Posted inଖେଳ

ସେରେନା ଦ୍ୱିତୀୟ ରାଉଣ୍ଡରେ

ପାରମା (ଇଟାଲୀ), ୧୮ା୫: ସ୍ଥାନୀୟ ସ୍ବଳ୍ପ ବୟସ୍କା ଲିସା ପିଜାଟୋ (୫୭୨ ର଼୍ୟାଙ୍କିଙ୍ଗ ପ୍ରାପ୍ତ)ଙ୍କୁ ୬-୩, ୬-୩ ସିଧାସଳଖ ସେଟ୍‌ରେ ପରାସ୍ତ କରି ଆମେରିକାର ଭେଟେରାନ ଖେଳାଳି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ଇମିଲିଆ-ରିମାଗ୍ନା ଓପନ ଟେନିସ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କୌଣସି ପ୍ରତିଯୋଗିତାରେ ଦୁଇ ଖେଳାଳିଙ୍କ ମଧ୍ୟରେ ଏହା ପ୍ରଥମ ଭେଟ ଥିଲା। ପଜିଟୋଙ୍କର ଏହା ଥିଲା ପ୍ରଥମ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ। ଗତ ଇଟାଲିଆନ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ବର୍ତ୍ତମାନ ବିଶ୍ୱର ୮ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ୩୯ ବର୍ଷୀୟା ସେରେନାଙ୍କୁ ପାରମାରେ ଖେଳିବା ଲାଗି ଓ୍ବାଲର୍‌ଡ କାର୍ଡ ଦିଆଯାଇଥିଲା। ଅଷ୍ଟ୍ରେଲିଆନ ଓପନରେ ସେମିଫାଇନାଲରୁ ବିଦାୟ ନେବାପରେ ପ୍ରାୟ ୩ ମାସ ବ୍ୟବଧାନରେ ଏହାଥିଲା ତାଙ୍କର ପ୍ରଥମ ମ୍ୟାଚ। ମେ ୩୦ରେ ଫ୍ରେଞ୍ଚ ଓପନ ଆରମ୍ଭ ପୂର୍ବରୁ କ୍ଲକୋର୍ଟ ଅଭ୍ୟାସ ପାଇଁ ଇମିଲିଆ ରିମାଗ୍ନା ଓପନ ହେଉଛି ପ୍ରକୃଷ୍ଟ ଟୁର୍ନାମେଣ୍ଟ। ଅଧିକ ଗ୍ରାଣ୍ଡସ୍ଲାମ ଜିତିବାରେ ମାର୍ଗାରେଟ କୋର୍ଟ (୨୪)ଙ୍କ ରେକର୍ଡ ସମକକ୍ଷ ହେବା ଲାଗି ସେରେନା ଆଉ ଏକମାତ୍ର ଗ୍ରାଣ୍ଡସ୍ଲାମ ବିଜୟ ଆବଶ୍ୟକ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା

ଜୋହାନ୍ସବର୍ଗ,୨୧।୧୨: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା ଲାଗିଛି। ଦଳର ପେସର ଅନରିଚ ନର୍ଟଜେ ପୂରା...

ଆଇପିଏଲ୍‌ ଖେଳିବାକୁ ମନା କରିଦେଲେ ଏହି କ୍ରିକେଟର, ବଦଳରେ ଫିଞ୍ଚଙ୍କୁ ଆଣିଲା…

ନୂଆଦିଲ୍ଲୀ,୧୨।୩: ଆଇପିଏଲ ଖେଳିବେ ନାହିଁ ବୋଲି ମନା କଲେ ଆଉ ଜଣେ ଜଣେ ଇଂଲଣ୍ଡ ଖେଳାଳି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ କରୋନା ଜନିତ ବାୟୋ...

ଶାରଜାରେ ଛକା ବର୍ଷା କଲା ଆଫଗାନିସ୍ତାନ

ଶାରଜା,୨୫।୧୦: ଶାରଜାର ଧିମା ପିଚ୍‌ରେ ସବୁଠୁ ବଡ଼ ସ୍କୋର ଛିଡ଼ା କରିଛି ଆଫଗାନିସ୍ତାନ। ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ମହମ୍ମଦ ନବିଙ୍କ ନେତୃତ୍ୱାଧୀନ...

ଆଇପିଏଲରେ ପୁଣି କରୋନା ଭୟ: କ୍ୱାରାଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ମୁମ୍ବାଇ,୧୮।୪:ଆଇପିଏଲ୍‌ର ୧୫ତମ ସିଜିନ୍‌ରେ ମଧ୍ୟ କରୋନା ଏଣ୍ଟ୍ରି କରିଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପ୍ୟାଟ୍ରିକ ଫରହାର୍ଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ପରେ...

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ କ୍ଲାସେନ

ଜୋହାନ୍ସବର୍ଗ, ୧୮।୮ (ପି.ଟି.)- ଟେଷ୍ଟ ସିରିଜ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି...

ନୂଆ ଅବତାରରେ ରବି ଶାସ୍ତ୍ରୀ

ନୂଆଦିଲ୍ଳୀ,୨୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ – ଟେଷ୍ଟ ସିରିଜ ଡିସେମ୍ବର ୨୬ରେ ସେଞ୍ଚୁରିଅନରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ...

ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ...

କ୍ରିକେଟରେ ୧୫ ବର୍ଷ ପୂରଣ କଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। କ୍ୟାପେଟନ କୁଲ ଭାବେ ପରିଚିତ ଧୋନୀକୁ...

Advertisement
Archives

Model This Week