୨୦୦୦ ଶିଶୁଙ୍କୁ ଅପହରଣ କରିଛି ରୁଷିଆ…

କ୍ୱିଭ୍‌, ୨୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ, ରୁଷିଆ ୨୦୦୦ ଶିଶୁଙ୍କୁ ଅପହରଣ କରିଛି। ମାରିୟାପୋଲରୁ ଏହି ଶିଶୁମାନଙ୍କୁ ଅପରହରଣ କରାଯାଇଥିବା ଜେଲେନସ୍କି ରୁଷୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ରୁଷିଆର ୫ ଜଣ ସ୍ବତନ୍ତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଅନ୍‌ଲାଇନ୍‌ ସାକ୍ଷାତ୍‌କାରରେ ଜେଲେନସ୍କି ଏଭଳି କହିଛନ୍ତି।

ଏହା ସହିତ ଜେଲେନସ୍କି ଏକ ନୂତନ ଆଇନ ସ୍ବାକ୍ଷରିତ କରିଛନ୍ତି। ଏହା ଅନୁସାରେ ସୈନ୍ୟବାହିନୀର ଜେନେରାଲ ଷ୍ଟାଫ ସୂଚନା ଘୋଷଣା ନକରିବା ପର୍ଯ୍ୟନ୍ତ କିମ୍ବା ଏହାକୁ ପ୍ରସାରଣ କରିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ ସେନା ଏବଂ ସାମରିକ ଉପକରଣର ଗତିବିଧି ଉପରେ ରିପୋର୍ଟ କରିବାକୁ ବାରଣ କରାଯାଇଛି।

ଇତିମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପୋପ ଫ୍ରାନ୍ସିସ ପୁଣି ଥରେ ନିବେଦନ କରିଛନ୍ତି। ଏଥିସହ ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟାପି ଏରଡୋନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇ ୟୁକ୍ରେନରେ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲାପାନି ଅଞ୍ଚଳ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଦିଆ ଯିବନି ଗୋଟେ ଇଞ୍ଚ ଜମି

କାଠମାଣ୍ଡୁ,୧୮।୧୧: ଭାରତ-ନେପାଳ-ତିବ୍ବତ ମଧ୍ୟରେ ଥିବା କାଲାପାନି ଟ୍ରାଇ ଜଙ୍କଶନ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଚେତାବନୀ...

ବିଶ୍ୱର ପ୍ରଥମ ପାଇଲଟ୍‌ ଥିଲେ ରାବଣ

କଲମ୍ବୋ, ୧।୮: ରାଜା ରାବଣ ବିଶ୍ୱର ପ୍ରଥମ ବିମାନ ଚାଳକ ଥିଲେ ବୋଲି ଶ୍ରୀଲଙ୍କା ସରକାର ଦାବି କରିଛନ୍ତି। ୫୦୦୦ବର୍ଷ ପୂର୍ବରୁ ସେ ଉଡାଣ କରିଥିଲେ।...

ପାକିସ୍ତାନରେ ପ୍ରଦର୍ଶିତ ହେବନାହିଁ କୌଣସି ଭାରତୀୟ ଚଳଚ୍ଚିତ୍ର

ଇସଲାମାବାଦ,୮।୮: ଏଣିକି ପାକିସ୍ତାନରେ କୌଣସି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ଥିବା ଡ.ଫିରଦୋସ ଆଶିକ୍‌...

ଚାଇନା ବିରୋଧରେ ୮ ଦେଶର ମେଳି

ବ୍ଲୁମ୍‌ବର୍ଗ,୭ା୬: ଚାଇନାର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ, ସୁରକ୍ଷା ଓ ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ...

ଆଗକୁ ହେବ କରୋନାର ଦୋହରା ମାଡ଼

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ତେବେ ଆଗକୁ ଆସୁଥିବା ଥଣ୍ଡା ଋତୁରେ ପୁଣି କରୋନାର ଦୋହରା ମାଡ଼ ହେବ।...

କରୋନା ଆଣିବ ଭୟଙ୍କର ଖାଦ୍ୟ ସଙ୍କଟ

ପ୍ୟାରିସ୍‌,୨ା୪ : କରୋନା ଭାଇରସ୍‌ ସ୍ଥିତି ବିଗାଡ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସବୁଲୋକ ଏବେ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଖାଦ୍ୟ...

୨୫ ବର୍ଷରେ ତରଳିଛିି ୧୮୦ ଫୁଟ୍‌ ବରଫ

ଓ୍ବାଶିଂଟନ୍‌, ୬ା୨: ବିଶ୍ୱର ଉଚ୍ଚତମ ପର୍ବତ ଏଭରେଷ୍ଟରେ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବ ପଡ଼ିଛି। ଏଭରେଷ୍ଟ ଶିଖରରେ ହଜାର ହଜାର ବର୍ଷ ମଧ୍ୟରେ ଜମିଥିବା ବରଫ...

ନିଜ ସମ୍ପତିକୁ ଉପହାରରେ ଦେବାକୁ ଚାହୁଁଛନ୍ତି ଦିଲିପ କୁମାର!

ଇସ୍‌ଲାମାବାଦ,୧୪ ।୨: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାରଙ୍କ ଜଣେ ବନ୍ଧୁ ଶୁକ୍ରବାର ଦାବି କରିଛନ୍ତି କି ପାକିସ୍ତାନରେ ଥିବା ଦିଲିପଙ୍କ ଏକ ଘରର ପାୱାର...

Advertisement
Archives

Model This Week