ଏଇ ଭାରତରେ
ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର ବୁଲି ବଳକା ରୁଟି ସଂଗ୍ରହ କରୁଛନ୍ତି। ଘରେ ବଳୁଥିବା ରୁଟିକୁ ଲୋକେ ସାଇତି…
ମହାବିଲୁପ୍ତି ପଥେ
ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ, ସାଧାରଣ ଭାବେ ଯେଉଁ ହାରରେ ପ୍ରଜାତିମାନଙ୍କର ବିଲୁପ୍ତି ପରିସଂସ୍ଥା ପାଇଁ ସହନୀୟ ଏବେ…
ଯୋଜନାର ଅଧୋଗତି
ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି ମାତ୍ର ୨୨ ବର୍ଷ ମଧ୍ୟରେ ସାରା ପୃଥିବୀରେ ଏକ ବୃହତ୍ ଶକ୍ତି ଭାବେ…
ଏନ୍ଜିଓ କାର୍ଯ୍ୟରେ ବାଧା
ଯାହା ସଂସଦରେ ଆଇନ ଭାବରେ ପାସ୍ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଏହା କରିବା ଉଚିତ ନୁହେଁ। ତେବେ ଏବେ ଭାରତକୁ ପ୍ରକୃତ ଗଣତନ୍ତ୍ର ଭାବେ…
ଏଇ ଭାରତରେ
ଆନ୍ଧ୍ରପ୍ରଦେଶ ଏନ୍ଟିଆର୍ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍ କୋଡ୍ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍ ସ୍କାନ୍ କଲେ ଆନ୍ଧ୍ରପ୍ରଦେଶର ଯେ କୌଣସି ସ୍ଥାନରେ ଆପଣଙ୍କ ଯାତ୍ରାକୁ ସୁରକ୍ଷିତ କରିପାରିବେ। ରେଡ୍ଡୀ ମୋହନ…
ସ୍ବାଧୀନତାର ମଣିଷ
ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍ ବାଟରେ ଚାଲିବ। ତେଣୁ ସେ ନିଜର ମିତ୍ର ହେବା ସହ ସଂସାରର ଆଶୀର୍ବାଦ ପାଲଟି…
ଜନସଂଖ୍ୟା ଓ ଜଳବାୟୁ
ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି। ସେହି ପ୍ରକୃତି ଦ୍ୱାରା ସୃଷ୍ଟ ଜଳବାୟୁ ମଣିଷକୁ ସର୍ବଦା ପାଳନ କରିଥାଏ। କିନ୍ତୁ…
ଏଇ ଭାରତରେ
ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା ସେତେଟା ଗୁରୁତ୍ୱ ଦେଇପାରନ୍ତିନାହିଁ। ଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ…
ରାଜନୈତିକ ପ୍ରତାରଣା
ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ପରେ ଏହି ପ୍ରତିଶ୍ରୁତିରୁ ଅଧିକାଂଶ ମିଥ୍ୟା ପ୍ରମାଣିତ ହୋଇଥାଏ, ଯାହା ଦଳ କେବେ…
ଲୋଭ ଘାରୁଛି
କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ। ପରବର୍ତ୍ତୀ ସମୟରେ ବ୍ୟବସାୟ ଓ ଲୁଣ୍ଠନ କରିବା ନାମରେ ଉପନିବେଶ ଚିନ୍ତାଧାରା ଜନ୍ମନେଲା,…
ଏଇ ଭାରତରେ
ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର ନେବା ପରେ ଏହି କାମ କରିଆସୁଛନ୍ତି। ୨୦୧୪ରେ ସେ ଘରଚଟିଆଙ୍କ ବଂଶ ଲୋପ…
୯ କିଲୋମିଟରର ଅକୁହା କାହାଣୀ
ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ ଭୂଇଁ ଓ ଜଙ୍ଗଲର ଝରଣା ପାର ହୋଇ ଆଗକୁ ଚାଲିଛନ୍ତି। ଏହି ଦୃଶ୍ୟ…
Archives


