ଗର୍ଭବତୀ ପରେ ନୁସରତଙ୍କ ଏପରି ଭିଡିଓ ହେଉଛି ଭାଇରାଲ

ପଶ୍ଚିମବଙ୍ଗରେ ଟିଏମ୍‌ସି ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ବର୍ତ୍ତମାନ ସେ ତାଙ୍କ ବିବାହ ଏବଂ ମା’ହେବା ଖବର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏସବୁ ମଧ୍ୟରେ ସେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ପାଣି ଭିତରେ ଗ୍ଲାମର ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ଏହା ସହିତ, ନୁସରତ କ୍ୟାପଶନରେ ଲେଖିଛନ୍ତି, ନୋ ରିକ୍ସ ନୋ ଷ୍ଟୋରୀ। ଉପଭୋକ୍ତାମାନେ ନୁସରତଙ୍କ ଭିଡିଓ ଉପରେ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓରେ କିଛି ଉପଭୋକ୍ତା ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିବାବେଳେ କିଛି ଉପଭୋକ୍ତା ତାଙ୍କ ବିବାହ ଏବଂ ଗର୍ଭଧାରଣ ବିଷୟରେ କହୁଛନ୍ତି।
ନିକଟରେ ନୁସରତ ମା’ ହେବାକୁ ଯାଉଥିବାର ଖବର ଆସିଛି। ସେ ନିଜେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ହେଲେ କିଛି ଦିନ ପୂର୍ବରୁ ସେ ତାଙ୍କ ବିବାହକୁ ଅବଧ ଘୋଷଣା କରିଥିଲେ। ଏହା ପରେ ଲୋକମାନେ ତାଙ୍କ ଗର୍ଭଧାରଣ ଉପରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନ୍ତନୁଙ୍କ ପାଇଁ ବଦଳିଗଲେ ଶ୍ରୁତି

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କ ପୁରୁଷ ବନ୍ଧୁ ସାନ୍ତନ୍ତୁ ହାଜାରିକାଙ୍କ ଯୋଡିକୁ ସଭିଏଁ ପସନ୍ଦ କରନ୍ତି। ତେବେ ଦୁହିଁଙ୍କ ସମ୍ପର୍କକୁ ଏହା ମଧ୍ୟରେ...

ବିବାହ ପରେ ରାଖୀଙ୍କ ନୂଆ ଅବତାର: ହିଜାବ-ବୁର୍ଖା ପିନ୍ଧି ଘରୁ ବାହାରିଲେ…

ବମ୍ବେ: ବିବାହକୁ ନେଇ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ପ୍ରେମିକ ଆଦିଲ ଖାଁଙ୍କ ହାତ ଧରିବା ପରେ ସେ...

ବଦଳିଲା ‘ଦ କଶ୍ମୀର ଫାଇଲଜ୍‌’ ରେଟିଂ

ମୁମ୍ବାଇ,୧୫।୩: ବିବେକ ଅଗ୍ନିହୋତ୍ରିଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲଜ’ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି। ମାର୍ଚ୍ଚ ୧୧ ତାରିଖରେ ରିଲିଜ ହୋଇଥିବା ଫିଲ୍ମକୁ...

୧୩୪ କୋଟିର ମାଲିକାଣୀ ବିଦ୍ୟା

ମୁମ୍ବାଇ: ନୂଆ ବର୍ଷରେ ଜନ୍ମଦିନ ପାଳିଛନ୍ତି ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ବିଦ୍ୟା ବାଲାନ। ୧୯୭୮ ଜାନୁୟାରୀ ୧ରେ କେରଳରେ ତାଙ୍କର ଜନ୍ମ। ନିଜ ଅଭିନୟ ବଳରେ...

ଆଓ୍ବାର୍ଡ ଶୋରେ ଲୋକଙ୍କ ମଝିରେ ଜୟାଙ୍କୁ ଚୁମ୍ବନ ଦେଇଥିଲେ ଅମିତାଭ, ମଝିରେ ବସିଥିଲେ ପୁଅ

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଇଣ୍ଡଷ୍ଟ୍ରିରେ ପାଦ ଦେବାର ୫୦ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେ ୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ରୁ ବଲିଉଡରେ...

ଗାଧୋଇବାକୁ ଭଲ ପାଆନ୍ତିନି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରତ୍ୟେକ ସମ୍ପର୍କ ପାଇଁ ସେ ଏକ ଭଲ ଉଦାହରଣ।...

ଶକ୍ତି କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରିବାରଲୋକେ ମନା କରିବା ସତ୍ତ୍ୱେ କଲେ ଏପରି, ରାଗିଯାଇ ମା’ ବାପା…

ବଲିଉଡର ପ୍ରସିଦ୍ଧ ଖଳନାୟକଙ୍କ ମଧ୍ୟରୁ ଶକ୍ତି କପୁର ଅନ୍ୟତମ। ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କୁ ଡରାଉଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରେମ କାହାଣୀ...

ବଲିଉଡ୍‌ର ଏହି ୫ ଯୋଡି ନିଜ ସାଥୀଙ୍କୁ ଦେଇଛନ୍ତି ସବୁଠାରୁ ଦାମୀ ଉପହାର

ବଲିଉଡ୍‌ର ଅଧିକାଂଶ କଳାକାର ସେମାନଙ୍କ ଦୟାବାନ ପ୍ରବୃତି ପାଇଁ ବେଶ୍‌ ପରିଚିତ। ସେମାନେ ନିଜ ପ୍ରିୟ ଲୋକଙ୍କ ପ୍ରତି ଭଲପାଇବା ଦେଖାଇବା ପାଇଁ କୌଣସି ସୁଯୋଗକୁ...

Advertisement
Archives

Model This Week