ବିବାହ କରିବେ ମିକା ସିଂ: ହଳଦୀ, ମେହେନ୍ଦୀ ପରେ ସରିଲା ସଙ୍ଗୀତ ସମାରୋହ

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ସ୍ବୟମ୍ବର ଶୋ’ ‘ମିକା ଦି ବୋତି’ ମାଧ୍ୟମରେ ଜାତୀୟ ଟିଭିରେ ବର ହେବାକୁ ଯାଉଛନ୍ତି। ଶୋ’ରେ ୩ ଜଣ ଝିଅ ପ୍ରାନ୍ତିକା ଦାସ, ନୀଲ ମେହଲ ଏବଂ ଆକାଂକ୍ଷା ପୁରୀ ଫାଇନାଲିଷ୍ଟ ଅଛନ୍ତି। କିନ୍ତୁ ମିକାଙ୍କର ପୁରୁଣା ବନ୍ଧୁ ଆକାଂକ୍ଷାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି। ନିକଟରେ ଅଭିନେତ୍ରୀ ତାଙ୍କ ମେହେନ୍ଦୀ ଏବଂ ହଳଦୀ ସେରିମନିର ଫଟୋ ଶେୟାର କରିଥିଲେ। ବର୍ତ୍ତମାନ ତାଙ୍କ ସଙ୍ଗୀତ ସେରିମନି ବା ସମାରୋହର ଫଟୋ ସାମ୍ନାକୁ ଆସିଛି। ପ୍ରସିଦ୍ଧ ପଞ୍ଜାବୀ ଗାୟକ ଗୁରୁ ରନ୍ଧାଓ୍ବା ମଧ୍ୟ ମିକା ସିଂଙ୍କ କନସର୍ଟରେ ଯୋଗଦେବାକୁ ଆସିଥିଲେ। ଫଟୋରେ ମିକା, ଆକାଂକ୍ଷା ଏବଂ ଗୁରୁ ରାନ୍ଧଓ୍ବାଙ୍କୁ ଦେଖିବାକୁ ମିଳିଛି।

ସଙ୍ଗୀତରେ ମିକା ଏବଂ ଆକାଂକ୍ଷା ଅନେକ ଗୀତରେ ପରସ୍ପର ସହ ବହୁ ଡ୍ୟାନ୍ସ କରିଥିଲେ। ଏହି ବିଶେଷ ଇଭେଣ୍ଟରେ ଯୋଡ଼ି ପରସ୍ପର ସହିତ ମ୍ୟାଚ୍‌ କରି ଡ୍ରେସ୍‌ ପିନ୍ଧିଥିଲେ। ଜୁଲାଇ ୨୫ରେ ‘ମିକା ଦି ବୋଟି’ ଶେଷ ହେବ। ତେବେ ୩ ଜଣଙ୍କ ମଧ୍ୟରୁ ମିକା ସିଂଙ୍କ କାହାର ହାତ ଧରିବେ ତାହା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅକୁ ପ୍ରଥମଥର ଥର କୋଳରେ ଧରି କାନ୍ଦିଲେ ରଣବୀର

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମପରେ ପିତା ରଣବୀର କପୁର ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଆଲିଆ ଗର୍ଭବତୀ...

ଲକ୍‌ଡାଉନ୍‌ରେ ପ୍ରେମିକା ମିହିକାଙ୍କ ସହ ରାଣାଙ୍କ ନିର୍ବନ୍ଧ, ଛୁଟୁଛି ପ୍ରଶଂସକଙ୍କ ଶୁଭେଚ୍ଛା

ବମ୍ବେ: ମନ ପସନ୍ଦର ସାଥୀଟିଏ ମିଳିଗଲେ ତାକୁ ନିଜର କରିନେବାକୁ ଇଚ୍ଛା ହୁଏ। ଗୋଟିଏ ଦିନ ଗୋଟିଏ ବର୍ଷ ପରି ଲାଗେ। ଏପରି ସମୟରେ ଅପେକ୍ଷାର...

ପରପାରିରେ ଲୋକପ୍ରିୟ ଅଭିନେତା ଖାଲିଦ

ମାଲାୟାଲମ ସିନେମାଜଗତର ଲୋକପ୍ରିୟ ଅଭିନେତା ବିପି ଖାଲିଦଙ୍କର ପରଲୋକ ଘଟିଛି। ସେ ଏକ ଫିଲ୍ମର ଶୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ହୃଦ୍‌ଘାତରେ ତାଙ୍କର...

ଲମ୍ବା ରେସ୍‌ର ଘୋଡ଼ା

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ...

ଭିନ୍ନ ଅନ୍ଦାଜରେ ନଜର ଆସିଲେ ସୁହାନା

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ସେ ବେଶ୍‌ ସକ୍ରିୟ। ସୁହାନାଙ୍କର ମଧ୍ୟ ଫ୍ୟାନ...

ବିଗ୍‌ବସ୍‌ ପରେ ଏବେ ପରଦାରେ ‘ପାହିରା’ ଯୋଡ଼ି

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ଆଉ ଏକ ଯୋଡ଼ି ‘ପାହିରା’। ଅଭିନେତା ପାରସ ଛାବଡା-ମାହିରା ଶର୍ମାଙ୍କ ଯୋଡ଼ି ଏବେ ପରଦାରେ ନଜରକୁ ଆସିବ। ଉଭୟଙ୍କ କିଛି ଫଟୋ...

ଉତ୍ତର ବଦଳରେ ପ୍ରଶଂସକଙ୍କୁ ୧ ଲକ୍ଷ ମାଗିଲେ କାର୍ତ୍ତିକ: ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ର଼୍ୟାନ୍‌ ଫିଲ୍ମ ସମେତ ଫ୍ୟାଶନ ଏବଂ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍‌...

ବଲିଉଡ୍‌ରେ ରବୀନାଙ୍କ ୩୦ ବର୍ଷ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ବଲିଉଡ୍‌ରେ ୩୦ ବର୍ଷ ପୂରା କରିଛନ୍ତି। ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପଥର କେ ଫୁଲ୍‌’ରେ ସେ ପ୍ରଥମଥର କାମ...

Advertisement
Archives

Model This Week