ରୋକିହେବ ଆଣ୍ଟିବାୟୋଟିକର ସାଇଡ୍‌ ଇଫେକ୍ଟ

କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ତାହାର ଲକ୍ଷଣକୁ ଅନୁଧ୍ୟାନ କରି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ ଖାଇବାକୁ ପରମର୍ଶ ଦେଇଥାଆନ୍ତି। ତେବେ କେତେକ ଆଣ୍ଟିବାୟୋଟିକର ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିଥାଏ। ନିକଟରେ ହଲାଣ୍ଡର ବୈଜ୍ଞାନିକମାନେ ଏପରି ଏକ ଔଷଧ ପ୍ରସ୍ତୁତ କରିଛନ୍ତି, ଯାହା ଆଣ୍ଟିବାୟୋଟିକର ସାଇଡ୍‌ ଇଫେକ୍ଟକୁ ପ୍ରତିହତ କରିବାରେ ସକ୍ଷମ ହେବ। କେତେକ ଆଣ୍ଟିବାୟୋଟିକ ଆମ ଶରୀରରେ ଥିବା କିଛି ସୁସ୍ଥ ବ୍ୟାକ୍ଟେରିଆକୁ ନଷ୍ଟ କରିଦେଇଥାଏ। ହେଲେ ସାଇଡ୍‌ ଇଫେକ୍ଟଯୁକ୍ତ ଆଣ୍ଟିବାୟୋଟିକ ସହ ଏହି ଔଷଧକୁ ସେବନ କଲେ ଉକ୍ତ ସୁସ୍ଥ ବ୍ୟାକ୍ଟେରିଆକୁ ସୁରକ୍ଷିତ ରଖିଥାଏ। ତା’ସହ ଶରୀର ଭିତରେ ଥିବା କ୍ଷତିକାରକ କୀଟାଣୁଗୁଡିକୁ ନଷ୍ଟ କରିଦିଏ। ତେବେ ଏପରି ନୂତନ ଔଷଧକୁ ନେଇ ଅଧିକ ତର୍ଜମା ଜାରି ରହିଛି ଏବଂ ଖୁବ୍‌ଶୀଘ୍ର ଏହି ଔଷଧ ବଜାରରେ ଉପଲବ୍ଧ ହେବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ସପୁରି

ସପୁରି ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର। ଏଥିରେ ପୋଷକ ତତ୍ତ୍ୱ ସହ ଆଣ୍ଟି ଅକ୍ସିଡାଣ୍ଟର ଗୁଣ ମଧ୍ୟ ରହିଥାଏ। ଏକ ଗ୍ଲାସ ସପୁରି ରସରୁ ୧.୭...

ଟାଇଫଏଡ୍‌ର ମୁକ୍ତିଦାତା କିସ୍‌ମିସ୍‌

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ...

ଖରାଦିନେ ଏସବୁ ସମସ୍ୟାକୁ ମୁକ୍ତ କରେ କଳାଲୁଣ, ଜାଣନ୍ତୁ..

ଖରାଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।ଏଥିରୁ ରକ୍ଷା ପାଇବା ଲାଗି ଅଧିକ ପାଣି ପିଇବାକୁ ପ୍ରାୟ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଖାଲି ପାଣି...

ଅଂଶୁଘାତ କାରଣ ଓ ପ୍ରତିକାର

ପୌରାଣିକ ମତବାଦ, ପାଞ୍ଜିରେ ଲେଖାଯାଇଥିବା ତଥ୍ୟ ଏବଂ ବିଶିଷ୍ଟ ଜ୍ୟୋତିର୍ବିିଦ୍‌ ପଠାଣି ସାମନ୍ତଙ୍କ ଗଣନା ଅନୁଯାୟୀ ସୂର୍ଯ୍ୟଙ୍କ ଚାରିପଟେ ବିଭିନ୍ନ ଗ୍ରହ ଓ ନକ୍ଷତ୍ର ନିଜେ...

ଉପକାରୀ ସଜନା ଛୁଇଁ

ସଜନା ଛୁଇଁ ଆମ ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ମିଳିଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀରକୁ ସୁସ୍ଥ ରଖିବାରେ ବି ସହାୟକ...

ଏହି ୪ ରାଶିର ବ୍ୟକ୍ତି ବହୁତ ସଚ୍ଚୋଟ: ଅନ୍ଧଭାବେ କରିହେବ ବିଶ୍ୱାସ

କାହା ଉପରେ ଭରସା କରିବା ସବୁଠାରୁ କଷ୍ଟକର। କାରଣ ଲୋକମାନେ ବାହାରୁ କିଛି ଦେଖାଯାଉଥିବା ବେଳେ ଭିତରୁ ଆଉ କିଛି ଥାନ୍ତି। ପ୍ରତ୍ୟେକ ଚେହେରା ପଛରେ...

ଏସବୁ ରୋଗରୁ ମୁକ୍ତି ଦିଏ ଅଖରୋଟ୍‌

ଅଖ୍‌ରୋଟ୍‌ ମସ୍ତିଷ୍କ ଲାଗି ଉପକାରୀ ହୋଇଥାଏ ବୋଲି ଆପଣ ଜାଣିଥିବେ। ମାତ୍ର ଏହା ଖାଲି ମସ୍ତିଷ୍କ ପାଇଁ ନୁହେଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।...

ହୃଦ୍‌ରୋଗରୁ ଉପଶମ ଦେବ ଯୋଗ

ପ୍ରତିଦିନ ଯୋଗ, ପ୍ରାଣାୟମ କଲେ ତାହାର ସୁଫଳ କେତେ ମିଳେ ତାହା ଅନୁଭବୀ ହିଁ ଜାଣେ। ଏହାର ଉପକାରୀ ତାଲିକାରେ ଆଉ ଏକ କଥାକୁ ସାମିଲ...

Advertisement


Archives

Model This Week

Why Dharitri