Posted inଖେଳ

ସ୍ପିନରଙ୍କ ଆଗରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ ଧରାଶାୟୀ

କଲମ୍ବୋ,୨୮।୭: ଘରୋଇ ଶ୍ରୀଲଙ୍କା ସ୍ପିନରଙ୍କ ଆଗରେ ଧରାଶାୟୀ ହୋଇଛି ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍‌। ସ୍ପିନରଙ୍କୁ ସୁହାଉଥିବା ପିଚ୍‌ରେ ଶ୍ରୀଲଙ୍କା ଆଗରେ ୧୩୩ ରନ୍‌ର ସାଧାରଣ ଟାର୍ଗେଟ ଛିଡ଼ା କରିଛି ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୨୦ ଓଭରରେ ୫ ଉଇକେଟ ୧୩୨ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପାଇଁ ଅଧିନାୟକ ଧାଓ୍ବନ ୪୦, ଦେବଦତ୍ତ ପାଡିକଲ ୨୯ ଓ ରୁତୁରାଜ ଗାଏକ୍ୱାଡ଼ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଅକିଲା ଧନଞ୍ଜୟ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟେଷ୍ଟ:ଫଲୋଅନ ଏଡ଼ାଇଲା ପାକିସ୍ତାନ

ମାଉଣ୍ଟ ମାଉଗାନୁଇ,୨୯।୧୨(ଏପି): ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ନୂଆ ଟେଷ୍ଟ ଅଧିନାୟକ ମହମ୍ମଦ ରିଜ୍‌ଓ୍ବାନ ଓ ଫହିମ ଆଶ୍ରଫ ଲଢୁଆ ବ୍ୟାଟିଂ କରି ଘରୋଇ...

ଜୋଶୁଆ ଡି’ସିଲ୍‌ଭାଙ୍କ ଶତକ

ମାଞ୍ଚେଷ୍ଟର, ୩।୭- କରୋନା ଭାଇରସ ସଂକ୍ରମଣ ଜନିତ ଅନ୍ତର୍ଜାତୀୟ କ୍ରିକେଟ ପ୍ରଭାବିତ ହେବାପରେ ପ୍ରଥମ ଶତକ ହାସଲ କରିଛନ୍ତି ଓ୍ବେଷ୍ଟଇଣ୍ଡିଜର ଜୋଶୁଆ ଡି’ସିଲ୍‌ଭା। ଇଂଲଣ୍ଡ ବିପକ୍ଷ...

ଡିସେମ୍ବରରେ ଏହି ଦେଶରେ ଆରମ୍ଭ ହେବ ଟି୧୦ ଲିଗ୍‌

କଲୋମ୍ବୋ, ୯।୯: ସାରା ବିଶ୍ୱରେ ଟି୨୦ କ୍ରିକେଟ୍‌ର ଲୋକପ୍ରିୟତା ପରେ ଏବେ ଟି୧୦ କ୍ରିକେଟ୍‌ ଆରମ୍ଭ ହେବାକୁ ଯାଉଛି। ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ (ଏସ୍‌ଏଲ୍‌ସି) ଡିସେମ୍ବରରେ...

ଗୋଟିଏ ଦିନରେ ୩୦୯ ରନ୍‌ କରି ଚକିତ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୨୫।୬: ଅଷ୍ଟ୍ରେଲିୟ କ୍ରିକେଟ ଟିମ୍‌ ଘରୋଇ ମାଟିରେ ସଂଘର୍ଷ କରିବା ଭଳି ଘଟଣା ବିରଳ। କାରଣ ଅନେକ କ୍ରିକେଟର ଏଠାରେ ବ୍ୟାଟିଂ କରି ଇତିହାସ ସୃଷ୍ଟି...

ପ୍ରଫୁଲ୍ଲ ପଟେଲଙ୍କ ନାମରେ ମାନହାନି ମକଦ୍ଦମା

ଲଣ୍ଡନ୍‌,୧୧ା୮(ପି.ଟି) : ବର୍ତ୍ତମାନ ଦେଶରେ ଫୁଟବଲ ପରିଚାଳନାର ଭାର କମିଟି ଅଫ୍‌ ଆଡମିନିଷ୍ଟ୍ରେଟର (ସିଓଏ) ଉପରେ ନ୍ୟସ୍ତ ରହିଛି। ତେବେ ଫୁଟବଲ କାର୍ଯ୍ୟ ପରିଚାଳନାରେ ବାଧା...

ଇଂଲଣ୍ଡ ଦଳକୁ ଟୋପ୍‌ଲେଙ୍କ ପ୍ରତ୍ୟାବର୍ତ୍ତନ

ସାଉଥାମ୍ପଟନ, ୨୮।୭ (ପି.ଟି.)- ଦୀର୍ଘ ୪ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାମହାତୀ ପେସ୍‌ ବୋଲର ରିଷି ଟୋପ୍‌ଲେ। ଆୟର୍ଲାଣ୍ଡ ବିପକ୍ଷ...

ଅନୁଷ୍କାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ନୂଆଦିଲ୍ଲୀ, ୧୭।୫: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ କ୍ରିକେଟ ଖେଳିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ...

ରୋମାଞ୍ଚକ ମୋଡ଼ରେ ସେଞ୍ଚୁରିଆନ ଟେଷ୍ଟ

ସେଞ୍ଚୁରିଆନ, ୨୮।୧୨- ଏଠାରେ ଚାଲିଥିବା ଇଂଲଣ୍ଡ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ ହାରି...

Advertisement
Archives

Model This Week