Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟଣା: ମାମଲା ରୁଜୁ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ପଞ୍ଜାବର ମୁଖ୍ୟ ସଚିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ମାମଲାରେ ପୋଲିସ ମାମଲା ରୁଜୁ ହୋଇଛି ବୋଲି ସଚିବ ଗୃହ ମନ୍ତ୍ରଣାଳୟକୁ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟ ସରକାର ମଧ୍ୟ ଏହାର ଅନୁସନ୍ଧାନ ପାଇଁ ଏକ କମିଟି ଗଠନ କରିଛନ୍ତି। ତିନି ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୩ ଜଣିଆ ଟିମ ଗଠିତ ହୋଇଥିବା ବେଳେ ରାଜ୍ୟ ବି ଗଠନ କରିଛି ୩ ଜଣିଆ ପ୍ୟାନେଲ।

ସୂଚନାଯୋଗ୍ୟ,ଦୁଇ ଦିନ ତଳେ ଭାରତ-ପାକିସ୍ତାନ ସୀମା ଫିରୋଜପୁର ନିକଟ ଓଭରବ୍ରିଜ ଉପରେ ପ୍ରଧାନମନ୍ତ୍ରୀଙ୍କ ଗାଡି ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ ଆଗକୁ ବଢିପାରି ନ ଥିଲା ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନେବା ପରେ ଗଲାଣି ୧୮୦ ଜୀବନ

ନୂଆଦିଲ୍ଲୀ, ୧୦।୪: ଭାରତରେ କୋଭିଡ୍‌ ଟିକା ନେବା ପରେ ମାର୍ଚ୍ଚ ୩୧ ମଧ୍ୟରେ ୧୮୦ ଜଣଙ୍କର ମୃତ୍ୟୁ ହେଲାଣି। ୭୫ ପ୍ରତିଶତ ମୃତ୍ୟୁ ଟିକା ନେବାର...

ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଅଣାଯିବ ଆଇନ: ଯୋଗୀ

ନୂଆଦିଲ୍ଲୀ,୨୫।୯: ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଆଇନ ଅଣାଯିବ। ବୁଧବାର ତିନି ତଲାକ୍‌ ପୀଡ଼ିତା ମହିଳାଙ୍କୁ ଭେଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

କରୋନା ସଙ୍କଟ ମଧ୍ୟରେ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇପାରେ ସଂସଦ ଅଧିବେଶନ

ନୂଆଦିଲ୍ଲୀ,୨୧।୮: କରୋନା ସଙ୍କଟ ମଧ୍ୟରେ ଖୁବ୍‌ଶୀଘ୍ର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସଂସଦ ଅଧିବେଶନ ଆରମ୍ଭ ହେବ ବୋଲି ସୂତ୍ରରୁ...

ସୁସ୍ଥ ହେଉଛନ୍ତି ବିକ୍ରମ ଗୋଖଲେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାହାରିପାରନ୍ତି ଭେଣ୍ଟିଲେଟରରୁ

ମୁମ୍ବାଇ,୨୫ ।୧୧: ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ପୂର୍ବାପେକ୍ଷା ଭଲ ଥିବା କୁହାଯାଉଛି । ଏହି ବୟାନ ପୁଣେ ସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲ...

ମମତା ବାନାର୍ଜୀଙ୍କ ହେଲା ସର୍ଜରୀ

କୋଲକାତା,୬।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାମ ଆଣ୍ଠୁରେ ଲାଗିଥିବା ଆଘାତର ଗୁରୁବାର ସର୍ଜରୀ କରାଯାଇଛି। ଏଥିପାଇଁ ତ୍ରୁଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତାଙ୍କୁ କୋଲକାତାର ସରକାରୀ...

ସର୍ବପ୍ରଥମେ ୨ ଜିଲାରୁ ହଟିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ପୂର୍ବରୁ ଏହା ଏପ୍ରିଲ...

ଦେଶରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କମିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ୨ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା କମିଛି।...

ଅନକ୍ଲେମଡ ଆକାଉଣ୍ଟରୁ ୪୨,୨୭୨କୋଟି ଟଙ୍କା ପଠାଯାଇଛି: ଆରବିଆଇ

ନୂଆଦିଲ୍ଲୀ,୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ...

Advertisement
Archives

Model This Week