ଅଭିନେତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼: ଶୁଟିଂ ସେଟ୍‌ରେ ଥିବା ବେଳେ ଖବର ମିଳିଲା…

ବମ୍ବେ: ଅଭିନେତା ପାରସ କଲନାଓ୍ବତଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ହୃଦଘାତରେ ତାଙ୍କର ପିତାଙ୍କ ମୃତ୍ୟୁ ହୋଇଛି। ସେ ଅନୁପମାର ଶୁଟିଂ ଶେଟ୍‌ରେ ଥିବା ବେଳେ ପିତାଙ୍କ ଅସୁସ୍ଥତା ନେଇ ଖବର ପାଇଥିଲେ। ତାଙ୍କ ମା’ କାନ୍ଦି କାନ୍ଦି ଡାକ୍ତରଖାନା ନିଆଯାଇଥିବା ଜଣାଇଥିଲେ। ଏହାଶୁଣି ତତ୍‌କ୍ଷଣାତ ସେ ଗାଡ଼ି ଧରି ବାହାରିଯାଇଥିଲେ। ମାତ୍ର ପହଞ୍ଚିବା ବେଳକୁ ବହୁତ ଡେରି ହୋଇଯାଇଥିଲା। ଶେଷଥର ପାଇଁ ବାପା ଦେଖିପାରି ନ ଥିବାରୁ ସେ ଭାଙ୍ଗି ପଡ଼ିଛନ୍ତି।

ଶନିବାର ଅପରାହ୍ନରେ ପାରସଙ୍କ ନିକଟକୁ ଫୋନ୍‌ ଆସିଥିଲା। ଲିଫ୍ଟରେ ପଡ଼ିଯିବା ଯୋଗୁ ବାପା ଗୁରୁତର ହୋଇଥିବା ନେଇ ମା’ ଜଣାଇଥିଲେ। ତାଙ୍କ ସହ ଅନ୍ୟ ସହକଳାକାର ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ ପାରସ। ଏଥିପାଇଁ ସେ ଘରେ ରହୁଥିଲେ। ସେତେବେଳେ ତାଙ୍କ ବାପାଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେ ମଧୁମେହରେ ପୀଡ଼ିତ ଥିବା ଯୋଗୁ ପାରସ ଚିନ୍ତାରେ ଥିଲେ। ହେଲେ ସେ ସଂକ୍ରମିତ ନ ଥିବା ଜଣାପଡ଼ିଥିଲା। ହେଲେ ହଠାତ୍‌ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବାଗି-୩’ରେ ଦିଶାଙ୍କ ହଟ୍‌ ଆଇଟମ୍‌ ନଂ ‘ଡୁ ୟୁ ଲଭ୍‌ ମି’ ରିଲିଜ, ଦେଖନ୍ତୁ ଭିଡିଓ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ରିଲିଜ ହୋଇଥିଲା ଦିଶା- ଆଦିତ୍ୟ କପୁର ଅଭିନୀତ ଫିଲ୍ମ...

ଅମ୍ବାନୀଙ୍କ ପାର୍ଟିରେ ଏତିକି ଟଙ୍କାର ଶାଢ଼ି ପିନ୍ଧିଥିଲେ ଗୌରୀ ଖାନ୍‌

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ଫ୍ୟାଶନିଷ୍ଟଙ୍କ ମଧ୍ୟରେ ଅନ୍ୟତମ। ସେ ଅଭିନୟ ଠାରୁ ବହୁତ ଦୂରରେ। ମାତ୍ର ଷ୍ଟାଇଲ ପାଇଁ ସେ...

ଦ ନାଇଟ ମ୍ୟାନେଜରରେ ଏକାଠି ନଜର ଆସିବେ ଅନିଲ-ଆଦିତ୍ୟ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଆଗାମୀ ଷ୍ଟ୍ରିମିଂ ଶୋ’ ଦ ନାଇଟ ମ୍ୟାନେଜରରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭୂମିକାରେ ନଜର ଆସିବେ । ଅନିଲ...

ବିରାଟ ଦୂରରେ ଥିବାରୁ ଏମିତି ଭାଲେଣ୍ଟାଇନ୍ସ ଡେ ପାଳନ କଲେ ଅନୁଷ୍କା

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହୋଇଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ସକ୍ରିୟ ରୁହୁଛନ୍ତି। ତାଙ୍କ ଫଟୋ ଏବଂ ଭିଡିଓ ମାଧ୍ୟ ମରେ ଶେୟାର...

ମତୁଆଲା କରୁଛି ନୋରାଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଖୁବ୍‌ କମ୍‌ ଦିନରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌...

ସ୍ୱପ୍ନ ସତ ହୁଏ : ସନ୍ନି ଲିଓନ

ମୁମ୍ବାଇ: ଚର୍ଚ୍ଚାରେ ପର୍ନ ଷ୍ଟାର ତଥା ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ । ଅଭିନେତ୍ରୀ କହିଛନ୍ତି ସ୍ୱପ୍ନ ସତ ହୁଏ । ଏବେ ଦର୍ଶକଙ୍କ ମନରେ...

ହୃଦୟ ଜିତିଲା ହିନାଙ୍କ ଗ୍ଲାମର୍‌

ବମ୍ବେ: ‘କାନ୍ସ’ ରେଡ୍‌ କାପ୍ଟେଟ୍‌ରେ ବଲିଉଡ୍‌ ଅଭିନେତ୍ରୀଙ୍କୁ କଡ଼ା ଟକ୍କର ଦେଇ ଚର୍ଚ୍ଚାରେ ଟେଲିପରଦାର ଲୋକପ୍ରିୟ ତାରକା ହିନା ଖାନ୍‌। ୨୦୨୨ରେ ହିନା ନିଜ ଲୁକ୍‌ରେ...

ଏକଦା ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ: ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ..

ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର...

Advertisement
Archives

Model This Week