Tag Archives: iPhone

ଆପଲ୍ କୁ ପଛରେ ପକାଇ ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ହେଲା ସାମସଙ୍ଗ, ହ୍ରାସ ପାଇଲା ଆଇଫୋନ୍ ବିକ୍ରି

ମୁମ୍ବାଇ,୧୫।୪: ଆଇଡିସିର ରିପୋର୍ଟ ଅନୁଯାୟୀ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ମାନ୍ୟତା ପାଇଛି ସାମସଙ୍ଗ। ଏଥିସହିତ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ ଆପଲ୍ ର ରାଜତ୍ୱ ଶେଷ ହୋଇଛି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ…

‘ପେଗାସସ୍’ ଭଳି ସାଇବର ଆକ୍ରମଣ ପାଇଁ ଭାରତ ସମେତ ୯୧ ଟି ଦେଶରେ ୟୁଜରଙ୍କୁ ଚେତାବନୀ ଦେଲା ଆପଲ

ନୂଆଦିଲ୍ଲୀ,୧୧।୪: ଆଇଫୋନ୍ ନିର୍ମାତା ଆପଲ୍ ଭାରତ ସମେତ ଅନ୍ୟ ୯୧ ଟି ଦେଶର ଉପଭୋକ୍ତାଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରି ପେଗାସସ୍ ମାଲୱେୟାର ସମେତ ‘ମର୍ସିନାରୀ ସ୍ପାଏୱେୟାର’ ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛି। ଯାହା ପୁଣିଥରେ ଏକ ବଡ଼…

ଆଇଫୋନ୍, ଆଇପ୍ୟାଡ୍, ମ୍ୟାକବୁକ ୟୁଜରଙ୍କ ପାଇଁ ଚେତାବନୀ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ କମ୍ପ୍ୟୁଟର ଏମର୍‌ଜେନ୍ସି ରେସ୍‌ପନ୍ସ ଟିମ୍‌ (CERT-In) ର କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଆପଲ୍‌ର ଆଇଫୋନ, ମ୍ୟାକବୁକ, ଆଇପ୍ୟାଡ ଏବଂ ଭିଜନ ପ୍ରୋ ହେଡସେଟ ବ୍ୟବହାରକାରୀଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଚେତାବନୀ ଜାରି କରିଛି। ଏହା ସହିତ ବିଭିନ୍ନ ଆପଲ୍‌…

ଆପଲ୍‌ର ବଡ଼ ପ୍ରସ୍ତୁତି: ବଜାରକୁ ଆସିବ ଫୋଲ୍ଡିଂ ଆଇଫୋନ୍‌

ଆପଲର ପ୍ରଥମ ମିକ୍ସଡ ରିଅଲିଟି ହେଡ୍‌ସେଟ୍‌ ଭିଜନ ପ୍ରୋ ଆମେରିକାରେ ଉପଲବ୍ଧ ହୋଇଛି ଏବଂ ବର୍ତ୍ତମାନ ଫୋଲଡେବଲ ଆଇଫୋନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟେକ୍‌ ଜିଆଣ୍ଟ ଆପଲ ଦ୍ୱାରା ଅତି କମ୍‌ରେ ଦୁଇଟି ଆଇଫୋନ୍‌ ପ୍ରୋଟୋଟାଇପ…

ହାତରୁ iPhone ଛଡ଼ାଇ ନେଇ କାନ୍ଥରେ ବସିଲା ମାଙ୍କଡ଼, ଫେରାଇବା ଲାଗି କଲା ଏଭଳି ଦାବି; ଭିଡିଓ ଦେଖିଲେ …

ବୃନ୍ଦାବନ ଭଗବାନଙ୍କ ଭକ୍ତି ଲାଗି ଯେତିକି ଖ୍ୟାତ, ସେତିକି ଏଠାକାର ମାଙ୍କଡ଼ମାନଙ୍କ ପାଇଁ ମଧ୍ୟ। କାରଣ ସେମାନେ କେତେବେଳେ ହାତରୁ କ’ଣ ଛଡ଼ାଇ ନେବେ କୁହାଯାଇପାରିବ ନାହିଁ। ଏହାର ଅନେକ ଭିଡିଓ ଭାଇରାଲ ହୁଏ ଯେଉଁଥିରେ ମାଙ୍କଡ ହାତରୁ ମୋବାଇଲ ଏବଂ…

ଆଇଫୋନ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର: କମ୍ପାନୀ ମାଗଣାରେ ୨ ବର୍ଷ ପାଇଁ ଦେବ ଏହି ସର୍ଭିସ

ଓ୍ବାଶିଂଟନ୍‌,୧୭।୧୧: ଆଇଫୋନ୍‌ ଧରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଜରୁରୀକାଳୀନ ଏସ୍‌ଓଏସ୍‌ ଫିଚର ଆଇଫୋନ ୧୪ ୟୁଜର୍ସଙ୍କୁ ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରିବ ଆପଲ କର୍ମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀର ସିଇଓ ଟିମ କୁକ ଏକ୍ସ ପୋଷ୍ଟ…

ଏବେ ଭାରତରେ ଟାଟା ଗ୍ରୁପ ନିର୍ମାଣ କରିବ iPhone, ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ,୨୬/୧୦: ଭାରତରେ ଏଣିକି ଟାଟା ଗ୍ରୁପ ନିର୍ମାଣ କରିବ ଆପଲ୍ ଆଇଫୋନ୍। ଏହି ଘୋଷଣା କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଟାଟା ଗ୍ରୁପ୍ ସହିତ ୱିଷ୍ଟ୍ରନ୍ କାରଖାନା ଅଧିଗ୍ରହଣ ପାଇଁ ଚୁକ୍ତି ଅନୁମୋଦନ ମିଳିଛି, ଯାହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?