ବର୍ଷାଦିନ ସ୍ବାସ୍ଥ୍ୟଜନିତ ସମସ୍ୟା, ଖାଦ୍ୟପେୟ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଏପରି କିଛି ଜିନିଷ ରହିଛି, ଯାହାକୁ ବର୍ଷାଦିନେ ଖାଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ସେ ସମ୍ପର୍କରେ ଜାଣନ୍ତୁ…

– ଏହି ଦିନରେ ତୁଳସୀ ପତ୍ରକୁ ଆପଣ ଚୋବାଇ ଖାଇପାରିବେ। ଏହା ସହ ଗୁଡ଼ କିମ୍ବା ମହୁ ମିଶାଇ ପିଇପାରିବେ। ନଚେତ୍‌ ଚା’ରେ ପକାଇ ହର୍ବାଲ ଟି’ ପ୍ରସ୍ତୁତ କରିପାରିବେ। ଏହାଦ୍ୱାରା ଥଣ୍ଡା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ।

– ବର୍ଷାଦିନେ ଅଧିକ ମାତ୍ରାରେ ରସୁଣ ବ୍ୟବହାର କରିବା ଜରୁରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

– ଏହି ଦିନେ ପାଚିଲା ଆମ୍ବ ଖାଇବା ଆବଶ୍ୟକ। କାରଣ ଏହାଦ୍ୱାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ। ଏହା ଚର୍ମଜନିତ ସଂକ୍ରମଣରୁ ରକ୍ଷା କରିଥାଏ।

– ପଇଡ଼ ପାଣିକୁ ମଧ୍ୟ ପ୍ରତିଦିନ ବ୍ୟବହାର କରିବା ଫଳରେ ଅନେକ ଲାଭ ମିଳିଥାଏ। ପେଟଜନିତ ଅନେକ ସମସ୍ୟାରୁ ପଇଡ଼ପାଣି ବରଦାନ ସଦୃଶ। ଏହାକୁ ପିଇବା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ରକ୍ତଚାପ ଲାଗି ଉପକାରୀ ମେଥି, ଏଭଳି କରନ୍ତୁ ସେବନ…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ...

ରହିବନି ଷ୍ଟ୍ରେଚ୍‌ ମାର୍କ

ଷ୍ଟ୍ରେଚ୍‌ମାର୍କ ଆରମ୍ଭ ହେଉଥିବାର ଜଣାପଡ଼ିବା ପରେ ସେହି ସ୍ଥାନରେ ନଡ଼ିଆ ତେଲ ମାଲିସ କରନ୍ତୁ। କିଛି ଦିନ ପରେ ଷ୍ଟ୍ରେଚ ମାର୍କ ଅନେକାଂଶରେ କମ୍‌ ହୋଇଯିବ।...

କେମିତି ବଢିବ ରୋଗ ପ୍ରତିରୋଧକ ଶକ୍ତି

ହାଭାର୍ଡ ଓ୍ବିଓ୍ବିରେ ଆଧୁନିକ ଚିକିତ୍ସାକୁ ନେଇ ଅଧ୍ୟୟନ କରୁଥିବା ଡାକ୍ତର ଓ୍ବିଲିୟମ ଲି ଏମିତି କିଛି ଖାଦ୍ୟ ପଦାର୍ଥ ସମ୍ପର୍କରେ ସୂଚନା ଦେଇଛନ୍ତି ଯାହା ଶରୀରର...

ଋତୁ ପରିବର୍ତ୍ତନ ସମୟରେ ହେଉଥିବା ଶାରିରୀକ ସମସ୍ୟାରୁ ମୁକ୍ତି ଦେବ ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେଲେ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ସାଧାରଣତଃ ତାପମାତ୍ରାର ବୃଦ୍ଧି ଓ କମ୍‌ ଯୋଗୁ ଶରୀରରେ ଥଣ୍ଡା, କାଶ ଓ...

ସ୍ବାଦ, ଘ୍ରାଣଶକ୍ତି କମିବା କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ,୧୪ା୬: କେନ୍ଦ୍ର ସରକାର କରୋନା ରୋଗର ଲକ୍ଷଣ ମଧ୍ୟରେ ଆଉ ୨ଟିକୁ ସାମିଲ କରିଛନ୍ତି। ତାହା ହେଲା ସଂକ୍ରମିତଙ୍କଠାରେ ହଠାତ୍‌ ସ୍ବାଦ ବାରିବା ଓ ଘ୍ରାଣଶକ୍ତି...

ମୁଣ୍ଡରେ ରୁପି ହେଉଥିଲେ…

ଚୁଟିରେ ତେଲ ଲଗାଇବା ଦ୍ୱାରା ଚୁଟିମୂଳ ଶକ୍ତ ହେବା ସହ ମୁଣ୍ଡ ଥଣ୍ଡା ରୁହେ। ହେଲେ ଆପଣ ଜାଣନ୍ତିକି, ଅନେକେ ଭାବନ୍ତି ଶୀତଦିନେ କେଶରେ ଅଧିକ...

‘ଗୁଣ ଦେଖିବେ ନା ରୂପ’; କିଭଳି ବାଛିବେ ଜୀବନସାଥୀ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ...

ପ୍ରଫେସର ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ବୈଜ୍ଞାନିକ

ବୈଜ୍ଞାନିକମାନେ ସାଧାରଣତଃ ଉଦାର ମନୋଭାବ ସମ୍ପନ୍ନ ହୋଇଥାନ୍ତି, କିନ୍ତୁ ସେମାନଙ୍କ ସାମାଜିକ ସମ୍ପର୍କ ଥାଏ ସୀମିତ। କାରଣ ସେମାନେ ବିଜ୍ଞାନାଗାରର ଚାରିକାନ୍ଥ ମଧ୍ୟରେ ଗବେଷଣାରତ ରହିବାକୁ...

Advertisement
Archives

Model This Week