ସମୁଦ୍ର କୂଳରେ ନଜର ଆସିଲେ ପ୍ରିୟଙ୍କା

ମୁମ୍ବାଇ: ହଲିଉଡ୍‌ରେ ବ୍ୟସ୍ତ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ଏବେ ସେ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏବେ ପ୍ରିୟଙ୍କା ନିଜର କିଛି ପୁରୁଣା ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।

ଫଟୋରେ ପ୍ରିୟଙ୍କା ସମୁଦ୍ର କୂଳରେ ଆରାମ କରୁଥିବା ନଜର ଆସିଛନ୍ତି। ପୂରା ରିଲାକ୍ସ ମୁଡ୍‌ରେ ଅଛନ୍ତି। ସେ ଏକ ବ୍ଲୁ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ସନ୍‌ ଗ୍ଲାସ ପିନ୍ଧିଛନ୍ତି। ଏହି ସମୟରେ ନିକ୍‌ ସର୍ଫିଂ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଫଟୋରେ ପ୍ରିୟଙ୍କା କ୍ୟାପ୍‌ଶନ ଲେଖିଛନ୍ତି, ‘ଆଇସ୍‌ଲ୍ୟାଣ୍ଡରେ ଏକ ବୋଟ୍‌ ଉପରେ ସ୍ବପ୍ନ ଦେଖୁଛନ୍ତି। ସାଥୀରେ ଅଛନ୍ତି ନିକ୍‌ି। ଥ୍ରୋ ବ୍ୟାକ୍‌ ୨୦୧୯’ ଯେତେବେଳେ ପ୍ରିୟଙ୍କା ଏବଂ ନିକ୍‌ ଛୁଟି କାଟିବା ପାଇଁ ବାହାରିଥିଲେ।

ପ୍ରିୟଙ୍କା ଏବେ ଲଣ୍ଡନରେ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିସହ ନିଜର ବହି ପାଇଁ ପ୍ରମୋଶନ କରିବାରେ ବ୍ୟସ୍ତ ରହୁଛନ୍ତି। ବଲିଉଡରୁ ନେଇ ହଲିଉଡ୍‌ ପର୍ଯ୍ୟନ୍ତ ପ୍ରିୟଙ୍କା ବେଶ୍‌ ନାଁ କମାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ପ୍ରଥମ ଅଭିନୟ

ମୁମ୍ବାଇ: ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ଅଭିନୟ ଜୀବନ ଆରମ୍ଭ କରିଛନ୍ତି ସନ୍ନି ଦେଓଲଙ୍କ ପୁତ୍ର କରନ ଦେଓଲ। କରନ ଶୁଟିଂସେଟ୍‌ରେ ଥିବାବେଳେ ତାଙ୍କ...

ନିର୍ଭୟା ବଳାତ୍କାରୀଙ୍କ ସହ ୪ ଦିନ ଜେଲରେ ରୁହନ୍ତୁ ଇନ୍ଦିରା ଜୟସିଂ: କଙ୍ଗନା

ମୁମ୍ବାଇ,୨୩।୧: ବଲିଉଡ୍‌ର ‘ପଙ୍ଗା’ ଅଭିନେତ୍ରୀ କଙ୍ଗନା ରାନାଓ୍ବତ କିଛି କା କିଛି ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ଏଥର ସେ...

ପରଦାରେ ଏମିତି ସିନ୍‌ କରିଥିଲେ ମାଧୁରୀ, ଯାହାକୁ ନେଇ ଆଜି ବି ଅନୁତପ୍ତ

ମାଧୁରୀ ଦୀକ୍ଷିତ ଖାଲି ଧକ୍‌ଧକ୍‌ ଗାର୍ଲ ନୁହନ୍ତି, ତାଙ୍କର ପ୍ରତି ଫିଲ୍ମରେ ରହିଛନ୍ତି କୋଟି କୋଟି ପ୍ରଶଂସକ। ମାଧୁରୀଙ୍କ ଅଭିନୀତ ଫିଲ୍ମ ଦେଖିଲେ ଯେ କେହି...

‘ସଡ଼କ-୨’କୁ ନେଇ ଆଲିଆ-ମହେଶ-ମୁକେଶଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୪।୭: : ମହେଶ ଭଟ୍ଟଙ୍କ ୧୯୯୦ର ହିଟ୍‌ ଫିଲ୍କ ‘ସଡ଼କ’ର ସ୍ବିକେଲ ‘ସଡ଼କ-୨’ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି।...

କେବେ ମା’ ହେବେ କରିନା

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ହେଲେ ସେ କେବେ ମା’...

ଶହନାଜଙ୍କୁ ମୁଁ ଭଲ ପାଏ: ମସାବା ଗୁପ୍ତା

ମୁମ୍ବାଇ: ଚର୍ଚ୍ଚିତ ରିୟଲିଟି ଶୋ’ ବିଗ୍ ବସ୍ ୧୩ରେ ସମସ୍ତଙ୍କ ମନୋରଞ୍ଜନ କରିଥିବା ଶହନାଜ ଗିଲଙ୍କର ଏବେ ଭଲ ସମୟ ଚାଲିଛି । ପ୍ରଫେସନାଲି ସେ...

ବିଜ୍ଞାପନରେ ଏକାଠି ନଜର ଆସିଲେ ଦୀପବୀର

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଏବେ ଖୁବ୍ ଚର୍ଚ୍ଚାରେ । ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହାସହ ଯୋଡି ହୋଇଯାଇଛି...

ବି-ଟାଉନର ଏହି ଅଭିନେତ୍ରୀମାନଙ୍କର ପଡ଼ିବନି ହାତଗଣ୍ଠି !

ମୁମ୍ବାଇ: ବି-ଟାଉନର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତଥାପି ସେମାନେ ସଫଳ। ନିଜ ସର୍ତ୍ତରେ ଜୀବନଯାପନ କରୁଛନ୍ତି। ଏମାନଙ୍କ ମଧ୍ୟରୁ...

Advertisement
Archives

Model This Week