Posted inVideo

ଅନଲାଇନ୍ ଶିକ୍ଷା ଓ ଏହାର ଭବିଷ୍ୟତ

Featured Video Play Icon

କରୋନା ଭାଇରସ ଲାଗି ଏବେ ସ୍କୁଲ କଲେଜ ବନ୍ଦ ରହିଛି । ଆଉ କେବେ ଖୋଲିବ ସେ ନେଇ କିଛି ସୂଚନା ବି ନାହିଁ ଏମିତି ବି ହୋଇପାରେ ଯେବେ ଖୋଲିବ ତାହା ପୂର୍ବ ଅପେକ୍ଷା ସମ୍ପୁର୍ଣ୍ଣ ଅଲଗା ହୋଇପାରେ। ଏବେ କରୋନା ଭାଇରସ ମଧ୍ୟରେ ଆମ ଦେଶ ଅନଲାଇନରେ ଶିକ୍ଷା ଲାଗି ପ୍ରସ୍ତୁତ। ତେବେ ଅନଲାଇନରେ ଶିକ୍ଷାରେ କଣ ସବୁ ଅସୁବିଧା ଛାତ୍ରୀଛାତ୍ର ଓ ଅବିଭାବକଙ୍କୁ ହେଉଛି ଆସନ୍ତୁ ଦେଖିବା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଗଡିଲା ତାଳଧ୍ୱଜ ରଥ

ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଗଡିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । କୋଭିଡ କଟକଣା ସହିତ ସେବାୟତ ମାନେ ରଥକୁ ଟାଣିଟାଣି ନେଉଛନ୍ତି...

Featured Video Play Icon

ଗଡିବ ରଥ ‘ଚଳଚଞ୍ଚଳ ବଡଦାଣ୍ଡ’

ସମଗ୍ର ବିଶ୍ୱରେ କରୋନା ମହାମରୀର ପ୍ରକୋପ ବିସ୍ତାର କରିଚାଲିଥିବା ବେଳେ ବଡଦାଣ୍ଡରେ ଅନେକ କଟକଣା ଭିତରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି...

Featured Video Play Icon

ମୋ ମା’

ମା’ ଖାଲି ଡାକଟିଏ ନୁହେଁ କି ଶବ୍ଦଟିଏ ନୁହେଁ। ମା ହେଉଛି ସ୍ନେହ, ପ୍ରେମ ତ୍ୟାଗ ଓ ତପସ୍ୟାର ସୀମାହୀନ ସାଗର। ଯାହାକୁ ଯେତେ ମାପିଲେ...

Featured Video Play Icon

Man Mijaj team brings you the rapid-fire round | ମନ ମିଜାଜ୍‌ ର଼୍ୟାପିଡ୍‌ ଫାୟାର

Who was the last person you chatted with on Facebook? Did you ever stalk your ex in social media?...

Featured Video Play Icon

ବାବୁ ମହଲ: ଶଗଡ଼ ଗାଡ଼ି | Babu Mahal #73 : ‘Sagada Gaadi’

ବଜାରରେ ଏବେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହେଇ ବଢି ଚାଲିଛି, ଯାହାଦ୍ଵାରା ଲୋକମାନେ ଅନେକ ହଇରାଣ ହରକତ ହେଉଛନ୍ତି। ଏଥର ‘ବାବୁ...

Featured Video Play Icon

Gearing up for Raja

Raja festival comes with an array of mouth-watering traditional delicacies, aromatic paans with choicest condiments, swings and playing cards....

Featured Video Play Icon

ବାବୁ ମହଲ: ସନିଆର କନିଆ ଦେଖା | Babu Mahal #13: Sania ra Kaniaa dekhaa

ବାହାଘର ବୟସ ହେଲେ ପରିବାର ଲୋକେ ନିଜ ଝିଅ ପୁଅଙ୍କ ପାଇଁ ପାତ୍ର ଖୋଜନ୍ତି। ଉଭୟ ପକ୍ଷର ମନ ମିଶିଲେ ବାହାଘର ହୁଏ। ତେବେ ଆଜିକାଲି...

Advertisement


Archives

Model This Week