Posted inଖେଳ

୧୪ ସିଜନରେ ୧୩ ଥର ଅଧିନାୟକ ପରିବର୍ତ୍ତନ କରି ରେକର୍ଡ କରିଛି ଏହି ଆଇପିଏଲ୍‌ ଟିମ୍‌; ଏବେ କେ.ଏଲ୍‌.ଙ୍କ ସ୍ଥାନରେ…

ନୂଆଦିଲ୍ଲୀ,୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ଅନେକ ଅଭିଜ୍ଞ କ୍ରିକେଟରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ସେଥିରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରତି ସିଜିନରେ ଦଳର ଅଧିନାୟକ ରହିଆସୁଛନ୍ତି। ହେଲେ କିଛି ଟିମ୍‌ ଏଭଳି ରହିଛି ଯିଏ ସର୍ବାଧିକ ଥର ନିଜର ଅଧିନାୟକ ପରିବର୍ତ୍ତନ କରିଛନ୍ତି। ସେ ହେଲା ପଞ୍ଜାବ କିଙ୍ଗ୍ସ। ଟିମ୍‌ ପ୍ରଥମେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ନାମରେ ଆଇପିଏଲ୍‌ ଯାତ୍ରା ଆରମ୍ଭ କରିଥିଲା। ଗତ ୧୪ ଆଇପିଏଲ୍‌ ସିଜନରେ ଦଳ ୧୩ ଥର ଅଧିନାୟକ ବଦଳାଇ ଇତିହାସ ରଚିଛି। ଏଣୁ ଚଳିତ ସଂସ୍କରଣରେ ତାହା ନ ହେଉ ବୋଲି ଆଶା କରାଯାଉଛି।

୧୩ ଅଧିନାୟକଙ୍କ ତାଲିକା:
୧. ଯୁବରାଜ ସିଂହ(ଭାରତ, ୨୦୦୮-୦୯)
୨.କୁମାର ସାଙ୍ଗାକାରା(ଶ୍ରୀଲଙ୍କା, ୨୦୧୦)
୩. ମହିଲା ଜୟବର୍ଦ୍ଧନେ(ଶ୍ରୀଲଙ୍କା, ୨୦୧୦)
୪. ଆଡାମ ଗିଲଖ୍ରିଷ୍ଟ(ଅଷ୍ଟ୍ରେଲିଆ, ୨୦୧୧-୧୩)
୫.ଡେଭିଡ ହସି(ଅଷ୍ଟ୍ରେଲିଆ, ୨୦୧୨-୧୩)
୬. ଜର୍ଜ ବେଲି(ଅଷ୍ଟ୍ରେଲିଆ, ୨୦୧୪-୧୫)
୭. ବିରେନ୍ଦ୍ର ସେହ୍ବାଗ(ଭାରତ, ୨୦୧୫)
୮. ଡେଭିଡ୍‌ ମିଲର(ଦକ୍ଷିଣ ଆଫ୍ରିକା, ୨୦୧୬)
୯. ମୁରଲୀ ବିଜୟ(ଭାରତ, ୨୦୧୬)
୧୦.ଗ୍ଲେନ୍‌ ମାକ୍ସଓ୍ବେଲ(ଅଷ୍ଟ୍ରେଲିଆ, ୨୦୧୭)
୧୧. ରବିଚନ୍ଦ୍ରନ ଅଶ୍ୱିନ(ଭାରତ, ୨୦୧୮-୧୯)
୧୨. କେ.ଏଲ୍‌. ରାହୁଲ(ଭାରତ, ୨୦୨୦-ଏଯାବତ)

ବର୍ତ୍ତମାନ କେ.ଏଲ୍‌.ରାହୁଲ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଅଛନ୍ତି। ବିଗତ ଦିନରେ ତାଙ୍କର ପ୍ରଦର୍ଶନକୁ ଦେଖି ଦଳ ଆଗାମୀ ସିଜିନ୍‌ରେ ଭଲ କରିବ ବୋଲି କୁହାଯାଉଛି। ଏଣୁ ତାଙ୍କ ସ୍ଥାନ ଅପରିବର୍ତ୍ତିତ ରହିପାରେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?