ବାଜିମାରିଲେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ରିଭାବା ଜାଡେଜା। ରିଭାବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏଏପିର କରଶନଭାଇ କାରମାରଙ୍କୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି। ବିଜୟ ପରେ ସେ ସ୍ବାମୀଙ୍କ ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ଏକ ରୋଡ ଶୋ’ କରିଛନ୍ତି। ଭାଜପା ଓ ତାଙ୍କୁ ସମର୍ଥନ କରିଥିବା ଗୁଜରାଟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ଭୋଟ ଗଣତି ଆରମ୍ଭରୁ ରିଭାବା ପଛରେ ରହିଥିଲେ। ପରିସ୍ଥିତି ଏପରି ହୋଇଥିଲା ସେ ତୃତୀୟ ସ୍ଥାନରେ ଥିଲେ। କିନ୍ତୁ ଶେଷରେ ବାଜି ମାରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସ୍ଥିତି ସମୀକ୍ଷା କଲେ ମୋଦି-ଶାହା

ନୂଆଦିଲ୍ଲୀ,୨୪।୧୧: କରୋନା ମହାମାରୀ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂରେ ଏକ ବୈଠକରେ ଯୋଗଦେଇ ସ୍ଥିତି...

ପ୍ରବଳ ରାଗିଗଲେ ଏହି ବ୍ୟାଟ୍ସମ୍ୟାନ୍‌, ଫିଙ୍ଗିଦେଲେ ହେଲ୍‌ମେଟ୍‌

ଚେନ୍ନାଇ,୧୫।୨: ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆକ୍ରମଣାତ୍ମକ କ୍ରିକେଟର ଭାବେ ଜଣାଶୁଣା। ଷ୍ଟୋକ୍ସକୁ ପଡ଼ିଆ ଭିତରେ ଏବଂ ବାହାରେ ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡା...

ପ୍ରେସକ୍ରିପଶନ ଉପରେ ଶ୍ରୀହରି ଲେଖିବାକୁ ଡାକ୍ତରଙ୍କୁ ଶିବରାଜଙ୍କ ପରାମର୍ଶ…

ଭୋପାଳ,୧୫।୧୦ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଭାଜପାର ହିନ୍ଦୀକୁ ସରକାରୀ ଭାଷାରେ ସାମିଲ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସେ...

ପଛରେ ଚାଲିଛନ୍ତି ୩ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ନିକଟରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ଆସନରେ ପଛୁଆ ଚାଲିଥିବା...

କେରଳ ଟ୍ରେନ ଘଟଣା: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କୋଝିକୋଡ, ୩ା୪: କେରଳର କୋଝିକୋଡ ଜିଲାରେ ଏକ ଏକ୍ସପ୍ରେସ ଟ୍ରେନ୍‌ର ଯାତ୍ରୀଙ୍କୁ ନିଆଁ ଲଗାଇ ଦେଇଥିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ତେବେ...

ଆଲିଶାଙ୍କୁ ମିଳିଲା ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର

ଗାନ୍ଧିନଗର,୨୫ ।୭: ଗୁଜୁରାଟର ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଆଲିଶା ପଟେଲଙ୍କୁ ରାଜ୍ୟ ସରକାର ସ୍ୱୀକୃତି ପ୍ରାପ୍ତ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ପ୍ରଦାନ କରିଛନ୍ତି ।...

ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂହ

ନୂଆଦିଲ୍ଲୀ,୧୩।୧୦: ପୁଣି ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ବୁଧବାର ଏମ୍ସରେ ଭର୍ତ୍ତି କରାଯାଇଛି। ଡା. ନୀତୀଶ...

ଜେଲରେ ମିଳିଥିଲା ଅଫର, ଗ୍ରହଣ କରିଥିଲେ ଅଢ଼େଇ ବର୍ଷ ପୂର୍ବରୁ ଉଦ୍ଧବ ସରକାରଙ୍କ ପତନ ଘଟିଥାନ୍ତା: ଅନିଲ ଦେଶମୁଖ…

ନୂଆଦିଲ୍ଲୀ,୧୩।୨ : ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଜାମିନରେ ୧୫ ମାସ ପରେ ଜେଲରୁ ମୁକୁଳିବା...

Advertisement
Archives

Model This Week