନ୍ତି। ସେହି ସମୟରେ ଗୋଟିଏ ଦଳ ମଧ୍ୟ ଏହାର ଖେଳାଳିଙ୍କ ଆଘାତ ସମସ୍ୟା…

ମୟଙ୍କ ଯାଦବଙ୍କୁ ଜୋର ଜବରଦସ୍ତ ଅନ୍‌ଫିଟ୍‌ ଘୋଷଣା କରିବାକୁ ଚାହେଁ ଲକ୍ଷ୍ନୌ ଟିମ୍‌

ନୂଆଦିଲ୍ଲୀ,୧୬।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ୧ ସପ୍ତାହରୁ କମ ସମୟ ବାକି ଅଛି। କିନ୍ତୁ ଏପର୍ଯ୍ୟନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ୩ ପ୍ରମୁଖ ପେସର ମୋହସିନ ଖାନ, ଆଭେଶ ଖାନ ଏବଂ ମୟଙ୍କ ଯାଦବଙ୍କୁ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ NCA…

ପାକିସ୍ତାନୀ ଖେଳାଳିଙ୍କୁ ମିଳିବ ମାତ୍ର ୩୧୦୦ ଟଙ୍କା

ଇସଲାମାବାଦ,୧୩।୩: ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କ ପାଉଣାକୁ ଏପରି କାଟି ଦେଇଛି ଯାହା କଳ୍ପନା ବାହାରେ। ବୋର୍ଡ ଜାତୀୟ ଟି-୨୦ କପରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ମ୍ୟାଚ୍‌ ଫିସରେ କମ୍‌ କରିଦେଇଛି। ଏହି ଟୁର୍ନାମେଣ୍ଟରେ ଖେଳାଳିମାନଙ୍କୁ ପ୍ରତି ମ୍ୟାଚ ପାଇଁ ୧୦,୦୦୦…

ପାକିସ୍ତାନ ଟିମ୍‌କୁ ଆଉ ଏକ ବଡ଼ ଝଟ୍‌କା,ଏବେ ଦଳରୁ…

ନୂଆଦିଲ୍ଲୀ,୧୧।୩: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରେ ବାଦ ପଡ଼ିଥିବା ପାକିସ୍ତାନୀ ଦଳର ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାକୁ ଥିବା ବେଳେ ମାତ୍ର ୨୪ ଘଣ୍ଟା ପୂର୍ବରୁ ଜଣେ ଅଭିଜ୍ଞ ଖେଳାଳି ଓହରିଛନ୍ତି। ଆମେ ପାକିସ୍ତାନ…

IND vs NZ: ମଇଦାନ ମଝିରେ ଭୋ ଭୋ ହୋଇ କାନ୍ଦିଲେ ନ୍ୟୁଜିଲାଣ୍ଡ ଖେଳାଳି, ଫାଇନାଲ ପୂର୍ବରୁ ଝରିଲା ଲୁହ

ଦୁବାଇ,୯।୩: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଖେଳାଯାଉଛି। ଏହି ମ୍ୟାଚ ପାଇଁ କେବଳ ପ୍ରଶଂସକ ନୁହେଁ, ଖେଳାଳିମାନେ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। କିନ୍ତୁ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ, ନ୍ୟୁଜିଲାଣ୍ଡର ଜଣେ ଖେଳାଳି ହଠାତ କାନ୍ଦୁଥିଲା।…

ଫାଇନାଲରେ ଶାମୀ ଗୁରୁତର ଆହତ, ରକ୍ତ ଜୁଡ଼ୁବୁଡ଼ୁ ହେଲା ହାତ !

ଦୁବାଇ,୯।୩: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଖେଳାଯାଉଛି। ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତୀୟ ଟିମ୍‌ ଲାଗି ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର ମୁଖ୍ୟ ପେସର ମହମ୍ମଦ ଶାମୀ ଆହତ ହୋଇଛନ୍ତି। ୭ମ ଓଭରରେ…

କାହିଁକି ଦୁବାଇକୁ ସ୍ଥାନାନ୍ତରିତ ହୋଇଥିଲା ICC ହେଡ୍‌କ୍ୱାଟର? ଭାରତର ଶକ୍ତି ଆଗରେ…

ନୂଆଦିଲ୍ଲୀ,୯।୩: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ହେଉଛି ବିଶ୍ୱସ୍ତରୀୟ କ୍ରିକେଟ ପରିଚାଳନା ସଂସ୍ଥା। ଏହା ୧୯୦୯ ମସିହାରେ ଲଣ୍ଡନରେ ଇମ୍ପେରିଆଲ କ୍ରିକେଟ ସମ୍ମିଳନୀ ଭାବରେ ସ୍ଥାପିତ ହୋଇଥିଲା। ଆଇସିସି କ୍ରିକେଟ ସହିତ ଜଡିତ ପ୍ରତ୍ୟେକ ପ୍ରମୁଖ ନିୟମ ଉପରେ ନିଷ୍ପତ୍ତି ନିଏ ଏବଂ…

IND vs NZ: ଫାଇନାଲରେ ବିଶ୍ୱ ରେକର୍ଡର ସମକକ୍ଷ ହେଲେ ରୋହିତ ଶର୍ମା, ବ୍ୟାଟିଂ ନ କରି ବି…

ଦୁବାଇ,୯।୩: ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଟିମ୍‌ ଇଣ୍ଡିଆ-ନ୍ୟୁଜିଲାଣ୍ଡ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଟସ୍‌ ହାରି ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱରେକର୍ଡ କରିଛନ୍ତି। ଦିନିକିଆରେ ଲଗାତାର ଭାବେ ଦଳ ୧୫ତମ…

ପଳାତକ ଲଳିତ ମୋଦିଙ୍କୁ ମିଳିଲା ଭାନୁଆଟୁର ନାଗରିକତା

ନୂଆଦିଲ୍ଲୀ,୭।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ତାଙ୍କର ଭାରତୀୟ ନାଗରିକତା ପରିତ୍ୟାଗ କରି ଭାନୁଆଟୁ ନାଗରିକତା ହାସଲ କରିଛନ୍ତି। ଭାନୁଆଟୁ ଏକ ଛୋଟ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଯାହା ଏହାର ଟିକସ-ଅନୁକୂଳ ନୀତି ଏବଂ…

‘ରୋହିତ ଶର୍ମା OUT’…ଫାଇନାଲ ପୂର୍ବରୁ ଅଧିନାୟକଙ୍କ ଉପରେ…

ନୂଆଦିଲ୍ଲୀ,୭।୩: ‘ରୋହିତ ଶର୍ମା ଆଉଟ୍‌’… କୌଣସି ICC ଟୁର୍ନାମେଣ୍ଟର ଫାଇନାଲରେ କମେଣ୍ଟ୍ରି ସମୟରେ ଏହି କଥା ବହୁତ ଶୀଘ୍ର ଶୁଣିବାକୁ ମିଳେ। ରବିବାର ୯ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମୁକାବିଲା ଖେଳାଯିବ। ଏମିତିରେ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ…

ଭାରତ ଯୋଗୁ ସେମିଫାଇନାଲରେ ହାରିଗଲା ଦକ୍ଷିଣ ଆଫ୍ରିକା? ICCକୁ ଦାୟୀ କଲେ ଡେଭିଡ୍‌ ମିଲର୍‌ 

ନୂଆଦିଲ୍ଲୀ,୬।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଏହାପରେ ଦଳର ଭେଟେରାନ ଖେଳାଳି ଡେଭିଡ୍‌ ମିଲର ବଡ଼ ବୟାନ ଦେଇ ଭାରତ ଯୋଗୁ ଦଳ ପରାଜିତ ହୋଇଛି ବୋଲି କହିଛନ୍ତି। ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା…

ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯିବ କି ଟିମ୍‌ ଇଣ୍ଡିଆ! ଚମକାଉଛି ଏହି ରେକର୍ଡ…

ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ମୁକାବିଲା ପାଇଁ ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?