ଗାନ୍ଧୀ ବିଭାଜନକାରୀ
ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ପ୍ରଶ୍ନ ଉଠୁଛି ସେହି ଲକ୍ଷ୍ୟ ହାସଲ ଦିଗରେ ଦେଶବାସୀଙ୍କୁ କେତେ ମାତ୍ରାରେ ପ୍ରସ୍ତୁତ କରାଯାଉଛି।…
ଏଇ ଭାରତରେ
ଗାଁରେ ରହି କୌଣସି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଅଣାଯାଇପାରେ, ଯାହା ପ୍ରମାଣ କରି ପାରିଛନ୍ତି ବିହାରର ପ୍ରିନ୍ସ ଶୁକ୍ଳା। ସେ ଶିକ୍ଷା ଶେଷ କରି ବେଙ୍ଗାଲୁରୁରେ କାମ କରୁଥିଲେ। କୋଭିଡ୍ ମହାମାରୀ ଆସିବାରୁ ସେ କାମ ଛାଡ଼ି ତାଙ୍କ ଗାଁକୁ ଫେରି…
ନିଷ୍କ୍ରିୟ ଜମାଖାତାର ଅର୍ଥରାଶି
ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ ବ୍ୟାଙ୍କଗୁଡ଼ିକର ଗୁରୁ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବ୍ୟାଙ୍କିଙ୍ଗ ସେବା ଦିନକୁ ଦିନ ଏପରି ବ୍ୟବସ୍ଥିତ ହେଉଛି ଯେ ଯାହାଦ୍ୱାରା ଲୋକମାନେ ହାତପାହାନ୍ତାରେ ନିଜ ମୋବାଇଲ ଦ୍ୱାରା ସମସ୍ତ ଦେଣନେଣ କରିପାରୁଛନ୍ତି। ତେବେ ବ୍ୟାଙ୍କରେ ଅର୍ଥ କାରବାର ସମୟରେ…
ଗଣତନ୍ତ୍ରର ସଂଜ୍ଞା ଓ ସ୍ବରୂପ
ଆମର ପ୍ରାଥମିକ ଶିକ୍ଷା ସମୟରେ ଗଣତନ୍ତ୍ରର ସଂଜ୍ଞାରେ କୁହାଯାଇଥାଏ ଯେ ଏହା ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଶାସନ। ଏହା ମଧ୍ୟ କୁହାଯାଏ ଯେ ସୁଶାସନଠାରୁ ସ୍ବଶାସନ ଭଲ। ସ୍କୁଲଗୁଡ଼ିକରେ ସ୍ବାଧୀନତା ଓ ଗଣତନ୍ତ୍ର ଦିବସରେ ଯେଉଁମାନଙ୍କ ବଳିଦାନ…
ପ୍ରତିଶୋଧାତ୍ମକ ପଦକ୍ଷେପ
ଗତ ମାସରେ ଏସିଆରୁ ପାକିସ୍ତାନ ଓ ଇରାକ ସହିତ ଭାରତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନ୍ଏଚ୍ଆର୍ସି)କୁ ନିର୍ବାଚିତ ହୋଇଥିଲା। ୟୁଏନ୍ଏଚ୍ଆର୍ସି କହେ, ସାରା ବିଶ୍ୱରେ ମାନବାଧିକାରର ପ୍ରୋତ୍ସାହନ ଓ ସୁରକ୍ଷାକୁ ସୁଦୃଢ଼ କରିବା ଏହାର ଦାୟିତ୍ୱ। ୟୁଏନ୍ଏଚ୍ଆର୍ସିକୁ ନିର୍ବାଚିତ ହେବା ପାଇଁ ଭାରତ…
ଏଇ ଭାରତରେ
ବୟସ ୧୪, ହେଲେ ସାପ ଧରି ସାହସର ପରିଚୟ ଦେଇଛନ୍ତି କେରଳର ଅନନ୍ୟା ବିଶ୍ୱେସ । ସ୍କଉଲରେ ପଢୁଥିବାରୁ ସପ୍ତାହନ୍ତରେ ସାପ ଧରିବାକୁ ବାହାରିଯାଉଛନ୍ତି ଏବଂ ଏବେ ସୁଦ୍ଧା ୭୫ରୁ ଊର୍ଦ୍ଧ୍ୱ ସାପ ଧରି ସାରିଲେଣି। ସେ କେରଳର ପାଲାକ୍କାଡ୍ ଜଙ୍ଗଲ…
ଦିନେ ଥିଲା ସତ୍ୟାଗ୍ରହୀଙ୍କ ଦେଶ
ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଗାନ୍ଧିଜୀ ଅହିଂସା ଓ ‘ସତ୍ୟାଗ୍ରହ’କୁ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ, ଯାହା ସମଗ୍ର ବିଶ୍ୱକୁ ଚକିତ କରିଥିଲା ଏବଂ ସେହି ପ୍ରେରଣାରୁ ଦେଶର କୋଣ ଅନୁକୋଣରେ ହଜାର ହଜାର ସତ୍ୟାଗ୍ରହୀ ସୃଷ୍ଟି ହୋଇଥିଲେ। ବିଦେଶରେ ମଧ୍ୟ ଅନେକ…
ସୁନ୍ଦର ବିଶ୍ୱ ଗଠନର ଅଙ୍ଗୀକାର
ଗ୍ଲୋବାଲ ଅର୍ଡର’ ବା ବିଶ୍ୱର ଶୃଙ୍ଖଳା ବଦଳିଯାଉଛି। ଶୀତଳ ଯୁଦ୍ଧ ପରବର୍ତ୍ତୀ ୯୦ ଦଶକରେ ଆରମ୍ଭ ହୋଇଥିବା ନବ୍ୟ ଉଦାରବାଦୀ ଆର୍ଥିକ କାର୍ଯ୍ୟକ୍ରମ ଯୁଗରେ ଦ୍ରୁତ ଆର୍ଥିକ ବୃଦ୍ଧି ସତ୍ତ୍ୱେ ଗୋଟିଏ ପରେ ଗୋଟିଏ ବିଶ୍ୱବ୍ୟାପୀ ଆର୍ଥିକ ବିପର୍ଯ୍ୟୟ, କ୍ରମ ବର୍ଦ୍ଧମାନ…
ମୃତ୍ୟୁ ପାଇଁ ଇସି ଦାୟୀ
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ କରାଯାଇଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ବହୁ ବାଦବିବାଦ ଉପୁଜିଥିଲା। ବିହାରର ସମୁଦାୟ ୭ କୋଟି ୮୯ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଥିଲେ। ସେଠାରେ ବିରୋଧୀମାନେ…
ଏଇ ଭାରତରେ
ବର୍ଷର ସବୁ ସମୟରେ ଏବେ ପଣସର ସ୍ବାଦ ପାଇପାରିବେ। କେରଳର ରାନି ସୁନିଙ୍କ ଦ୍ୱାରା ପଣସରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆପଣଙ୍କର ଏହି ଆଶା ପୂରଣ କରିପାରିବ। ରାନିଙ୍କୁ ବୟସ ଏବେ ୫୭। ସେ ରହୁଛନ୍ତି ଇଡ଼ୁକିରେ। ସେ ପାଖାପାଖି ୫…
ସଂସ୍କୃତ: ଭାଷାର ଜନନୀ
ସମୟକ୍ରମେ ବିଶ୍ୱରେ ଅନେକ ଭାଷା ସୃଷ୍ଟି ହୋଇଛି ଏବଂ କିଛି ବିଲୀନ ହୋଇଛି। ତନ୍ମଧ୍ୟରେ ସଂସ୍କୃତ ବିଶ୍ୱର ଏକ ପ୍ରାଚୀନ ଭାଷା। ସଂସ୍କୃତ ଭାଷାରେ ବିରଚିତ ବେଦ ଏକ ପ୍ରାଚୀନ ଶାସ୍ତ୍ର ଯାହା ପୂର୍ବରୁ କୌଣସି ତତ୍ତ୍ୱ ବିଶ୍ୱ ରହସ୍ୟକୁ ଏତେ…
ବେକାରି ସମସ୍ୟା ଓ ଚାକିରି ଜାଲିଆତି
ଭାରତରେ ବେକାରି ସମସ୍ୟା ଚିନ୍ତାର ବିଷୟ। ସମସ୍ୟା ଏହିପରି କି ଯଦି କୌଣସି ସରକାରୀ କାର୍ଯ୍ୟାଳୟରେ ପିଅନ, ହୋମଗାର୍ଡ, ଝାଡ଼ୁଦାର, ସିକ୍ୟୁରିଟି ପୋଷ୍ଟ ବାହାରୁଛି ତେବେ ନିମ୍ନ ଶିକ୍ଷାଗତ ଯୋଗ୍ୟତା କଥା କ’ଣ କହିବା ସ୍ନାତକ, ସ୍ନାତକୋତ୍ତର, ଇଞ୍ଜିନିୟରିଂ ଡିଗ୍ରୀଧାରୀ ପିଲାମାନେ…
Archives


