Posted inVideo

୨୫ ଲୋକରେ କି ହେବ, ହାତ ମଳିମଳି ଜୀବନ ଯିବ

Featured Video Play Icon

ରାଜରାସ୍ତାରେ ଥୁଆ ହୋଇଛି ହାଣ୍ଡି, ଡେକିଚି, କଢେଇ । ପେଟପାଟଣା ପାଇଁ ରାଜଧାନୀରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ୨ ବର୍ଷ ଧରି ବେକାର ବସିବା ପରେ ଶେଷରେ ସ୍ଥିତି ଅସମ୍ଭାଳ ହେବାରୁ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସି ଗର୍ଜିଛନ୍ତି ଟେଣ୍ଡ, କ୍ୟାଟରିଂ, ଫୁଲ, ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନର ସଦସ୍ୟ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Housefull 4 – Preview of the film । ହାଉସଫୁଲ୍ ୪ – ପ୍ରିଭିୟୁ ଅଫ୍ ଦ ଫିଲ୍ମ

The trailer of reincarnation comedy film ‘Housefull 4’ has been released. In this fresh episode of Dharitri Live, we...

Featured Video Play Icon

ବାତ୍ୟା ୟାସ୍: ୩ ଦିନ ଲାଗି ପିଇବା ପାଣି ମହଜୁଦ୍ ରଖ

ସମ୍ଭାବ୍ୟ ବାତ୍ୟା ୟାସ ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେଣୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି...

Featured Video Play Icon

କାହିଁକି ଧିରେଧିରେ ଗତିକରେ ବାତ୍ୟା | Dharitri Youth Conclave 2021

ପ୍ରତିବର୍ଷ ବଙ୍ଗୋପସାଗରରେ ଚାରୋଟି ବାତ୍ୟା ସୃଷ୍ଟି ହେଉଥିବା ବେଳେ ଗୋଟିଏ ବାତ୍ୟା ଆସୁଛି ଓଡ଼ିଶା । ଦେଖନ୍ତୁ ଓଡ଼ିଶାରେ ବାତ୍ୟାକୁ ନେଇ କ’ଣ କହୁଛନ୍ତି ଆଇଏମଡି...

Featured Video Play Icon

Special interview with Bari MLA Sunanda Das

Other MLAs call on me out of curiosity to see who really has replaced Debasis Nayak.

Featured Video Play Icon

ବିଶ୍ୱ ପିତୃ ଦିବସ

ବାପା ! ଏଇ ନାଁ ଟି ସହ ଆମର ପିଲାବେଳରୁ ହିଁ ସମ୍ପର୍କ ରହିଛି। ପିଲାବେଳୁ ଆଜି ଯାଏଁ ଯାହାଙ୍କ ସାହାରାରେ ଆମେ ବାଟ ଚାଲି...

Featured Video Play Icon

ଯବାନଙ୍କୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ମନା

ସୋସିଆଲ ମିଡିଆ ଠାରୁ ଏବେ ଦୂରେଇ ରହିବେ ଭାରତୀୟ ଯବାନ । ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ...

Featured Video Play Icon

ବାବୁ ମହଲ: ଅନ୍‌ଲାଇନ୍‌ ଠକେଇ | Babu Mahal #16 : Online Thakei

ବଢ଼ିଚାଲିଛି ଅନ୍‌ଲାଇନ୍‌ ଠକେଇ। ଅନେକ ଅସାଧୁ ବ୍ୟକ୍ତି ନାନା ଉପାୟରେ ଠକେଇ କରୁଥିବା ପରିଲକ୍ଷିତ ହେଉଛି। କିଛି ସରଳ ବ୍ୟକ୍ତି ସେମାନଙ୍କ ପ୍ରରୋଚନାରେ ଆସି ଠକି...

Featured Video Play Icon

ADHARA PANA | ଅଧର ପଣା ସିଧା ପ୍ରସାରଣ ପୁରୀରୁ | Dharitri Live Streaming

As the Lords come down the Badadanda to see his devotees on ADHARA PANA July 13 , Dharitri Live...

Advertisement


Archives

Model This Week