ପିଲାବେଳେ ଦୁଷ୍ଟ ହୋଇଥିବା ଯୋଗୁ ହଷ୍ଟେଲ ଯାଇଥିଲେଏହି ଅଭିନେତ୍ରୀ, ଛୋଟବେଳ ଫଟୋ ଦେଖିଲେ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରତିଭା ପାଇଁ ବେଶ ପ୍ରସିଦ୍ଧ। ସେ ‘ଦ ହିରୋ’ରୁ ଫିଲ୍ମରେ ଡେବ୍ୟୁ କରିଥିଲେ। ତେବେ ଛୋଟ ବେଳେ ପ୍ରିୟଙ୍କା କେତେ ଦୁଷ୍ଟ ଥିଲେ, ତାହା ବିଶ୍ୱାସ କରିବା କଷ୍ଟ। ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ପିଲାଦିନର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ତାଙ୍କ ଭାଇଙ୍କ ସହ ନଜର ଆସିଛନ୍ତି। ଯେଉଁଥିରେ ତାଙ୍କୁ ଚିହ୍ନିବା ବହୁତ କଷ୍ଟକର। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ଭାଇ ସିଦ୍ଧାଥ ଏବଂ ଦ୍ୱିତୀୟରେ ଭାଇ, ମା’ ମାଧୁ ଚୋପ୍ରାଙ୍କ ସହ ନଜର ଆସିଛନ୍ତି।
ଜନ୍ମଦିନରେ ତାଙ୍କ ଭାଇଙ୍କୁ ଶୁଭେଚ୍ଛା ଜଣାଇ ପ୍ରିୟଙ୍କା ଲେଖିଛନ୍ତି, ‘ହାପି ବାର୍ଥ ଡେ, ଢେର ସାରା ସ୍ନେହ କାସ ମୁଁ ତୁମ ଜନ୍ମଦିନ ପାଳନ କରିବାକୁ ସେଠାରେ ଥାନ୍ତି। ଶୁଭକାମନା ’ପ୍ରଶଂସକମାନେ ଏହି ଫଟୋ ଉପରେ କମେଣ୍ଟ କରି ସିଦ୍ଧାର୍ଥଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
ତେବେ ପିଲାବେଳେ ପ୍ରିଅଙ୍କା ଏତେ ଦୁଷ୍ଟ ଥିଲେ ଯେ, ତାଙ୍କୁ ହଷ୍ଟେଲରେ ଛାଡିବା ପାଇଁ ବାପା ମା’ ବାଧ୍ୟ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ୍‌ ଷ୍ଟେଜ୍‌ରେ ଗୀତା ପଢିଲେ ଆୟୁଷ୍ମାନ

ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଡ୍ରିମ ଗାର୍ଲ ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ନିକଟରେ ଫିଲ୍ମ ୧୦୦ କୋଟି ଟଙ୍କାର...

ଅକ୍ଷୟ ପୁଣି ଥରେ ସର୍ବୋଚ୍ଚ ଟିକସଦାତା

ମୁମ୍ବାଇ,୨୫ା୭: ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଦେଶର ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ଟିକସଦାତା ହୋଇଛନ୍ତି। ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଅକ୍ଷୟ ବ୍ରିଟେନରେ ରହିଥିବାବେଳେ...

ଆଇଏଫଏଫଆଇ ୨୦୨୨ରେ ଲତା ଦିଦି, ବାପି ଲାହିରିଙ୍କୁ ଦିଆଯିବ ବିଶେଷ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ ୨୦୨୨) ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏଥର ଏହି ଉତ୍ସବରେ ଭାରତୀୟ ସିନେମାର ମହାନ୍ ବ୍ୟକ୍ତିତ୍ୱଙ୍କୁ...

ଅମିତାଭ୍‌ ଅସୁସ୍ଥ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ଅସୁସ୍ଥତା କାରଣରୁ ଯୋଗଦେଇ ପାରିବେ ନାହିଁ। ଏନେଇ ସେ...

ସତ୍ୟସୁନ୍ଦର ପତିଙ୍କ ଯାତ୍ରା: ଗାଁରୁ ଧଉଳି ଭାୟା ଉତ୍ତର ବାଲେଶ୍ୱର

ଧଉଳି ଗଣନାଟ୍ୟ ପ୍ରାୟୋଜିତ ଚଳିତବର୍ଷର ନାଟକ ସବୁ ଦେଖିଥିବା ଯାତ୍ରାପ୍ରେମୀମାନଙ୍କୁ ବୁଝାଇ କହିବାକୁ ହେବନାହିଁ ଯେ, ସତ୍ୟସୁନ୍ଦର ପତି କିଏ? ୨୦୧୮-୧୯ ଯାତ୍ରା ବର୍ଷରେ ପେସାଦାର...

ରାଜନେତାଙ୍କୁ ଭଲପାଇ ପଡ଼ିଥିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ: ବିବାହ ପର୍ଯ୍ୟନ୍ତ ଯାଇଥିଲା କଥା, ହେଲେ…

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଜଣେ ରାଜନେତାଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ବିବାହ ପର୍ଯ୍ୟନ୍ତ ମଧ୍ୟ କଥା...

ବିଗ୍‌ ବିଙ୍କୁ ଚାରି ଘଣ୍ଟା ଅପେକ୍ଷା କରାଇଲେ କପିଲ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଘଣ୍ଟାଏ କିମ୍ବା ଦୁଇଘଣ୍ଟା ନୁହେଁ, ବରଂ ସାଢ଼େ ଚାରିଘଣ୍ଟା ଅପେକ୍ଷା କରାଇଲେ କମେଡିକିଙ୍ଗ କପିଲ ଶର୍ମା। କଥାଟି ଆମେ...

୪ ବର୍ଷରୁ ଗୀତ ଗାଇବା ଆରମ୍ଭ କରିଥିଲେ ଶ୍ରେୟା

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ ଶ୍ରେୟା ଘୋଷାଲ। ଇତିମଧ୍ୟରେ ସେ ଚାରୋଟି ରାଷ୍ଟ୍ରୀୟ ପୁରସ୍କାର ସମେତ ଅନେକ ପୁରସ୍କାର ନିଜ ନାମରେ...

Advertisement
Archives

Model This Week