Advertisement
Posted inଖେଳ

ଟିମ୍‌ ଇଣ୍ଡିଆରେ ଚୟନର ଉତ୍ସବ ପାଳିଲେ ଶୁଭମନ; ୫୭ ବଲ୍‌ରେ ମାରିଲେ ୧୨୬ ରନ୍‌…

ନୂଆଦିଲ୍ଲୀ,୧।୧୧: ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କ ଚୟନ ନ୍ୟୁଜିଲାଣ୍ଡ ଏବଂ ବାଲାଂଦେଶ ବିପକ୍ଷ ସିରିଜ ଲାଗି କରାଯାଇଛି। ସୋମବାର ଏନେଇ ଘୋଷଣା ହେବା ପରେ ମଙ୍ଗଳବାର ସେ ବଡ ସ୍କୋର କରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିର କ୍ୱାଟର ଫାଇନାଲ ମୁକାବିଲାରେ ଶୁଭମନ ବିସ୍ଫୋରକ ଶତକ ମାରି ଚୟନର ଉତ୍ସବ ପାଳିଛନ୍ତି।

ପଞ୍ଜାବ ପକ୍ଷରୁ ଖେଳୁଥିବା ଶୁଭମନ ୫୭ ବଲ୍‌ରେ ୧୨୬ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୧୧ ଚୌକା, ୯ ଛକା ଥିଲା। ଏହି ଇନିଂସରେ ସେ ୨୨୯ ଷ୍ଟ୍ରାଇକ୍‌ ରେଟ୍‌ ସହ ରନ୍‌ ସଂଗ୍ରହ କରିଥିଲେ। ଗୋଟିଏ ସମୟରେ ପଞ୍ଜାବ ୧୦ ରନ୍‌ରେ ଦୁଇଟି ଉଇକେଟ ହରାଇଥିଲା। ଏହାପରେ ଶୁଭମନ ଖେଳିବାକୁ ଆସି ଜବରଦସ୍ତ ଇନିଂସ ଖେଳି ଦଳର ସ୍କୋରକୁ ଆଗକୁ ନେଇଥିଲେ। ଏଥିଯୋଗୁ ପଞ୍ଜାବ କର୍ନାଟକ ବିପକ୍ଷରେ ୨୦ ଓଭରରେ ୪ ଉଇକେଟ ହରାଇ ୨୨୫ ରନ୍‌ ସ୍କୋର କରିଥିଲା । ଶୁଭମନଙ୍କ ବ୍ୟତିତ ୫୯ ରନ୍‌ କରିଥିଲେ ଅନମୋଲପ୍ରିତ ସିଂହ । ଉଭୟ ଭାଗିଦାରିରେ ଦଳ ପାଇଁ ୮୨ ବଲ୍‌ରେ ୧୫୧ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦେବାଳିଆ କିମ୍ବଦନ୍ତୀ ଟେନିସ୍‌ ଖେଳାଳି ନିଲାମ କରିବେ ଟ୍ରଫି, ମେଡାଲ

ଲଣ୍ଡନ,୨୪।୬(ଏଏଫ୍‌ପି): ଜର୍ମାନୀର କିମ୍ବଦନ୍ତୀ ଟେନିସ୍‌ ଷ୍ଟାର ବୋରିସ୍‌ ବେକର ବ୍ୟାଙ୍କ ଲୋନ୍‌ ପରିଶୋଧ କରିବା ଲାଗି ଅନ୍‌ଲାଇନରେ ସୋମବାରଠାରୁ ନିଜ ଟ୍ରଫି ଓ ମେଡାଲ ନିଲାମ...

ମୋହନବାଗାନ, ଇଷ୍ଟବେଙ୍ଗଲ କୋଚ୍‌ ଓ ଖେଳାଳିଙ୍କ ଘରବାହୁଡ଼ା

କୋଲକାତା, ୬ା୫ (ପି.ଟି.)-ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ ମାସାଧିକ ଅଟକି ରହିଥିବା ମୋହନ ବାଗାନ ଓ ଇଷ୍ଟବେଙ୍ଗଲର କୋଚ୍‌ ଏବଂ ଖେଳାଳିମାନେ ଶେଷରେ ଘରବାହୁଡ଼ା କରିଛନ୍ତି। ଏଠାରେ...

କେ.ଏଲ୍‌.ଙ୍କୁ ପ୍ରଶଂସକ ପଚାରିଲେ ପ୍ରଶ୍ନ: ଭାଉଜ କ’ଣ କୋଲକାତାରେ…

କୋଲକାତା, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫ୍‌ରେ ୪ ଟିମ୍‌ ମଧ୍ୟରେ ମୁକାବିଲା ହେବା ପରେ ବିଜେତା...

ନେଗେଟିଭ୍‌ ସତ୍ୱେ ଖେଳିବେନି ନିଶିକୋରୀ

ନ୍ୟୁୟର୍କ, ୨୮ା୮(ଏପି): କୋଭିଡ୍‌-୧୯ ଟେଷ୍ଟରେ ଦୁଇଥର ପଜିଟିଭ ପରେ ନେଗେଟିଭ୍‌ ଆସିଥିଲେ ହେଁ ୟୁ.ଏସ. ଓପ୍‌ନ୍‌ ୨୦୧୪ ରନର୍ସ ଅପ୍‌ କେଇ ନିଶିକୋରୀ ଆସନ୍ତା ସପ୍ତାହରେ...

ଭାରତୀୟ ଟିମ୍‌କୁ ଫେରିଲେ ଏହି ଘାତକ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି ଭାରତ। ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଟି ୨୦ ଏବଂ ଟେଷ୍ଟ ସିରିଜ ଖେଳିବ ଦଳ। ଅଧିନାୟକ...

ଟି୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ୟୁଏଇ

ନୂଆଦିଲ୍ଲୀ,୧୭।୯: ଏମିରେଟ୍ସ କ୍ରିକେଟ ବୋର୍ଡ ଆଗାମୀ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଶନିବାର ଦଳ ଘୋଷଣା କରିଛି। ୟୁଏଇର ବିଶ୍ୱକପ୍‌ ପାଇଁ ଘୋଷିତ ୧୫...

ଏସିଆନ୍‌ କୋଚ୍‌ ଭାବେ ଏହେସାସ ହୋତାଙ୍କ ସଫଳତା

ବୀରମହାରାଜପୁର, ୧୦।୬ (ଡି.ଏନ୍‌.ଏ): ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା କ୍ଷେତ୍ରରେ ଲଗାତର ପାରଦର୍ଶିତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଯୁବ କ୍ରୀଡାବିତ୍‌...

ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଲାହୋର, ୧୭।୧୨: ପାକିସ୍ତାନ ରନ୍‌ ମେଶିନ୍‌ କୁହାଯାଉଥିବା ବାବର ଆଜମ୍‌ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ପହଞ୍ଚିବାକୁ ଚାହୁଁଛନ୍ତି। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ...

Advertisement
Archives

Model This Week