ମାରିଉପୋଲକୁ ନିଜ କବ୍‌ଜାକୁ ନେଲା ରୁଷିଆ

କ୍ୱିଭ,୨୧।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ନିଜ କବ୍‌ଜାକୁ ନେଉଛି ରୁଷିଆ। ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନର ବନ୍ଦର ସହର ମାରିଉପୋଲକୁ ରୁଷିଆ ନିଜ ଅକ୍ତିଆରକୁ ନେଇଛି। ପରେ ମାରିଉପୋଲକୁ ସ୍ବାଧୀନ ଘୋଷଣା କରିଛି ରୁଷିଆ। ଏନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଔପଚାରିକ ଭାବେ ଘୋଷଣା କରିଛନ୍ତି। ୟୁକ୍ରେନର ମେଗା ଷ୍ଟିଲ ପ୍ଲାଣ୍ଟ ଆଜୋଭସ୍ତାଲର କୌଣସି କ୍ଷତି ନ କରିବାକୁ ପୁଟିନ ତାଙ୍କ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ହେଉଛି ସେହି ମାରିଉପୋଲ ସହର ଯେଉଁଠି ରୁଷ ପ୍ରଥମେ ଅସ୍ତ୍ରବିରତି ଘୋଷଣା କରିଥିଲା। ଯୁଦ୍ଧରେ ଫସି ରହିଥିବା ଲୋକଙ୍କୁ ଏଠାରୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଥିଲା। ସେମାନଙ୍କ ପାଇଁ ଏକ ହ୍ୟୁମାନକରିଡର ନିର୍ମାଣ କରାଯିବ। ସୁରକ୍ଷିତ ପାସ ଉପଲବ୍ଧ ହେବ। ଯାହା ଦ୍ୱାରା ଲୋକମାନେ ସହଜରେ ଏଠାରୁ ବାହାରିପାରିବେ ବୋଲି କୁହାଯାଇଥଇଲା। କିନ୍ତୁ କଥା ରଖିଲାନି ରୁଷିଆ। ଯାହା କହିଥିଲା ତା’ର ଏହାର ବିପରୀତ ଘଟଣା ଘଟାଇଲା। ଏହି ସହରର ରାସ୍ତା ଉପରକୁ ରୁଷିଆ ସୈନିକମାନେ ଓହ୍ଲାଇ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ରୁଷର ଲଗାତାର ଏବେ ଏୟାରଷ୍ଟ୍ରାଇକ୍‌ରେ ମାରିୟୁପୋଲ ସହରର ଚାରିଆଡେ କେବଳ ନିଆଁ ଆଉ ଧୂଆଁ ଖେଳିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିକସ ଫାଙ୍କି: ଟ୍ରମ୍ପ୍‌ଙ୍କ କମ୍ପାନୀକୁ ୧.୬ ନିୟୁତ ଡଲାର ଜରିମାନା

ନ୍ୟୁୟର୍କ,୧୪ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କମ୍ପାନୀକୁ ଶୁକ୍ରବାର ଏକ ଅଦାଲତ ୧.୬ ନିୟୁତ ଡଲାର ଜରିମାନା ଆଦେଶ ଦେଇଛନ୍ତି। ଟ୍ରମ୍ପ ଅର୍ଗାନାଇଜେଶନର ଜଣେ...

ଟିକସ ଠକେଇର ସବୁଠୁ ବଡ଼ ପ୍ରଘଟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୦: ଶତାଧିକ ବିଲିଓନେୟାର, ୩୦ ବିଶ୍ୱନେତା ଓ ୩୦୦ ସରକାରୀ ଅଧିକାରୀଙ୍କ ଗୁପ୍ତ ଡିଲ୍‌ ଏବଂ ସମ୍ପତ୍ତିକୁ ନେଇ ଲକ୍ଷ ଲକ୍ଷ ଦସ୍ତାବିଜ ପାଣ୍ଡୋରା ପେପର୍ସ...

୧୨ ହଜାର ବର୍ଷ ପୂର୍ବେ ବି ମଣିଷ ବ୍ୟବହାର କରୁଥିଲା ତମାଖୁ…

ଓ୍ବାଶିଂଟନ,୧୨।୧୦: ମଣିଷ ସହିତ ତମାଖୁର ସମ୍ପର୍କ ଏବେକାର ନୁହେଁ। ୧୨ ହଜାର ୩୦୦ ବର୍ଷ ପୂର୍ବେ ମଧ୍ୟ ମଣିଷ ତମାଖୁ ବ୍ୟବହାର କରୁଥିଲା। ଏନେଇ ଉତ୍ତର...

ଏକପାଖିଆ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବନି

ଟୋକିଓ, ୨୫।୫: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ରଖିବା ସହ ଚାଇନା ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜର ମୁକାବିଲା ଉଦ୍ଦେଶ୍ୟରେ ଜାପାନ ରାଜଧାନୀ ଟୋକିଓରେ ମଙ୍ଗଳବାର ୪...

କୋର୍ଟଙ୍କ ନୋଟିସକୁ ନେଇ ଇମ୍ରାନ ଖପ୍ପା

ଇସଲାମାବାଦ,୫ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କୋର୍ଟରେ ଏକ ପିଟିଶନ ଦାଖଲ କରିଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ...

ଶ୍ରୀଲଙ୍କା ସଙ୍କଟ ଘନେଇଲା: ସରକାରୀ କର୍ମଚାରୀଙ୍କ ଜାନୁୟାରୀ-ଫେବୃୟାରୀ ଦରମା ନେଇ ଅନିଶ୍ଚିତତା…

କଲମ୍ବୋ,୧୦।୧ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଉତିମଧ୍ୟରେ ସମସ୍ତ ମନ୍ତ୍ରଣାଳୟକୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଙ୍ଘେ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ସେହି...

ପାକିସ୍ତାନ ତିଆରି କଲା ଟାଇଫଏଡ୍‌ ଟୀକା

ଇସଲାମାବାଦ୍‌,୧୬।୧୧: ପାକିସ୍ତାନ ପ୍ରଥମ କରି ଟାଇଫଏଡ୍‌ ଟୀକା ତିଆରି କରିଛି। ୨୦୧୮ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ସ୍ବୀକୃତି ଦେଇଥିଲା। ୨୦୧୬ରେ ଏଠାରେ ଟାଇଫଏଡ୍‌ରେ ୧୧...

ବିଶ୍ୱ ମହାଶକ୍ତିର ରଣନୀତି ନେଇ ହେବ ଐତିହାସିକ ବୈଠକ: ବାଇଡେନ, ମୋଦି ଦେବେ ଯୋଗ

ସିଡ୍‌ନୀ,୩୦ା୪: ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାର୍‌ପେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ...

Advertisement
Archives

Model This Week