Posted inଜାତୀୟ

ନେତୃତ୍ୱ ପରିବର୍ତ୍ତନ ପତ୍ରର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସର ନୂଆ ଅଧ୍ୟକ୍ଷ ପଦକୁ ନେଇ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ବସିଛି। ଏତିକି ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚିଠି ଲେଖିଥିବା ନେତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେତେବେଳେ ଦଳ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିରୋଧିଙ୍କ ସହ ଲଢୁଥିଲା ଓ ସୋସିଆ ଗାନ୍ଧୀ ଅସୁସ୍ଥ ଥିଲେ ସେତେବେଳେ ଏହି ଚିଠି ଲେଖିବା କ’ଣ ଠିକ୍‌ ଥିଲା। ସେ କହିଛନ୍ତି ଏହି ଆଲୋଚନା ସିଡବ୍ଲୁସି ବୈଠକରେ କରାଯାଇ ପାରି ଥାଆନ୍ତା। କିନ୍ତୁ ଯେତେବେଳେ ସମୟ ଠିକ୍‌ ନ ଥିଲା ସେତେବେଳେ କାହିଁକି ଏହି ପତ୍ର ଲେଖାଯାଇଥିଲା। ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି କି ପତ୍ର ଲେଖିଥିବା ନେତାମାନେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ସମ୍ପର୍କରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ଆତ୍ମହତ୍ୟା ରହସ୍ୟ: ୮ ହାର୍ଡ ଡିସ୍କ୍‌ର ଡାଟା ଡିଲିଟ୍‌ କରିଥିଲେ ଗର୍ଲଫ୍ରେଣ୍ଡ…

ମୁମ୍ବାଇ, ୨୭।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟ ଧୀରେଧୀରେ ଅଧିକ ଜଟିଳ ହେବାରେ ଲାଗିଛି। ସୁଶାନ୍ତଙ୍କ ଆଇନଜୀବୀ କହିଛନ୍ତି ଯେ, ହତ୍ୟା...

୫୯ ନୂଆ ଜିଲା ଅଧ୍ୟକ୍ଷ ନିଯୁକ୍ତ କଲା ଭାଜପା

ଲକ୍ଷ୍ନୌ,୨୮।୧୧: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ୫୯ ନୂଆ ଜିଲା ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିବା ସୂଚନା ମିଳିଛି। ଏଥିରେ ନୂଆ ତଥା ଯୁବ ଚେହେରାଙ୍କୁ...

‘ଆମ ପାଇଁ ନୁହେଁ, ଭାଜପା ଲାଗି ଚିନ୍ତାର କାରଣ’

ଲକ୍ଷ୍ନୌ,୬।୧୨: ମଥୁରା ଶାହି ଇଦଗା ମସଜୀଦରେ କୃଷ୍ଣମୂର୍ତ୍ତି ସ୍ଥାପନ ହେବ କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ଭାଜପା ଉପରେ ନିର୍ଭର କରେ। ଆମର ସୀମା...

ଆସନ୍ତା ୩୦ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନମୋହନ ରେଡ୍ଡି: ଭେଙ୍କଟେଶ୍ୱରେଲୁ

ହାଇଦ୍ରାବାଦ,୨୩।୫: ଆନ୍ଧ୍ର ପ୍ରଦେଶ ବିଧାନସଭା ଲାଗି ଚାଲିଥିବା ଭୋଟ ଗଣତିରେ ଏବେ ସୁଦ୍ଧା ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳ ପାଖାପାଖି ୧୪୯ ଆସନରେ ଆଗୁଆ ଥିବା ବେଳେ...

ବନ୍ଧୁକ ଚାଳନା ଶିଖୁଛନ୍ତି ବଜରଙ୍ଗ ଦଳ କର୍ମୀ

ବେଙ୍ଗାଲୁରୁ, ୧୭ା୫: କର୍ନାଟକର କୋଡାଗୁ ଟ୍ରେନିଂ କ୍ୟାମ୍ପ୍‌ରେ ବଜରଙ୍ଗ ଦଳର କର୍ମୀ ବନ୍ଧୁକ ଚାଳନା ଶିଖୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ଭାଙ୍ଗିଲା ଆତିକଙ୍କ ଆଉ ଜଣେ ସହଯୋଗୀଙ୍କ ଘର

ପ୍ରୟାଗରାଜ, ୨ା୩: ବିଏସ୍‌ପି ବିଧାୟକ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ହତ୍ୟା ଘଟଣାରେ ସମ୍ପୃକ୍ତ ଆତିକ ଅହମଦଙ୍କର ଅନ୍ୟ ଜଣେ ସହଯୋଗୀ ସଫଦର...

ଏଯାଏ ପ୍ରମାଣ ଗ୍ରହଣ କରିନି ପାକ୍‌

ନୂଆଦିଲ୍ଲୀ, ୨୬।୧୧(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୨ ବର୍ଷ ପୂରିଥିଲେ ସୁଦ୍ଧା ଭାରତ ପକ୍ଷରୁ ଦିଆଯାଇଥିବା ପ୍ରମାଣକୁ ପାକିସ୍ତାନ ଏଯାଏ ଗ୍ରହଣ କରିନାହିଁ। ଫଳରେ...

ଲକ୍‌ଡାଉନ: ଭାଜପା ନେତାଙ୍କ ଭିନ୍ନ ଧରଣର ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମିତଙ୍କ ବୃଦ୍ଧିକୁ ନେଇ ଚିନ୍ତା ବଢୁଥିବା ବେଳେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ଜାରି ରହିଛି। ଭାରତୀୟ...

Advertisement
Archives

Model This Week