ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର

କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ସୁଶାନ୍ତ ଗୌଡ। ସୁଶାନ୍ତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ମେ ୨୦ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ରଖି ବଳାତ୍କାର କରିଥିଲେ। ପରେ ଯୁବତୀଙ୍କୁ ଗାଁରେ ଛାଡ଼ି କେଉଁଆଡେ ଚାଲି ଯାଇଥିଲେ। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୬୦/୨୧) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

‘କାଳିଆ’ ଲାଗି ବ୍ୟୟବରାଦ ବଢ଼ିଲା, ଉପକୃତ ହେବେ ୩୨.୩୪ଲକ୍ଷ କୃଷକ ପରିବାର

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟ ସରକାର ‘କାଳିଆ’ ଯୋଜନା ଲାଗି ଅଧିକ ବ୍ୟୟବରାଦ କରିଛନ୍ତି।  ଯୋଜନା ଲାଗି ଅଧିକ ୩୨୩୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାଫଳରେ ୩୨.୩୪...

ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ପାଇଁ ମିନି ଲାଇବ୍ରେରି

କେନ୍ଦୁଝର, ୩୦ା୫( ସ୍ବ.ପ୍ର.): ଛୋଟ ଛୋଟ ପିଲା ମାନଙ୍କୁ ପାଠପଢା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ପାଠ ସହିତ ଅନ୍ୟାନ୍ୟ ବିଷୟରେ ଜ୍ଞାନ ଆହରଣ...

କରୋନା ଡର: ବ୍ରାହ୍ମଣୀପାଳ ବଜାରରେ ବିଦେଶୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ, ପୋଲିସର ତଦନ୍ତ ଜାରି

କେନ୍ଦୁଝର,୭।୩(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ଓ ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ବଜାରରେ ଶନିବାର ସକାଳେ ଜଣେ ବିଦେଶୀ ଚା’ ପିଉଥିବାର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ।...

ରାଜ୍ୟରେ ସୁସ୍ଥ ହେଲେ ୨୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୧- ରାଜ୍ୟରେ ସୋମବାର ୨୯୮ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୫୦୭ରେ ପହଞ୍ଚିଛି।...

ଡାକ୍ତରୀ ପଢ଼ିବା ସ୍ବପ୍ନ ପୂରଣ ହେଲା, ସହାୟତା କଲେ ୫-ଟି ସଚିବ

ବିଷମ କଟକ,୨୬।୮ (ବିଭୂତି ଭୂଷଣ ନାୟକ): ରାୟଗଡ଼ାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ଦେଖି ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ବିଷମକଟକ ବ୍ଲକ...

ଟିଟିଲାଗଡ଼ରେ ତୈଳ ଦର ବୃଦ୍ଧି ପ୍ରତିବାଦ

ଟିଟିଲାଗଡ଼,୧୫।୨(ଡି.ଏନ୍‌.ଏ.): ଆଜି ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ସହରର ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ, ଯାନବାହନ ଚଳାଚଳ,...

ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଗାଁରେ ପହଞ୍ଚିଲା ବିଶେଷଜ୍ଞ ଟିମ୍‌

ବ୍ରହ୍ମପୁର ଅଫିସ,୧୫।୭: ଗଞ୍ଜାମ ଜିଲାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛି। ଡେଙ୍ଗୁ ରୋଗରେ ଆକ୍ରାନ୍ତ ଜଣଙ୍କ ମହିଳା ବୋଲି ଜଣାପଡିଛି। ସେ ଭୁବନେଶ୍ୱରରେ...

ରାଉରକେଲାରେ ବିମାନ ଉଡ଼ାଣର ପରୀକ୍ଷଣ

ରାଉରକେଲା ଅଫିସ,୩୧ା୧୨: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଉରକେଲାରେ ବିମାନ ଉଡ଼ାଣର ପରୀକ୍ଷଣ ସଫଳ ହୋଇଛି। ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲା ବିମାନବନ୍ଦରରେ ୭୨ ସିଟ୍‌...

Advertisement
Archives

Model This Week