Posted inଖେଳ

ଲଡ୍ସରେ କାହିଁକି ଶର୍ଟ ଖୋଲିଦେଇଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତଥା ବିବସିସିଆଇ ଅଧ୍ୟକ୍ଷ ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ମସିହା ଜୁଲାଇ ୮ରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ କ୍ରିକେଟକୁ ନୂଆ ଦିଶା ଦେଇଥିବା ଗାଙ୍ଗୁଲି ବ୍ୟାଟିଂ ଜରିଆରେ ଯେତିକି ଲୋକପ୍ରିୟ ହୋଇ ନ ଥିଲେ ଅଧିନାୟକ ଭାବେ କାର୍ଯ୍ୟ ତୁଲାଇ ସେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ୨୦୦୨ ଜୁଲାଇ ୧୩ ଗାଙ୍ଗୁଲିଙ୍କ କ୍ରିକେଟ କ୍ୟାରିୟରର ଐତିହାସିକ ଦିନ। ଲଡ୍ସରେ ଇଂଲଣ୍ଡ ବିପକ୍ଷରେ ନାଟଓ୍ବେଷ୍ଟ ଟ୍ରଫି ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ଇଂଲଣ୍ଡ ଦଳ ୩୨୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଭାରତ ୧୪୬ ରନ୍‌ରେ ୫ଟି ଉଇକେଟ ହରାଇଥିଲା। ଏହି ସମୟରେ ଯୁବରାଜ ସିଂ ଏବଂ ମହମ୍ମଦ କୈଫଙ୍କ ସ୍ମରଣୀୟ ପାଳି ଭାରତକୁ ବିଜୟୀ କରିବାରେ ସହାୟକ ହୋଇଥିଲା। ଏହି ବିଜୟ ପରେ ଡେସିଂ ରୁମ୍‌ରେ ବସିଥିବା ଗାଙ୍ଗୁଲି ନିଜ ଶର୍ଟ ଖୋଲି ଉତ୍ସବ ପାଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷରେ ହସିଲେ ‘ମିଷ୍ଟ୍ରି ଗର୍ଲ’: ପ୍ରଶଂସକ କହିଲେ…

ଦୁବାଇ,୨୯।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଅନେକ ମ୍ୟାଚ୍‌ ପରେ ବିଜୟର ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ରାଜସ୍ଥାନ...

ପଦାର୍ପଣ କରିବେ ଅଭେଶ, ଋତୁରାଜଙ୍କୁ ସୁଯୋଗ

କୋଲକାତା,୨୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ୪ ପରିବର୍ତ୍ତନ ସହ ଓହ୍ଲାଇଛି ଟିମ୍‌ ଇଣ୍ଡିଆ। ପୂର୍ବ ଦୁଇ ମ୍ୟାଚ୍‌ରେ ଖେଳିଥିବା ବିରାଟ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଚତୁର୍ଥ ସ୍ଥାନକୁ ଖସିଲା ଭାରତ: ଇଂଲଣ୍ଡ ଆଶା ଉଜ୍ଜୀବିତ

ଦୁବାଇ, ୧୦ା୨ (ପି.ଟି.)-ଚେନ୍ନାଇରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୨୨୭ ରନରେ ପରାଜୟ ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ...

ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଭୋପାଳଠାରେ ଚାଲିଥିବା ସିବିଏସଇ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ସୁଇମିଂରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୫୦ ମିଟର...

ଅଷ୍ଟ୍ରେଲିଆରେ ପହଞ୍ଚତ୍ଲା ଭାରତ

ସିଡ୍‌ନୀ : ଅଷ୍ଟ୍ରେଲିଆ ଟୁର୍‌ରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଗୁରୁବାର ସିଡ୍‌ନୀଠାରେ ପହଞ୍ଚତ୍ଛି। ସିରିଜ ଆରମ୍ଭ ପୂର୍ବରୁ ଦଳର ସମସ୍ତ ସଦସ୍ୟ ବାଧ୍ୟତାମୂଳକ ୧୪...

ଇଂଲଣ୍ଡ ଦଳକୁ ଷ୍ଟୋକ୍ସ, ରବିନସନ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଲଣ୍ଡନ, ୨୨।୭(ପି.ଟି.)- ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ବୁଧବାର ୧୭ ଜଣିଆ ଇଂଲଣ୍ଡ ଦଳ ଘୋଷଣା...

ମହିଳା ଆଙ୍କରଙ୍କ ଓଢଣୀ ଟାଣିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଆଇପିଏଲ୍‌ ୨୦୨୦ ଶେଷ ହୋଇଛି। ଲଗାତର ଦ୍ୱିତୀୟଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ୍‌ ହୋଇଛି। ଚଳିତ ଟୁର୍ନାମେଣ୍ଟରେ ଅନେକ ଖେଳାଳି ନିଜର ସ୍ବତନ୍ତ୍ର ଛାପ ଛାଡିବାରେ...

ହଠାତ୍‌ ଅଧିନାୟକ ହେବା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏହି ଗଲେ ଏହି କ୍ରିକେଟର୍‌

ଲଣ୍ଡନ,୮।୭: ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ହଠାତ୍‌ ଇଂଲଣ୍ଡ ଅଧିନାୟକ ନିଯୁକ୍ତ ହେବାପରେ ବେନ ଷ୍ଟୋକ୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ,...

Advertisement
Archives

Model This Week