Advertisement

ରାଧାପାଦ ଛୁଇଁବାକୁ ମନା: ମୁତୟନ ହେଲେ ୨୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୧।୧୧: ବୁଧବାର ଅଁଳା ନବମୀ। କରୋନା ମହାମାରୀର ଦୁଇବର୍ଷ ପରେ ଏଥର ଶ୍ରଦ୍ଧାଳୁ ରାଧା ରାଧାପାଦ ଦର୍ଶନ କରିପାରିବେ । ଏ ନେଇ ପୁରୀ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ ଅନୁମତି ମିଳିଛି। ମାତ୍ର ଶ୍ରଦ୍ଧାଳୁ ପାଦ ସ୍ପର୍ଶ ନେଇ କରିପାରିବେ ନାହିଁ । ଏ ନେଇ କୌଣସି ଅନୁମତି ନାହିଁ ବୋଲି ମଙ୍ଗଳବାର ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।
ସିଂହ ଦ୍ୱାରା ଦେଇ ଶ୍ରଦ୍ଧାଳୁ ଧାଡ଼ିବାନ୍ଧି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିବେ। ଉତ୍ତରଦ୍ୱାରରେ ସେମାନେ ପ୍ରସ୍ଥାନ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ୩୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୧୩ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶନିବାର ଅପରାହ୍ନରେ ହୀରାକୁଦ ଡ୍ୟାମ ଆଉ ଦୁଇଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୦ ଗେଟ୍‌...

୬ଖଣ୍ଡ ଭୋଟ ଦେଲେ ନିର୍ବାଚନ ଅଧିକାରୀ

ବରୀ,୧୬।୩(ଡି.ଏନ.ଏ.): ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିବାଦ ଆରମ୍ଭ ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ରସୁଲପୁର ବିଡିଓ ତଥା ନିର୍ବାଚନ...

ବନ୍ୟା ଘେରରେ ବଲାଙ୍ଗୀର ସହର: ୧ ହଜାର ଲୋକ ସ୍ଥାନାନ୍ତରିତ; ତଦାରଖ କରୁଛନ୍ତି ଜିଲାପାଳ, ଏସ୍‌ପି

ବଲାଙ୍ଗୀର ଅଫିସ, ୧୩।୮: ଲଗାଣ ବର୍ଷାରେ ବଲାଙ୍ଗୀର ସହର ଉବୁଟୁବୁ ହେଉଛି । ବନ୍ୟା ଜଳରେ ସମଗ୍ର ସହର ଭାସମାନ ଅବସ୍ଥାରେ। ପରିସ୍ଥିତି ଅନୁଧ୍ୟାନକରି ଜିଲାପାଳ...

ଦେବୋତ୍ତର କମିଶନରଙ୍କୁ ସ୍ମାରକପତ୍ର ଦେଲେ ନାଗା ସାଧୁ

ପୁରୀ ଅଫିସ, ୬।୧୦: ଲଙ୍ଗୁଳି ମଠରେ ଧୁନି ପରମ୍ପରାକୁ ବଜାୟ ରଖିବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ନାଗା ସାଧୁମାନେ ଆସି ପୁରୀରେ ଏକାଠି ହୋଇଛନ୍ତି।...

ଗାଁରେ ଆତଙ୍କ ଖେଳାଉଛି ଗୋଠଛଡ଼ା ହାତୀ

ଟେନ୍‌ସା,୯।୮(ଡି.ଏନ.ଏ.): ଗୋଠଛଡ଼ା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରୁନିି ବଣାଇ ବନ ବିଭାଗ। ଦିନରାତି ଗାଁରେ ଆତଙ୍କ ଚଳାଉଛି ଗୋଠଛଡ଼ା ଦନ୍ତା ହାତୀ। ରବିବାର ବିଳମ୍ବିତ ରାତିରେ...

୭ ଘଣ୍ଟା ଧରି ଆମ୍ବୁଲାନ୍ସରୁ ବାହାର କରାଗଲାନି ମୃତଦେହ

ବନ୍ତ,୨୪।୮(ଡି.ଏନ୍‌.ଏ.) ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଧାନପଡା ଆଦିବାସୀ ସାହିର ଜଣେ ଯୁବକଙ୍କ ମୃତଦେହକୁ ବୁଧବାର ଆମ୍ବୁଲାନ୍ସରୁ ୭ ଘଣ୍ଟା ଧରି ଓହ୍ଲାଇ ଦିଆଯାଇ...

ବୈତରଣୀରେ କମୁଛି ଜଳସ୍ତର

ଭଣ୍ଡାରିପୋଖରୀ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ମଙ୍ଗଳବାର ରାତିଠାରୁ ବଢ଼ିବା ଆରମ୍ଭ କରିଥିଲା। ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର...

ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ହାଟଡିହୀ,୨୯ା୫(ସ୍ବ.ପ୍ର): ହାଟଡିହୀ ବ୍ଲକ ଅନ୍ତର୍ଗତ ସୁନ୍ଦରାପାଳ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ା ମୃତ ଯୁବକ...

Advertisement
Archives

Model This Week