ଇସ୍ରାଏଲରୁ ବାଇଡେନ ବିଦାୟ ନେବା ପରେ ଆମେରିକା ସେନା କ୍ୟାମ୍ପ ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ, ୧୯।୧୦: ଇସ୍ରାଏଲରୁ ବାଇଡେନ ଫେରିବାର କେଇଘଣ୍ଟା ପରେ ସିରିୟାରେ ଥିବା ଆମେରିକାର ଦୁଇଟି ସେନା କ୍ୟାମ୍ପ ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ସମର୍ଥିତ ଆତଙ୍କୀ ସଂଗଠନ ଏହି ଆକ୍ରମଣ କରିଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସିରିୟା ରହିଥିବା ଇରାନ ଏବଂ ଜୋର୍ଡାନ ସୀମାବର୍ତୀ ଅଞ୍ଚଳରେ ଏହି ଡ୍ରୋନ୍ ଆକ୍ରମଣ ହୋଇଛି ଏବଂ ଉତ୍ତରରେ ଦିଏର ଅଲ-ଜୋର ଅଞ୍ଚଳରେ ହୋଇଛି।

ଏହି ଆକ୍ରମଣ ସମ୍ପର୍କରେ ଆମେରିକା ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ, ଏବଂ ସ୍ତନ୍ୟ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ତେବେ ଖବର ସରବରାହ ସଂସ୍ଥା ଏପି ନ୍ୟୁଜ ରିପୋର୍ଟ କରିଛି ଯେ ଦୁଇଟି ଡ୍ରୋନ୍ କୁ ଶୂନ୍ୟରେ ହିଁ ଧ୍ବଂସ କରିଦିଆଯାଇଥିଲା ଦିଆଯାଇଥିଲା, କିନ୍ତୁ କ୍ୟାମ୍ପ ଉପରେ ପଡିଥିଲା ଯାହା କାରଣରୁ କିଛି ସରଞ୍ଜାମ କ୍ଷତିଗ୍ରସ୍ଥ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭାରତର ଏହି ପଡୋଶୀ ଶତ୍ରୁର ବଡ଼ ପ୍ଲାନ, ସମୁଦ୍ରରେ ଭାସିବ ପରମାଣୁ ଦ୍ୱୀପ; ଘନେଇଲା ବିପଦ

ନୂଆଦିଲ୍ଲୀ,୫।୬: ସମୁଦ୍ର ମଧ୍ୟରେ ଏକ ବିଶାଳ ଦ୍ୱୀପର କଳ୍ପନା କରନ୍ତୁ, ଯେଉଁଠାରେ ଅନେକ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯାଇଥିବ। ଯେଉଁଠାକୁ ସମୁଦ୍ର ଜାହାଜଗୁଡ଼ିକ ଆସିବେ ଏବଂ ନିଜର…

ବିରାଟ କୋହଲିଙ୍କୁ ନେଇ ଏମିତି କହିଲା ପାକିସ୍ତାନ, ହେଉଛି ଖୁବ ଚର୍ଚ୍ଚା

ଇସଲାମାବାଦ,୫।୬: ପାକିସ୍ତାନ ପ୍ରାୟତଃ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରେ, କିନ୍ତୁ ସାରା ବିଶ୍ୱରେ କିମ୍ବଦନ୍ତୀ କ୍ରିକେଟରମାନେ ବିରାଟଙ୍କୁ ବହୁତ ଶ୍ରେଷ୍ଠ ବୋଲି ଦର୍ଶାଇ…

ଟ୍ରମ୍ପଙ୍କୁ ଚେତାବନୀ ଦେଲେ ପୁଟିନ୍‌, କହିଲେ ଭାରତ ଉପରେ ଚାପ ପକାଇଲେ…

ମସ୍କୋ,୫।୬: ଋଷିଆ ଭାରତକୁ ଖୋଲାଖୋଲି ଭାବେ ସମର୍ଥନ କରିଛି। ଭାରତର ବୈଦେଶିକ ନୀତି ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଆମେରିକା ରାଷ୍ଟ୍ରପତି…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ; ରାଷ୍ଟ୍ରପତିଙ୍କ ଉପରେ ଲଗାଇଲେ ପ୍ରତିବନ୍ଧକ, ଭୟରେ ଛାନିଆ

ଓ୍‌ବାଶିଂଟନ୍‌ , ୫।୬: ଇରାନ ସହିତ ଶାନ୍ତି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରବର୍ତ୍ତୀ ମିଶନ ବିଷୟରେ…

ତୁମେ ପାଗଳ ହୋଇଯାଇଛ…ଟ୍ରମ୍ପଙ୍କ ଭର୍ତ୍ସନା ପରେ ପ୍ରଥମ ଥର ମୁହଁ ଖୋଲିଲେ ନେତାନ୍ୟାହୁ, ସକାଳର ଝଗଡ଼ା…

ଜେରୁଜେଲମ,୫।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ବାର୍ତ୍ତାଳପ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ସେ ମନ୍ତବ୍ୟ…

ଭାରତକୁ ଧୋକା ଦେଲେ ପୁଟିନ! ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇ କହିଲେ…

ନୂଆଦିଲ୍ଲୀ,୫।୬: ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ସହିତ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ପାକିସ୍ତାନ ସହିତ ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଆସିଲା ସାଂଘାତିକ ରିପୋର୍ଟ: ଏହି କାରଣରୁ ୧୫ ଲକ୍ଷ ଶିଶୁଙ୍କ ଘଟୁଛି ମୃତ୍ୟୁ

ଜେନେଭା, ୫ା୬:ଅପମିଶ୍ରିତ ଏବଂ ଦୂଷିତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ସାଙ୍ଘାତିକ ସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri