Posted inଜାତୀୟ

ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖିଲେ ନାବାଳିକା, ଚାଲିଛି ତନାଘନା

ତାମିଲନାଡୁ,୨୦।୧୨, ତାମିଲନାଡୁର ଏକ ନାବାଳିକା ନିଜ ଆତ୍ମହତ୍ୟା ନୋଟ୍‌ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଆତ୍ମହତ୍ୟା କରିଛନ୍ତି। ସେ ଚେନ୍ନାଇ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଥିଲେ। ଗତ ସପ୍ତାହରେ ଚେନ୍ନାଇର ମାଙ୍ଗାଡୁସ୍ଥିତ ତାଙ୍କ ଘରେ ଥିବା କୋଠରୀରେ ତାଙ୍କ ମୃତ ଦେହ ମିଳିଥିଲା। ତେବେ ଶନିବାର ତାଙ୍କ ଆତ୍ମହତ୍ୟା ନୋଟ୍‌ ମିଳିଥିଲା। ସେହି ଆତ୍ମହତ୍ୟା ନୋଟ୍‌ରେ ଯୌନ ନିର୍ଯାତନା ବନ୍ଦ କର ବୋଲି ଲେଖା ହୋଇଥିଲା। ପୁଅମାନଙ୍କୁ ସମାଜରେ ଝିଅମାନଙ୍କୁ କିଭଳି ସମ୍ମାନ ଦେବେ ଶିଖାଇବାକୁ ପିତାମାତାଙ୍କୁ ନିବେଦନ କରିଥିଲେ। ସମ୍ପର୍କୀୟ କିମ୍ବା ଶିକ୍ଷକମାନଙ୍କୁ ବିଶ୍ୱାସ କର ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ଆଉ ମଧ୍ୟ ଲେଖାଥିଲା କି ଏକମାତ୍ର ସୁରକ୍ଷିତ ସ୍ଥାନ ହେଉଛି ଏକ ମାତାର ଗର୍ଭ ଏବଂ ଶ୍ମଶାନ।

ଯୌନ ଉତ୍ପୀଡ଼ନ ଅସହିଷ୍ଣୁ ହୋଇପଡୁଛି ଏବଂ ଏହି କାରଣରୁ ସେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି କିନ୍ତୁ କେହି ତାଙ୍କୁ ସାନ୍ତ୍ୱନା ଦେଇନାହାନ୍ତି। ତାଙ୍କ ଅଧ୍ୟୟନରେ ଧ୍ୟାନ ଦେଇ ପାରିବେ ନାହିଁ। ବାରମ୍ବାର ଦୁଃସ୍ବପ୍ନ ଦେଖିବା ଏବଂ ରାତିରେ ଶୋଇପାରୁ ନ ଥିବା ସେ ଲେଖିଥିଲେ। ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଚାରୋଟି ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ତାଙ୍କ ମୋବାଇଲ ଫୋନ୍‌ କଲ ରେକର୍ଡକୁ ଆଧାର କରି ପୋଲିସ ତାଙ୍କୁ ବାରମ୍ବାର ଫୋନ କରୁଥିବା ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କୁ ସମାଲୋଚନା କରୁଥିବା ଶିବସେନା ଏବେ ଠାକରେଙ୍କ ସ୍ବପ୍ନ ପୂରଣ ପାଇଁ କଂଗ୍ରେସର ଦ୍ୱାରସ୍ଥ

ନୂଆଦିଲ୍ଲୀ,୧୨।୧୧: ରାଜନୀତିରେ ବନ୍ଧୁତା ଅବା ଶତ୍ରୁତା ବେଶୀ ଦିନ ତିଷ୍ଠି ନ ଥାଏ। ଏହା ଏବେ ପ୍ରମାଣିତ ହେବାକୁ ଯାଉଛି। ମହାରାଷ୍ଟ୍ର ରାଜନୀତି ଏବେ ଏମିତି...

ଚକିତ କଲା ଲଖିମ୍‌ପୁର ଖେରି ୮ ଆସନ ଫଳାଫଳ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାର ସମସ୍ତ ୮ ଆସନରେ ଭାଜପା ବିଜୟୀ ହୋଇଛି। ଗତ ବର୍ଷ ଅକ୍ଟୋବରରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ...

ଦିଲ୍ଲୀ ହସ୍ପିଟାଲରେ କେବଳ ହେବ ଦିଲ୍ଲୀବାସୀଙ୍କ ଚିକିତ୍ସା: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାକୁ ନେଇ ରବିବାର ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଦିଲ୍ଲୀର ସମସ୍ତ ସରକାରୀ...

ଚାଇନା ନାଗରିକଙ୍କ ପାଇଁ ଦିଲ୍ଲୀର ୩ ହଜାର ହୋଟେଲ-ଗେଷ୍ଟ ହାଉସ୍‌ ବନ୍ଦ

ନୂଆଦିଲ୍ଲୀ, ୨୫।୬: ଚାଇନା ପ୍ରତି ଭାରତୀୟଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି। ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏଭଳି ଭାବନା...

ରାମବିଳାସ ପାସଓ୍ବାନ ନିଖୋଜ ପୋଷ୍ଟର ଲଗାଇଲେ ଗ୍ରାମବାସୀ: ଖୋଜି ଆଣିଲେ ପୁରସ୍କାର ୧୫ ହଜାର

ବୈଶାଳୀ,୨୩।୬: ବିହାରର ବୈଶାଳୀ ଅନ୍ତର୍ଗତ ହରିବଂଶପୁର ଗ୍ରାମର ବାସିନ୍ଦା ଏମ୍‌ପି ରାମବିଳାସ ପାସଓ୍ବାନ ନିଖୋଜ ଲେଖା ଥିବା ପୋଷ୍ଟର ଲଗାଇଛନ୍ତି। ଗ୍ରାମରେ ନାନା ପ୍ରକାର ସମସ୍ୟା...

ଡ୍ରାଗନକୁ ଦିଆଯିବ କଡା ଜବାବ, ଲଦ୍ଦାଖରେ ମୁତୟନ ହେଲେ ୧୫ ହଜାରରୁ ଊର୍ଦ୍ଧ୍ୱ ଯବାନ

ନୂଆଦିଲ୍ଲୀ,୨୪ ।୭: ପୂର୍ବ ଲଦ୍ଦାଖରେ ଚାଇନାର ଆକ୍ରମଣକୁ ରୋକିବାକୁ ଯାଇ ଭାରତୀୟ ସେନା ଆତଙ୍କବାଦୀ ବିରୋଧି ଅଭିଯାନ ପାଇଁ ଉଦ୍ଦିଷ୍ଟ ନିଜର ୟୁନିଟକୁ ଜମ୍ମୁ-କଶ୍ମୀରରୁ ପୂର୍ବ...

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ପ୍ରିୟଙ୍କାଙ୍କ ଝିଅ

ଜୟପୁର,୧୨।୧୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଜସ୍ଥାନର ବୁନ୍ଦି ଜିଲାରେ ଦଳର ‘ଭାରତ ଯୋଡୋ ଯାତ୍ରା’ ସୋମବାର ପୁଣି ଥରେ ଆରମ୍ଭ ହୋଇଛି। ରାହୁଲ...

ନିଜ କଳ୍ପନା ରାଇଜରେ ବଞ୍ଚୁଛନ୍ତି ମୋଦି, ଶାହ: ରାହୁଲ

ମାଲାପୁରମ,୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ...

Advertisement
Archives

Model This Week