Tag Archives: editorial

ଗଣତନ୍ତ୍ର ଓ ଅସମାନତା

ବିଶ୍ୱରେ ଗଣତନ୍ତ୍ର ଏବେ ବିପଦରେ। ଏହା କେବଳ ନିର୍ବାଚିତ ସରକାରକୁ ହଟାଇ କ୍ଷମତା ଦଖଲ କରୁଥିବା ଏକଚ୍ଛତ୍ରବାଦୀଙ୍କ ଯୋଗୁ ଘଟୁନାହିଁ। ଏକଚ୍ଛତ୍ରବାଦୀମାନେ କ୍ଷମତା ଦଖଲ କରୁଥିବା ବିଷୟ ମୁଖ୍ୟ ଖବର ହେଉଥିବାବେଳେ ବାସ୍ତବରେ ସେମାନେ ଆଉ ସ୍ବାଧୀନ ସମାଜ ପ୍ରତି ବିପଦ…

ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ

ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ ୨୭.୩ ଅଙ୍କ ପାଇ ଭାରତ ୧୦୫ତମ ସ୍ଥାନରେ ରହିଛି। ଏହି ରିପୋର୍ଟ ଅନୁସାରେ ୯.୯…

ବିଶ୍ୱାସ ଓ ଅନ୍ଧବିଶ୍ବାସ

ପୁରାତନ ଲୋକକଥାଟିଏ। ଦିନେ ଜଣେ ଗୃହସ୍ଥଙ୍କ ଘରେ ବାର୍ଷିକ ଶ୍ରାଦ୍ଧ ପାଳନ କରାଯାଉଥାଏ। କୁଳ ପୁରୋହିତ ଶ୍ରାଦ୍ଧ ପାଇଁ ସଂଗୃହୀତ ସବୁ ସାମଗ୍ରୀକୁ ଦେଖିସାରି କର୍ମ ଆରମ୍ଭ କରିବା ପାଇଁ ଗୃହକର୍ତ୍ତାଙ୍କୁ ଡକେଇଲେ। ତାଙ୍କ ଉପରେ ଜଳ ସିଞ୍ଚି ସ୍ବସ୍ତି ବାଚନ…

ୟୁକ୍ରେନ୍‌ର ଭବିଷ୍ୟତ

ତିରିଶ ବର୍ଷ ପୂର୍ବେ ମୁଁ ୟୁକ୍ରେନ୍‌ର ଏକ ଚର୍ଚ୍ଚକୁ ଯାଇଥିଲି, ଯାହା ପରିସରରେ ମୋର ରୁଷୀୟ ପିତୃପୁରୁଷଙ୍କୁ ସମାଧି ଦିଆଯାଇଥିଲା। ସେହି ଚର୍ଚ୍ଚରେ ଜଣେ ବୃଦ୍ଧାଙ୍କ ପାଖରେ ଆଣ୍ଠୁମାଡି ବସିଥିଲି ଏବଂ ଆମ ପଛରେ ରୁଷିଆର ଏକ ଚର୍ଚ୍ଚ ବି ଥିଲା।…

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ ଗବେଷକ ଡେମିସ୍‌ ହାସାବିସ୍‌ ଓ ଆମେରିକୀୟ ଗବେଷକ ଜନ୍‌ ଜମ୍ପର ବହୁରାଷ୍ଟ୍ରୀୟ କମ୍ପାନୀ ‘ଗୁଗଲ୍‌’ର…

ଆଶାର କିରଣ

୨୦୨୩ରେ ଆଫ୍‌ଗାନିସ୍ତାନରେ ମିଳିତ ଜାତିସଂଘର ତିନୋଟି ଏଜେନ୍ସି ଦ୍ୱାରା ଏକ ସର୍ଭେ କରାଯାଇଥିଲା। ଏଥିରେ ଏକ ଭୟଙ୍କର ବାସ୍ତବତା ସାମ୍‌ନାକୁ ଆସିଥିଲା। ଆଫ୍‌ଗାନିସ୍ତାନର ମହିଳାଙ୍କ ମଧ୍ୟରୁ ପ୍ରାୟ ଏକପଞ୍ଚମାଂଶ ୩ମାସ ମଧ୍ୟରେ ସେମାନଙ୍କ ପରିବାରର ସଦସ୍ୟଙ୍କ ବ୍ୟତୀତ ବାହାରେ କାହା ସହ…

ହାରିସ୍‌ଙ୍କ ପାଇଁ ସୁଯୋଗ

କମଲା ହାରିସ୍‌ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିପାରିବେ। ହଁ, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଜଣେ ଶକ୍ତିଶାଳୀ ପ୍ରାର୍ଥୀ। ଜୁଲାଇ ୧୩ରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ହୋଇଥିବା ଉଦ୍ୟମ ଉପରେ ତାଙ୍କ ପ୍ରତିରୋଧୀ ପ୍ରତିକ୍ରିୟା ନିର୍ବାଚନ ପ୍ରଚାରକୁ ଶକ୍ତିଶାଳୀ କରିଦେଲା। କିନ୍ତୁ ରାଷ୍ଟ୍ରପତି…

ଅନୀତି

ଭାରତରେ ଯୋଜନା ଆୟୋଗ ଦୀର୍ଘ ବର୍ଷ ଧରି ସୁରୁଖୁରୁରେ କାର୍ଯ୍ୟ କରି ଆସୁଥିବା ବେଳେ ତାହାକୁ ୧ ଜାନୁୟାରୀ ୨୦୧୫ରେ କେନ୍ଦ୍ରର ଭାଜପା ସରକାର ଭାଙ୍ଗି ଦେଇଥିଲେ। ତାହା ସ୍ଥାନରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ(ନୀତି) ଆୟୋଗ ନାମରେ ସରକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri