Posted inଜାତୀୟ

ଇଡ଼ିକୁ ଭୟ କରୁଥିବା ଲୋକେ ଆମ ଗୋଷ୍ଠୀକୁ ନ ଆସିବା ଭଲ, କହିଲେ ଶିନ୍ଦେ…

ମୁମ୍ବାଇ, ୩୧।୭ : ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ଆବଣ୍ଟନ ଏବଂ ଇଡି ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସର୍ବପ୍ରଥମେ ମନ୍ତ୍ରଣାଳୟର ଆବଣ୍ଟନ ବିଷୟରେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ ଗଠନ ପାଇଁ ମନ୍ତ୍ରଣାଳୟର ଆବଣ୍ଟନ ଖୁବ ଶୀଘ୍ର ସ୍ଥିର ହେବ। ଆମେ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ବିକାଶ ଉପରେ କାର୍ଯ୍ୟ କରୁଛୁ।

ଏଥିସହ ଯେତେବେଳେ ଶିନ୍ଦେଙ୍କୁ ସଞ୍ଜୟ ରାଉତଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି। ଯଦି ସେ କିଛି ଭୁଲ କରିନାହାଁନ୍ତି ତେବେ କାହିଁକି ଭୟଭୀତ ହେଉଛନ୍ତି? ସେ ଜଣେ ବଡଏମଭିଏ ନେତା ଥିଲେ। ଶିନ୍ଦେ କହିଛନ୍ତି ଯେ ଏଭଳି ଲୋକମାନେ ଆମ ଗୋଷ୍ଠୀକୁ ଆସିବା ଉଚିତ ନୁହେଁ ଯେଉଁମାନେ ଇଡିକୁ ଭୟ କରୁଛନ୍ତି।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ପୂର୍ବରୁ ଯାଞ୍ଚ କରିଥିଲା। ଯଦି କେନ୍ଦ୍ର ସରକାରଙ୍କ ଭୟରେ ଇଡି କାର୍ଯ୍ୟ କରୁଛି ତେବେ ସୁପ୍ରିମକୋର୍ଟ ଏହା ଉପରେ ପଦକ୍ଷେପ ନେବା ଜରୁରୀ। ଇଡି ଏହାର କାର୍ଯ୍ୟ କରୁଛି ବୋଲି ଶିନ୍ଦେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ହଜାର ଜୀବନ ନେଉଛି ଡେଙ୍ଗୁ

ମେ’ ୧୬ରେ ଭାରତରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁ ଜ୍ୱର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏଡିସ୍‌ ପ୍ରଜାତିର...

ଭିନ୍ନମତ ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌...

ନିର୍ବାଚନ ପୂର୍ବରୁ ବଢ଼ିଲା ଖର୍ଚ୍ଚ ସୀମା

ନୂଆଦିଲ୍ଲୀ,୬।୧: ଲୋକ ସଭା ଓ ବିଧାନସଭା ନର୍ବାଚନ ଲାଗି ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମାକୁ ବୃଦ୍ଧି କରାଯାଇଛି। ଲୋକ ସଭା ପ୍ରାର୍ଥୀଙ୍କ ଲାଗି ସର୍ବୋଚ୍ଚ ଖର୍ଚ୍ଚ ସୀମା...

କିଏ ସେହି ସିଦ୍ଧୁ ମୁସେୱାଲା?

ଅମୃତସର,୨୯।୫: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।...

ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର: ଆତଙ୍କବାଦୀଙ୍କୁ ‘ଫକ୍ସ୍‌ ହୋଲ୍‌ ଆମ୍ବୁଶ୍‌’ ତାଲିମ୍‌ ଦେଉଛି ଆଇଏସ୍‌ଆଇ

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ପାକିସ୍ତାନ ସୈନ୍ୟବିଭାଗ ନିର୍ଦ୍ଦେଶରେ କାର୍ଯ୍ୟ ଜାରି ରହିଛି।...

ସରିଲା ଝାଡ଼ଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ: ଏବେ ନଜର ଏକ୍‌ଜିଟ୍‌ ପୋଲ୍‌ ଉପରେ

ରାଞ୍ଚି,୨୦।୧୨: ଝାଡ଼ଖଣ୍ଡ ବିଧାନସଭାର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ଏହି ମତଦାନ ପ୍ରକ୍ରିୟାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୯୯ ପ୍ରତିଶତ...

ବିବାହ କଲେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା

ତ୍ରିଶୂର,୨୯।୧୨: କେରଳ ତ୍ରିଶୂର ଜିଲାର ରାମାଭରମାପୁରମରେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା ବିବାହ କରିବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଛି। ଏକ ସରକାରୀ...

ଏନ୍‌ଇଇଟି ରିଜର୍ଭେଶନ ମାମଲା: ସଂରକ୍ଷଣ ନୁହେଁ ମୌଳିକ ଅଧିକାର, କହିଲେ ଏସ୍‌ସି

ନୂଆଦିଲ୍ଲୀ, ୧୧।୬: ତାମିଲନାଡୁ ଏନ୍‌ଇଇଟି ରିଜର୍ଭେଶନ ମାମଲାରେ ସୁପ୍ରିମ୍‌କୋର୍ଟ(ଏସ୍‌ସି) ଗୁରୁବାର କହିଛନ୍ତି ଯେ, ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ। ଏନ୍‌ଇଇଟି ପୋଷ୍ଟ ଗ୍ରାଜୁଏଶନ୍‌ ମାମଲାର...

Advertisement
Archives

Model This Week