ଜନ୍ମଦିନରେ ଏକ ହେବେ କି ବାବୁସାନ୍‌-ତୃପ୍ତି

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଆଜି ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ଜନ୍ମଦିନ। ନିକଟରେ ଘଟିଯାଇଥିବା ପାରିବାରିକ ବିବାଦ ପରେ ଜନ୍ମଦିନରେ ପୁଣିଥରେ ବାବୁସାନ୍‌-ତୃପ୍ତି ଏକାଠି ହେବେ କି, ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମନରେ ଉତ୍ସାହ ବଢ଼ିଯାଇଛି। ବିବାଦ ଭୁଲି ପୂର୍ବ ସମ୍ପର୍କକୁ ଉଭୟ ନୂଆ କରି ସଜାଡିବେ କି ନାହିଁ ଏବେ ପ୍ରଶ୍ନ ଉଠିଛି। ତେବେ ବରମୁଣ୍ଡାସ୍ଥିତ ଘରେ ବିଳମ୍ବିତ ରାତିରେ ବାବୁସାନ୍‌ କେକ୍‌ କାଟି ସେଲିବ୍ରେଶନ କରିଥିବା ସୂଚନା ମିଳିଛି। ଅଭିନେତା ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି ଓ ପରିବାର ଲୋକଙ୍କ ସହିତ ଥିଲେ ବାବୁସାନ୍‌।
ଆଜି ପତ୍ନୀ ତୃପ୍ତି ଓ ପୁଅଙ୍କ ସହିତ ଜନ୍ମଦିନ ପାଳନ କରିବି। ଯଦି ସେମାନେ ନ ଆସିଲେ ମୁଁ ପତ୍ନୀଙ୍କ ଘରକୁ ଯିବି। ଏପରିକି କେକ୍‌ଠାରୁ ପତ୍ନୀ ଓ ପୁଅ ବଡ଼ ବୋଲି କହିଛନ୍ତି ବାବୁସାନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପିଜି ନାମଲେଖା ଲାଗି ୧୯ ଯାଏ ଆବେଦନ

ଭୁବନେଶ୍ୱର,୧୩।୪(ବ୍ୟୁରୋ): କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଆବେଦନ ପ୍ରକ୍ରିୟା ଆସନ୍ତା ୧୯ ତାରିଖରେ ଶେଷ ହେବ...

ନୂଆ ୟୁନିଫର୍ମରେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୨।୧(ବ୍ୟୁରୋ): ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଛି ନୂଆ ୟୁନିଫର୍ମ। ପୂର୍ବରୁ ଅଗ୍ନିଶମ କର୍ମଚାରୀ ବ୍ୟବହାର କରୁଥିବା ୟୁନିଫର୍ମରେ ନିଆଁ ଲାଗିଯାଉଥିଲା।...

ସ୍ନାନବେଦିରେ ମିଳିବ ଦାରୁଦିଅଁଙ୍କ ଦର୍ଶନ

ପୁରୀ ଅଫିସ,୨୬।୫: ନୀଳାଦ୍ରି ଭକ୍ତନିବାସରେ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ,୧୭।୩: ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ୱର ଜିଲା ସୋରୋ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ବେହୁରିଆ। ଆୟ ବହିର୍ଭୂତ ସମ୍ପତ୍ତି...

ଗ୍ରାମାଞ୍ଚଳରେ ବହୁତଳ କୋଠା ନିର୍ମାଣ ପାଇଁ କଟକଣା:ପ୍ଲାନ୍‌ ଅନୁମୋଦନ ଜରୁରୀ

ଭୁବନେଶ୍ୱର,୧୩-୧୧(ବ୍ୟୁରୋ): ସହରତଳି ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ମନଇଚ୍ଛା ବହୁତଳ କୋଠା, ବାସଗୃହ ପ୍ରକଳ୍ପ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ କରିହେବ ନାହିଁ। ଏଥିପାଇଁ ସହର ଯୋଜନା(ଟାଉନ...

ରାଜ୍ୟର ଋଣଭାର ୯୭,୨୦୫ କୋଟି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ ଋଣଭାର ଅସମ୍ଭାଳ ହେଲାଣି। ମା’ ପେଟର ଛୁଆ ଉପରେ ମୁଣ୍ଡ ପିଛା ଋଣ ୨୨ ହଜାର ଟଙ୍କା। ଗରିବଙ୍କ ସଂଖ୍ୟା ବଢ଼ିଚାଲିଛି। କିନ୍ତୁ...

‘ଶିଳ୍ପ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥାର ନିୟମିତ ଯାଞ୍ଚ ହେଉ’: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୧୯।୧୧-ରାଜ୍ୟର ଶିଳ୍ପସଂସ୍ଥାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇ ଚାଲିଛି। ଏହାର ପ୍ରତିରୋଧ କରିବା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ,...

କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୧୩୪ ଘର

କୋରାପୁଟ,୧୦ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଗତ ୩ ଦିନରେ ଜିଲାରେ ମୋଟ୍‌ ୧୩୪ଟି ଘର ଭାଙ୍ଗି ଯାଇଥିବା ବୁଧବାର ଜିଲା...

Advertisement
Archives

Model This Week