Posted inଜାତୀୟ

କେନ୍ଦ୍ରରେ ଚାଲିଛି ମୋଦି-ଶାହାଙ୍କ ୨ ଜଣିଆ ସରକାର: ରଣଦୀପ୍‌ ସୁରଜେଓ୍ବାଲା

ନୂଆଦିଲ୍ଲୀ, ୨୫।୬: ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ୪୫ ବର୍ଷ ପୂରଣ ଅବସରରେ କଂଗ୍ରେସକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟାର୍ଗେଟ କରିଥିଲେ। କଂଗ୍ରେସ କ୍ଷମତା ହାସଲ ଲାଗି ଏଭଳି କରିଥିବା ଶାହା ଟୁଇଟ୍‌ କରିଥିଲେ। ଏହାର ଜବାବରେ କଂଗ୍ରେସ ପକ୍ଷରୁ ପ୍ରବକ୍ତା ରଣଦୀପ୍‌ ସୁରଜେଓ୍ବାଲା ଟୁଇଟ୍‌ କରି କହିଛନ୍ତି ଯେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶାହାଙ୍କ ୨ ଜଣିଆ ସରକାର ଚାଲିଛି। ଭାଜପା ସବୁବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ନକାରାତ୍ମକ ମନ୍ତବ୍ୟ ଦେବାରେ ଲାଗିଛି। ଏହାର ମୁଖ୍ୟ କାରଣ କ’ଣ ବୋଲି ସୁରଜେଓ୍ବାଲା ପ୍ରଶ୍ନ କରିଛନ୍ତି। ମୋଦି ନିଜ ରାଜନୈତିକ ଗୁରୁ ଏବଂ ସାଥିଙ୍କୁ ଜାଣିଶୁଣି ବାଟରୁ ହଟାଇ ଦେଇ କ୍ଷମତା ଦଖଲ କରିଛନ୍ତି। ମୋଦିଙ୍କ ବାଟରୁ ହଟିଥିବା ଲୋକଙ୍କ ତାଲିକା ବହୁ ଲମ୍ବା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୩,୫୮୬ ଆକ୍ରାନ୍ତ, ୩୩୬ ମୃତ

ନୂଆଦିଲ୍ଲୀ,୧୯।୬ : ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୫୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଦିଲ୍ଲୀ ଦଙ୍ଗାରେ ୧୩ ମୃତ

ନୂଆଦିଲ୍ଲୀ,୨୬ା୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଛି। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୋମବାର ସଂଘର୍ଷ ଘଟି...

ପିଓକେରେ ଭାରତୀୟ ସେନାର ମିନି ସର୍ଜିକାଲ ଷ୍ଟ୍ରାଇକ୍‌: ଧ୍ୱଂସ ହେଲା ଆତଙ୍କବାଦୀ ଶିବିର

ଶ୍ରୀନଗର,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରବିବାର ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀର କୁପଓ୍ବାରାର ତଙ୍ଗଧାର୍‌ ପାକିସ୍ତାନ ଆର୍ମି ଦ୍ୱାରା ଅନୁପ୍ରବେଶ...

ସୋସିଆଲ୍‌ ମିଡ଼ିଆ ରାଜନୀତି: ଅନ୍‌ଲାଇନ୍‌ରେ ମୋଦି ଶକ୍ତିଶାଳୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୩: ସୋସିଆଲ ମିଡ଼ିଆରେ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ପୃଥିବୀର ଶକ୍ତଶାଳୀ ଦେଶର ରାଜନେତା ମାନେ ଉଦ୍ୟମ କରୁଥିବାର ନଜିର ରହିଛି। ସୋସିଆଲ ମିଡ଼ିଆରେ...

କୃଷକଙ୍କୁ ମିଳିବ ୩୦୦୦ ପେନ୍‌ସନ

ରାଞ୍ଚତ୍,୧୩-୯(ପି.ଟି.):କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ଲାଗି ବହୁପ୍ରତୀକ୍ଷିତ ପେନ୍‌ସନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ଠାରେ ଶୁଭାରମ୍ଭ କରିଛନ୍ତି।...

ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶରେ ସଜାଯାଏ…

ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍‌ ଅଞ୍ଚଳରେ ରହିଛି ଏକ ମନ୍ଦିର। ଏଠାରେ ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ। ଏହି ହନୁମାନ...

ଅଯୋଧ୍ୟାରେ ଦୁଇଦିନ ଅଖଣ୍ଡ ରାମାୟଣ ପାଠ ସହ ଘରେ ଘରେ ଜଳିବ ଦୀପ

ଅଯୋଧ୍ୟା,୨୬।୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଲାଗି ସମସ୍ତ ପ୍ରସ୍ତୁତି ଯୋରସୋରରେ ଚାଲିଛି। ସେଠାରେ ଭୂମିପୂଜା ପାଇଁ ଅଗଷ୍ଟ ୪ରେ ସମସ୍ତ ମଠ...

ଲକଡାଉନ୍ ଯୋଗୁ ହୋଇପାରିଲାନି ଚିକିତ୍ସା: ଅନ୍ତିମ ସଂସ୍କାର ପାଇଁ ପିତାଙ୍କ ମୃତଦେହକୁ କାନ୍ଧ ଦେଲେ ୫ କନ୍ୟା

ଲକ୍ଷ୍ନୌ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ଆଲିଗଡ଼ରେ...

Coronavirus Update


Archives

Model This Week

Why Dharitri