Posted inଜାତୀୟ

ଆସନ୍ତା ୫ ବର୍ଷରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ…

ନୂଆଦିଲ୍ଲୀ, ୨।୪ : ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଦେଶରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ। ଅଷ୍ଟ୍ରେଲିଆ ସହିତ ବାଣିଜ୍ୟ ବୁଝାମଣା ଦ୍ୱାରା ଦ୍ୱିପାକ୍ଷିକ କାରବାର ସାମ୍ପ୍ରତିକ ୨୭ ଶହ କୋଟି ଡଲାରରୁ ବୃଦ୍ଧି ପାଇ ୪୫ରୁ ୫୦ ଶହ କୋଟି ଡଲାରରେ ପହଞ୍ଚିବ।

ଏହା ଦ୍ୱାରା ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ରୀୟ ବାଣିଜ୍ୟ ଏବଂ ଉଦ୍ୟୋଗମନ୍ତ୍ରୀ ପୀୟୂଷ ଗୋଏଲ ଶନିବାର ସୂଚନା ଦେଇଛନ୍ତି।

ଅଷ୍ଟ୍ରେଲିଆର ବାଣିଜ୍ୟ, ପର୍ଯ୍ୟଟନ ଏବଂ ବିଦେଶମନ୍ତ୍ରୀ ଡୈନ ତେହାନଙ୍କ ସହିତ ଏକ ବୁଝାମଣାପତ୍ରରେ ପୀୟୁଷ ସ୍ବାକ୍ଷର କରିଛନ୍ତି। ଏହା ଭର୍ଚୁଆଲ ମାଧ୍ୟମରେ ସମ୍ପନ୍ନ ହୋଇଛି। ଏହା ଭାରତ ପାଇଁ ଏକ ଐତିହାସିକ ଦିନ ବୋଲି ପୀୟୂଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଛି ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୧୧: ଦେଶର ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ ଭାଜପା କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି।...

ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦ ନବଜାତ ଶିଶୁ ମୃତ

ଭଣ୍ଡାରା,୯।୧: ମହାରାଷ୍ଟ୍ରର ଭଣ୍ଡାରା ଜିଲାରେ ଥିବା ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଅଗ୍ନିକାଣ୍ଡ ଯୋଗୁ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା...

ପରମ୍ପରା ବଜାୟ ରଖିଲା ଭାଜପା: ଛାଡିଲା ବାଚସ୍ପତି ପଦ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ଏହି ଆସନ। ପୂର୍ବରୁ ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ...

ସୋନୁ ନିଗମଙ୍କୁ ଆକ୍ରମଣ ଘଟଣା: ବିଧାୟକଙ୍କ ପୁଅ ନାଁରେ ଏତଲା

ମୁମ୍ବାଇ, ୨୨।୨: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ଆକ୍ରମଣ ଘଟଣାରେ ମଙ୍ଗଳବାର ମୁମ୍ବାଇ ପୋଲିସ ଉଦ୍ଧବ ଗୋଷ୍ଠୀ ବିଧାୟକ ପ୍ରକାଶ ଫାଟେରପରକରଙ୍କ ପୁଅ ସ୍ବପନିଲ ପି....

ଗଗନୟାନରୁ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ, ୨୮ା୧୨: କୋଭିଡ୍‌ର ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ମଧ୍ୟରେ ୨୦୨୧ ଶେଷ ହେବାକୁ ଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷରେ ଏକାଧିକ...

ଜାହାଙ୍ଗୀରପୁରୀରେ ତ୍ରିରଙ୍ଗା ଯାତ୍ରା: ଏକାଠି ହେଲେ ହିନ୍ଦୁ-ମୁସଲମାନ

ନୂଆଦିଲ୍ଲୀ,୨୫।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାର ସପ୍ତାହେ ଊର୍ଦ୍ଧ୍ୱ ବିତିଯାଇଛି। ଏନେଇ ରାଜନେତିକ ବିତର୍କ ଜାରି ରହିଛି। ଏହି ପରିପ୍ରେକ୍ଷୀରେ...

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଦ୍ୱିତୀୟଥର କ୍ଷମା ଆବେଦନ କଲେ ଅକ୍ଷୟ

ନୂଆଦିଲ୍ଲୀ,୯।୨: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ନେଇ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ...

ଚଣ୍ଡିଗଡ଼-ମୋହାଲି ସୀମାରେ ଚାଷୀଙ୍କ ଧାରଣା

ଚଣ୍ଡିଗଡ଼,୧୮।୫ (ପି.ଟି.): ଗହମ ଉପରେ ବୋନସ ସମେତ ବିଭିନ୍ନ ଦାବି ନେଇ ପଞ୍ଜାବର ଆମ୍‌ ଆଦ୍‌ମୀ ପାର୍ଟି ସରକାର ଉପରେ ଚାପ ପକାଇବାକୁ ରାଜଧାନୀ ଚଣ୍ଡିଗଡ଼...

Advertisement
Archives

Model This Week