ଇସ୍ରାଏଲ-ଲେବାନନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଉପରେ ସହମତି; ହେଜବୋଲକୁ ନେଇ ଚେତାବନୀ ଦେଲେ ନେତାନ୍ୟାହୁ
ଜେରୁଜେଲମ,୨୭।୬: ଇସ୍ରାଏଲ ଏବଂ ହେଜବୋଲା ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ବନ୍ଦ କରିବା ପାଇଁ ଦିନ ଦିନ ଧରି ଆଲୋଚନା ପରେ, ଇସ୍ରାଏଲ ଏବଂ ଲେବାନନ ଶୁକ୍ରବାର ୱାଶିଂଟନରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ଏକ ଢାଞ୍ଚା ସ୍ବାକ୍ଷର କରିଛନ୍ତି। ଇସ୍ରାଏଲ ଏବଂ…
ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ହେଜବୋଲା ଉପରେ ଆକ୍ରମଣ କଲା ଇସ୍ରାଏଲ
ଜେରୁଜେଲମ,୧୪।୬: ଯେତେବେଳେ ଆମେରିକା ଏବଂ ଇରାନ ଶାନ୍ତି ଆଲୋଚନା ବିଷୟରେ ଦାବି କରୁଛନ୍ତି, ସେତେବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଇସ୍ରାଏଲ ହେଜବୋଲା ପଦାଧିକାରୀମାନଙ୍କ ଉପରେ ଆକ୍ରମଣର ଏକ ସିରିଜ ଆରମ୍ଭ କରିଛି। ଅଲ ଜଜିରା ଅନୁଯାୟୀ, ଇସ୍ରାଏଲୀ ସେନା…
ଇରାନକୁ ଲାଗିଲା ବଡ଼ ଝଟ୍କା, ଆମେରିକା ଭୟରେ ହାତ ଛାଡ଼ିଦେଲା ହିଜବୁଲ୍ଲା
ତେହରାନ/ଓ୍ବାଶିଂଟନ,୨୨।୬: ଆମେରିକା ଦାବି କରିଛି ଯେ ସେ ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଇରାନକୁ ଏକ ବଡ଼ ଝଟକା ଲାଗିଛି। ଦେଶର ପରମାଣୁ ଶକ୍ତି ହେବାର ସ୍ବପ୍ନ ଭାଙ୍ଗି ଯାଇଛି। ଇରାନ ପୂର୍ବରୁ…
ଇସ୍ରାଏଲ ଉପରେ ରକେଟ୍ ମାଡ଼ କଲା ହେଜ୍ବୋଲ୍ଲା: ଏକାଧିକ ଆହତ, ଅନେକ ଗାଡି ନଷ୍ଟ
ନୂଆଦିଲ୍ଲୀ,୧୧।୧୧: ପୁଣି ଇସ୍ରାଏଲ ଉପରେ ରକେଟ୍ ମାଡ଼ କଲା ହେଜ୍ବୋଲ୍ଲା। ସୋମବାର ନର୍ଥନ ସିଟି ହାଇଫା ଆଡକୁ ୯୦ ରୁ ଅଧିକ ରକେଟ୍ ସହିତ ଇସ୍ରାଏଲ ଉପରେ ଏକ ନୂତନ ଷ୍ଟ୍ରାଇକ୍ କରିଛି ହେଜ୍ବୋଲ୍ଲା। ରିପୋର୍ଟ ଅନୁସାରେ ଏଥିରେ ପ୍ରାୟ ଚାରି…
ଇସ୍ରାଏଲ ଉପରେ ୧୩୫ ଘାତକ ମିସାଇଲ ମାଡ କଲା ହେଜବୁଲ୍ଲା
ନୂଆଦିଲ୍ଲୀ,୭।୧୦: ସୋମବାର ଇସ୍ରାଏଲ ଉପରେ ଘାତକ ଆକ୍ରମଣ କରିଛି ହେଜବୁଲ୍ଲା। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ବୃହତ୍ତ ଆକ୍ରମଣ। ଏଥର ଲେବାନାନର ହେଜବୁଲ୍ଲା ଅତି କମରେ ୧୩୫ ‘ଫାଦୀ-୧’ କ୍ଷେପଣାସ୍ତ୍ର ଇସ୍ରାଏଲର ହାଇଫା ଅଞ୍ଚଳରେ ମାଡ଼ କରିଛି।…
ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ
ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା ହିବ୍ରୁ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇଛି,…
ଶତ୍ରୁଙ୍କୁ ହଟାଇବା ପାଇଁ ଇସ୍ରାଏଲକୁ କାହିଁକି ପଡ଼ିବ ମହଙ୍ଗା, ଜାଣନ୍ତୁ …
ଜେରୁଜେଲମ୍,୨୯ା୯: ଇସ୍ରାଏଲ ଏବଂ ହେଜ୍ବୋଲ୍ଲା ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଯାହା ବର୍ତ୍ତମାନ ଇସ୍ରାଏଲର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ଆମେରିକୀୟ ରେଟିଂ ଏଜେନ୍ସି ମୁଡି ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଇସ୍ରାଏଲର କ୍ରେଡିଟ୍ ରେଟିଂ ହ୍ରାସ କରିଛି। ଏଥର…
ବଡ଼ ପ୍ଲାନିଂ କରି ହେଜ୍ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍ କମ୍ପାନୀ
ଜେରୁଜେଲମ୍,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍ ବିସ୍ଫୋରଣରେ ୧୨ ହେଜ୍ବୋଲ୍ଲା ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ପ୍ରାୟ ୪୦୦୦ ଲୋକ ଆହତ…
ଇସ୍ରାଏଲ ଚିର ଶତ୍ରୁ ହିଜବୁଲ୍ଲା: ଅନେକ ମୁସଲମାନ ଦେଶକୁ ପାଣି ପିଆଇସାରିଛି, ଜାଣନ୍ତୁ ହିଜବୁଲାର ପୁରା କାହାଣୀ
ନୂଆଦିଲ୍ଲୀ,୧୯।୯: ଗାଜାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରିବାକୁ ବସିଥିବା ବେଳେ ଏହି ଯୁଦ୍ଧ ଏବେ ଇସ୍ରାଏଲ ଏବଂ ହମାସରୁ ଯାଇ ହିଜବୁଲ୍ଲା ଭଳି ଆତଙ୍କୀ ସଂଗଠନ ପାଖରେ ପହଂଚିଛି। ହିଜବୁଲ ହେଉଛି ଏକ ଆତଙ୍କବାଦୀ ସଂଗଠନ ଯାହା…
ଇସ୍ରାଏଲ ଉପରେ ୧୫୦ରୁ ଅଧିକ ରକେଟ୍ ମାଡ଼ କଲା ଲେବାନନ
ଜେରୁଜେଲମ୍,୨୫ା୮: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଉଛି। ଇସ୍ରାଏଲ ଆକ୍ରମଣରେ କ୍ରୋଧିତ ଲେବାନନ ଉତ୍ତର ଇସ୍ରାଏଲ ଆଡ଼କୁ ଅତି କମ୍ରେ ୧୫୦ରୁ ଅଧିକ ରକେଟ୍ ମାଡ଼ କରିଛି। ତେବେ ଆଇରନ ଡୋମ ଉତ୍ତର ଇସ୍ରାଏଲରେ ଲେବାନନ ରକେଟ୍କୁ ଅଟକାଇବାକୁ…
ଇସ୍ରାଏଲରୁ ବାଇଡେନ ବିଦାୟ ନେବା ପରେ ଆମେରିକା ସେନା କ୍ୟାମ୍ପ ଉପରେ ଡ୍ରୋନ୍ ଆକ୍ରମଣ
ନୂଆଦିଲ୍ଲୀ, ୧୯।୧୦: ଇସ୍ରାଏଲରୁ ବାଇଡେନ ଫେରିବାର କେଇଘଣ୍ଟା ପରେ ସିରିୟାରେ ଥିବା ଆମେରିକାର ଦୁଇଟି ସେନା କ୍ୟାମ୍ପ ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ସମର୍ଥିତ ଆତଙ୍କୀ ସଂଗଠନ ଏହି ଆକ୍ରମଣ କରିଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ…
Archives


