ମସଜିଦ୍‌ରେ ବିସ୍ଫୋରଣ: ୧୮ ମୃତ

କାବୁଲ,୨୧।୪: ଆଫଗାନିସ୍ତାନର ଏକ ମସଜିଦ୍‌ରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ହୋଇଛି। ମଜାର-ଇ-ସରିଫ ମସଜିଦରେ ୪ଟି ବିସ୍ଫୋରଣ ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ କାବୁଲ, ନଙ୍ଗରହାର ଏବଂ କୁନ୍ଦୁଜରେ ମଧ୍ୟ ବିସ୍ଫୋରଣ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୬ ବ୍ରୁସଲେସ୍‌ ବମିଂ : ୮ଜଣଙ୍କୁ ଦୋଷୀ ଦୋଷୀ ସାବ୍ୟସ୍ତ କଲେ ବେଲଜିୟମ ହାଇକୋର୍ଟ

ବ୍ରୁସଲେସ,୨୬।୭: ବ୍ରୁସଲେସ୍‌ର ୨୦୧୬ ଇସଲାମୀ ବମ୍‌ ବିସ୍ଫୋଟ ମାମଲାରେ ବେଲଜିୟମର ଏକ ବଡ ଅଦାଲତ ନିଜ ରାୟ ଦେଇଛନ୍ତି। କୋର୍ଟ ମାମଲାରେ ଜଡିତ ୬ଅପରାଧୀଙ୍କୁ ହତ୍ୟା...

ଫିନଲାଣ୍ଡ ମୁହାଁ ରୁଷିଆ କ୍ଷେପଣାସ୍ତ୍ର…

ମସ୍କୋ, ୧୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ...

ରୁଷିଆ ଆକ୍ରମଣ ଉପରେ ୟୁକ୍ରେନର ଜବାବ, ବଙ୍କରରେ ଗିଟାର ବଜାଉଥିବା ୟୁକ୍ରେନ ସେନାଙ୍କ ଭିଡିଓ ଭାଇରାଲ

କ୍ୱିଭ,୨ ।୧: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୩୦୦ରୁ ଅଧିକ ଦିନ ହୋଇଗଲାଣି । ଏଥିରେ ନା ୟୁକ୍ରେନ୍ ନା ରୁଷିଆ କେହି ମୁଣ୍ଡ ନଇଁବାକୁ...

ଝିଣ୍ଟିକା ଆକ୍ରମଣରେ ବ୍ୟତିବ୍ୟସ୍ତ ଆମେରିକା

ଓ୍ବାଶିଂଟନ,୨୮।୭: ଆମେରିକାର ଲସ୍‌ ଭେଗାସ୍‌ ଉପତ୍ୟକାରେ ଏବେ ଝିଣ୍ଟିକା ଆକ୍ରମଣରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏଠାରେ ବର୍ଷାପାଗଯୋଗୁ ପ୍ରବଳ...

ରୋଷେଇ ଭଲ ନ ହେଲେ ମହିଳାଙ୍କୁ ଜାଳି ଦିଆଯାଉଛି

କାବୁଲ,୨୧।୮ : ତାଲିବାନ ଫାଇଟରଙ୍କ ପାଇଁ ସ୍ବାଦିଷ୍ଟ ରୋଷେଇ ନ କରିପାରିବାରୁ ମହିଳାଙ୍କୁ ଜାଳି ଦିଆଯାଉଛି। ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ଏଭଳି ଘଟଣା ଘଟୁଥିବା କହିଛନ୍ତି ପୂର୍ବତନ...

ଇମ୍ରାନଙ୍କୁ ଗିରଫ ଭୟ

ଇସଲାମାବାଦ୍‌,୧୭।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗିରଫ ଖଣ୍ଡା ଝୁଲୁଛି। ଲାହୋର ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଇମ୍ରାନଙ୍କ ବାସଭବନରେ ପହଞ୍ଚିଛି।...

ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଭାରତ ଗସ୍ତରେ ଆସିବେ ଋଷି ସୁନକ

ନୂଆଦିଲ୍ଲୀ/ଇଂଲଣ୍ଡ,୩।୯: ଜି -୨୦ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ...

କରୋନା ଭୟରେ ପୁଣି ଚାଇନାରେ ଲକ୍‌ଡାଉନ

ବେଜିଂ,୮ ।୧: କରୋନା ମହାମାରୀ ଏବେବି ବିଶ୍ୱବାସୀଙ୍କୁ ତା’ କବଳରେ ରଖିଛି । କରୋନାର ଉତ୍ପତି ସ୍ଥଳ ଚାଇନା ବି ଏଥିରୁ ବାଦ୍ ପଡିନାହିଁ ।...

Advertisement
Archives

Model This Week