ନିଷ୍ପ୍ରୟୋଜନ ପ୍ରୟାସ
ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ ତାହାକୁ ଜବରଦସ୍ତି ଆଦୃତ କରିବାକୁ ଗତ କିଛି ବର୍ଷ ହେଲା ପ୍ରୟାସ ଜାରି…
ଅସରପା ଓ ପିମ୍ପୁଡ଼ି
ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ତାଲିକାରେ ୧୮ତମ ସ୍ଥାନରେ ଥିବା ଉଜ୍ଜ୍ୱଳ ଭୂୟାଁ କଲେଜିୟମ୍ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ଅଭାବ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଥିଙ୍କ୍ ଟ୍ୟାଙ୍କ୍ ସଂସ୍ଥା ଜଲ୍ଦି(ଜଷ୍ଟିସ୍, ଆକ୍ସେସ ଆଣ୍ଡ୍ ଲୋୟରିଂ ଡିଲେଜ୍ ଇନ୍ ଇଣ୍ଡିଆ)ର ଏକ କାର୍ଯ୍ୟକ୍ରମରେ…
ଏଇ ଭାରତରେ
ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପଛରେ କାନପୁରର ବୈଭବ ରାଠୋରଙ୍କ ବଡ଼ ଭୂମିକା ରହିଛି।…
ସବୁଜ ବିକାଶର ଭିତ୍ତିଭୂମି
ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ ଫଳରେ ଶକ୍ତିର ଚାହିଦା ଦିନକୁଦିନ ବଢ଼ିଚାଲିଛି। ଅନ୍ୟପକ୍ଷରେ କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ…
ବିଭବେ ସ୍ବଭାବ ନଷ୍ଟ
ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି ମଲେ ତୁଟେ’। କିନ୍ତୁ ଜନ୍ମରୁ ମୃତ୍ୟୁ ଯାଏ ମଣିଷ ଯେଉଁ ପରିସ୍ଥିତି, ସମୟ,…
ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ
ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା ବେଳେ କେନ୍ଦ୍ରୀୟ କ୍ଷମତା ମେଣ୍ଟ ଚାରି ମିଲିୟନ ଲୋକବଳ ହରାଇଲେ। ମିତ୍ରଶକ୍ତିରେ ଗ୍ରେଟ୍…
ପ୍ରତିବାଦରେ ଉପହାସ
ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ ବୁଝିବାକୁ ହେବ ଯେ ସେହି ଶାସନର ଅନ୍ତ ଆସିଯାଇଛି। ଭାରତରେ ଦେଖାଯାଉଛି କୌଣସି…
ନୀତିବିହୀନ ନିର୍ଦ୍ଧାରକ
ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍ରେ ଖୁଚୁରା (ରିଟେଲ୍) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଧାର୍ଯ୍ୟ କରିଥିବା ୪ ପ୍ରତିଶତଠାରୁ ଏହା ଅଧିକ ହୋଇଛି।…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ ଜଳଚର ଜୀବଙ୍କ ବାସସ୍ଥଳୀ ପାଲଟିଥିବା କୋରାଲ ରିଫ୍ ବା ଶୈବାଳ ପାଚେରି ଏବେ…
ଗଙ୍ଗାଜଳ ବଣ୍ଟନ ଚୁକ୍ତି
ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ କ୍ରମାଗତ ଜଳବାୟୁ ପରିବର୍ତ୍ତନ, ଗଙ୍ଗାନଦୀ ଶଯ୍ୟାରେ ପ୍ରବାହିତ ଅବକ୍ଷିପ୍ତ ପଟୁ, ବାଲି, କାଦୁଅ…
ଭାରତ ଏକ ଗୋତ୍ର
ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ ସ୍ଥାନୀୟ ଭାଷାର ଉଚ୍ଚାରଣ ଓ ଭୌଗୋଳିକ ସ୍ଥିତିକୁ ନେଇ କରାଯାଇଥିଲା। ପରେ ତାହାର…
ବରାବର ଗୁମ୍ପାର ରହସ୍ୟ
ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍ କରାଯାଇଛି ଯେ ସେଗୁଡ଼ିକ ଦର୍ପଣ ପରି ମନେହୁଏ। ପ୍ରାୟ ୨୩୦୦ ବର୍ଷ ପୂର୍ବେ…

