ସୁସ୍ଥ ଅଛନ୍ତି ସରୋଜ ଖାଁ

ମୁମ୍ବାଇ: ବଲିଉଡ୍‌ର ନାମୀ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାଁ ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଶନିବାର ମୁମ୍ବାଇର ବାନ୍ଦ୍ରାରେ ଥିବା ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୧ ବର୍ଷୀୟା ଏହି ଡ୍ୟାନ୍ସ କୋରିଓଗ୍ରାଫର ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ଆସିଥିବା ରିପୋର୍ଟରୁ ଜଣାପଡିଛି କି ସେ କରୋନାରେ ପୀଡ଼ିତ ହୋଇ ନାହାନ୍ତି।  ଦିନେ ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ସରୋଜଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସରୋଜ ପ୍ରଥମେ ଜଣେ ଆସିଷ୍ଟାଣ୍ଡ କୋରିଓଗ୍ରାଫର ଭାବେ ବଲିଉଡ୍‌ ଦୁନିଆରେ କାମ ଆରମ୍ଭ କରିଥିଲେ। ୧୯୭୪ରେ ‘ଗୀତା ମେରା ନାମ’ଥିଲା ତାଙ୍କର ପ୍ରଥମ ଫିଲ୍ମ। ୧୯୮୭ର ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ହାଓ୍ବା ହାଓ୍ବାଇ ଗୀତରେ ସରୋଜଙ୍କ ଗୋରିଓଗ୍ରାଫିକୁ ଆଜିବି ଦର୍ଶକେ ମନେରଖିଛନ୍ତି। ସରୋଜ ଏଯାବତ୍‌ ପାଖାପଖି ୨ହଜାର ଗୀତରେ ନୃତ୍ୟ ନିର୍ଦ୍ଦେଶନା ଦେଇସାରିଛନ୍ତି। ଫିଲ୍ମ ତେଜାବରେ ‘ଏକ୍‌ ଦୋ ତିନ୍‌’ ଗୀତର କୋରିଓଗ୍ରାଫି ଏବେବି ଦର୍ଶକଙ୍କୁ ଝୁମିବାକୁ ବାଧ୍ୟ କରେ।


All Right Reserved By Dharitri.Com

ଆମ ସିନେମାର ଥକା କଥା….

ଓଡ଼ିଶାରେ ମନୋରମ ପ୍ରାକୃତିକ ସମ୍ପଦର ଫାଇଦା ଉଠାଇବା ଦିଗରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତା’ର ଓ୍ବେବ୍‌ସାଇଟ୍‌ରେ କିଛିଟା ଜିଲାର ପ୍ରାକୃତିକ ଦୃଶ୍ୟରେ ଫଟୋଚିତ୍ର ସାଧାରଣରେ...

ରାଗିଲେ କରିନା!

ମୁମ୍ବାଇ: ନିକଟରେ ବଲିଉଡ୍‌ ବେବୋ କରିନା କପୁର ଖାଁ ହୋଲି ଖେଳି ଫେରୁଥିବା ସମୟରେ ତାଙ୍କୁ ସ୍ପଟ କରାଯାଇଥିଲା। ଆଉ ଏତିକିବେଳେ ତାଙ୍କ ପ୍ରଶଂସକମାନେ କରିନାଙ୍କ...

ରାଗିଗଲେ ରାକ୍ଷୀ

ବମ୍ବେ: ରାଗିଗଲେ ବଲିଉଡ୍‌ର ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଶେହନାଜ୍‌ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’...

‘ନୋ ଏଣ୍ଟ୍ରି’ ସିକ୍ୱେଲରୁ ବାଦ୍‌ ପଡ଼ିଲେ ସଲ୍‌ମାନ

ମୁମ୍ବାଇ: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ରେ ‘ପ୍ରେମ୍‌’ ଭୂମିକାରେ ଦର୍ଶକଙ୍କ ମନ କିଣିଥିଲେ ସଲ୍‌ମାନ। ଏହାର ସିକ୍ୱେଲ ନିର୍ମାଣ ହେବାକୁ ଥିବାବେଳେ ସଲ୍‌ମାନଙ୍କ...

ଅସୁସ୍ଥ ଅଛନ୍ତି ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଶରୀର ଏବେ ଅସୁସ୍ଥ ଅଛି। ଏକଥା ସେ ନିଜେ ଖୁଲାସା କରିଛନ୍ତି। ନିକଟରେ ତାଙ୍କ ଘନିଷ୍ଠ ବନ୍ଧୁ ଉର୍ବଶୀ କେଶଓ୍ବାନୀଙ୍କ ବିବାହ...

ସଲମାନ୍‌ଙ୍କ ପିଲାଦିନର ଫଟୋ ଭାଇରାଲ: ହ୍ୟାଣ୍ଡସମ୍‌ ହଙ୍କ୍‌ଠାରୁ କିଛି କମ୍‌ ନ ଥିଲେ ଭାଇଜାନ୍‌

ଦବଙ୍ଗ ଖାନ୍‌ ସଲମାନ ଜଣେ ସୁପରଷ୍ଟାର। ସେ ସବୁବେଳେ ନିଜ ପରିବାର ତଥା ଭାଇମାନଙ୍କ ସହ ମିଶି ରହିଥାନ୍ତି। ତେବେ ସୋସିଆଲ ମିଡିଆରେ ତାଙ୍କର ଏକ...

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

ଭୁଲି ପାରୁନାହାନ୍ତି ସୁକାନ୍ତି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *