ଆଣ୍ଠୁ ମାଡି ବସି ମାହିରାଙ୍କ ପ୍ରତି ଥିବା ପ୍ରେମ ବ୍ୟକ୍ତ କଲେ ପାରସ୍‌, ମିଳିଲା ଏପରି ଜବାବ..

ବମ୍ବେ: ବିଗ୍‌ବସ୍‌-୧୩ ସିଜନ୍‌ର ଅନ୍ୟତମ ଚର୍ଚ୍ଚିତ କପଲ ଥିଲେ ପାରସ୍‌ ଛାବଡା-ମାହିରା ଶର୍ମା। ଏବେ ମଧ୍ୟ ଉଭୟ ଉଭୟଙ୍କର ଭଲ ବନ୍ଧୁ ଅଛନ୍ତି। ଶୋ’ରୁ ବାହାରିବା ପରେ ଏକାଧିକ ଭିଡିଓରେ ଉଭୟ କାମ କରିଛନ୍ତି। ଏବେ ତାଙ୍କର ତୃତୀୟ ଗୀତ ଆସିବାକୁ ଯାଉଛି।

ଗୀତର ଶୁଟିଂ ଏବେ ଚାଲିଥିବା ବେଳେ ପାରସ-ମାହିରାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ପାରସ୍‌ ଆଣ୍ଠୁମାଡି ବସି ମାହିରାଙ୍କୁ ପ୍ରପୋଜ୍‌ କରିଥିବା ଦେଖାଯାଉଛି। ମାହିରା ମଧ୍ୟ ନିଜର ସମ୍ମତି ଥିବା କହୁଛନ୍ତି। କେହି କେହି ଏହାକୁ ଗୀତର ଅଂଶ ବୋଲି କହୁଥିବା ବେଳେ କେହି ସତରେ ପାରସ୍‌ ଏଭଳି କରିଥିବା କହୁଛନ୍ତି।


ବିଗ୍‌ବସ୍‌ରେ ପାରସ ଏବଂ ମାହିରାଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ପ୍ରଥମ ଦିନରୁ ଉଭୟ ଏକାଠି ଥିଲେ। ନିକଟରେ ଏକ ପୋଷ୍ଟ ଶେୟାର କରି ମାହିରାଙ୍କୁ ତାଙ୍କ ଜୀବନରେ ଆସିବାକୁ ନେଇ ଧନ୍ୟବାଦ ଦେଇଥିଲେ ପାରସ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ନାଗିନ୍‌ ଫେମ୍‌ ଅନୀତା ହସନ୍ତଦାନୀ ମା’ ହୋଇଛନ୍ତି। ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଅନୀତାଙ୍କ ସ୍ବାମୀ ରୋହିତ ସେଟ୍ଟୀ ଏହି ଖୁସି ଖବର...

କ୍ୟାଟ୍ରିନାଙ୍କ ଭାଇଙ୍କୁ ପସନ୍ଦ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ବହୁ ଚର୍ଚ୍ଚିତ କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ଗ୍ରାଣ୍ଡ ଇଣ୍ଟିମେଣ୍ଟ ୱେଡିଂ ପରେ ଏବେ ଏହାର କିଛି ଫଟୋ ଭାଇରାଲ...

ଫିଟ୍‌ନେସ୍‌ ଅନ୍ତରାଳେ..

‘ଭୈରବ’ ଚଳଚ୍ଚିତ୍ରରୁ ଓଡ଼ିଆ ସିନେମା କ୍ୟାରିୟର ଆରମ୍ଭ କରିଥିଲେ ଆହାନା। ତା’ପରେ ‘ବ୍ଲାକ୍‌ମେଲ୍‌’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ନିଜକୁ ଫିଟ୍‌ ରଖିବା ପଛରେ...

କପିଲ ଶର୍ମାଙ୍କ ବୟାନ ରେକର୍ଡ କଲା ସିଆଇୟୁ

ମୁମ୍ବାଇ,୭।୧- ମୁମ୍ବାଇର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ (ସିଆଇୟୁ) ଗୁରୁବାର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଡକାଇଥିଲା। ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ନକଲି...

‘ସର୍କସ’ରେ ରଣବୀରଙ୍କ ଡବଲ ରୋଲ!

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ମୁଭି ‘ଶିମ୍ବା’ ଓ ‘ସୂର୍ଯ୍ୟବଂଶୀ’ରେ କାମ କରିସାରିଛନ୍ତି । ଆଉ ଏକ ଫିଲ୍ମ...

ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି...

ଆଶାରେ ଅଂଶୁମାନ

ଅଂଶୁମାନ ସାମନ୍ତରାୟ। ଦେଖୁ ଦେଖୁ ୟା ଭିତରେ ୮ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି। ଏବେ ସେ ହିନ୍ଦୀ ସିନେମାରେ ନିଜ କ୍ୟାରିୟରକୁ ଆଗେଇ ନେବାକୁ...

ଦୀପିକା ପାଦୁକୋଣଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋଣ ମଙ୍ଗଳବାର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ୨୦୦୭ରେ କିଙ୍ଗ୍‌ ଖାନ ତଥା ଶାହାରୁଖ ଖାନଙ୍କ ଅପୋଜିଟ୍‌ରେ ଡେବ୍ୟୁ...

Advertisement
Archives

Model This Week