ମୃତଦେହ ଭିତରୁ ମିଳିଲା ପ୍ରେମ କବିତା ନୋଟ୍‌ ବୁକ୍‌…

ବାହାନଗା,୫।୬ : ବାହାନଗା ରେଲଳ ଦୁର୍ଘଟଣାରେ ଯାତ୍ରୀମାନଙ୍କ ଜୋତା ଚପଲ, ଖାଇବା ସାମଗ୍ରୀ, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଟ୍ରାକ ଏବଂ ଏହାର ଚାରିପାଖରେ ପଡ଼ି ରହିଛି। ଏହି ସମୟରେ, ଟ୍ରାକରୁ ଏକ ନୋଟବୁକ ମଧ୍ୟ ମିଳିଛି। ଏଥିରେ କିଛି ଚିତ୍ର ସହିତ ରହିଛି ପ୍ରେମ କବିତା।

ଏହାର ଗୋଟିଏ ପାର୍ଶ୍ୱରେ ଏକ ସୁନ୍ଦର ଚିତ୍ର କରାଯାଇଥିଲା ଏବଂ ଅନ୍ୟ ପଟେ ବଙ୍ଗାଳୀରେ ପ୍ରେମ କବିତା ଲେଖାଯାଇଛି। ଏହି ଦୁର୍ଘଟଣା ଯୋଗୁ ନୋଟବୁକର ପୃଷ୍ଠାଗୁଡ଼ିକ ଚିରି ଯାଇଛି। ତେବେଏଥିରେ ଲେଖାଯାଇଥିବା କବିତାଗୁଡ଼ିକ ସ୍ପଷ୍ଟ ଭାବରେ ପଢ଼ି ହେଉଛି।

ନୋଟବୁକରେ ଲେଖାଯାଇଛି,

ଅଲପୋ-ଅଲପୋ ମେଘ ଥେକେ ହାଲକା ବୃଷ୍ଟି ହୋଏ
ଛୋଟୋ ଛୋଟୋ ଗୋଲ୍ପୋ ଥେକେ ଭାଲୋବାସା ସୃଷ୍ଟି ହୋଏ॥

ଏହାର ଅର୍ଥ- ’ହାଲୁକା ମେଘ ହାଲୁକା ବର୍ଷା ଦିଏ, ଛୋଟ କାହାଣୀ ପ୍ରେମ ସୃଷ୍ଟି କରେ’

 

ଅନ୍ୟ ଏକ ଅସମ୍ପୂର୍ଣ୍ଣ କବିତା ମଧ୍ୟ ଏହି ନୋଟବୁକରେ ରହିଛି, ଯେଉଁଥିରେ ଲେଖାଯାଇଛି,

ଭାଲୋବେସେଇ ଚାଇ ସାରାଖୋନ

ଆଚିସ ତୁଇ ମୋନେର ସାଥେ ।

ଯାହାର ଅର୍ଥ- ’କେବଳ ତୁମେ ପ୍ରେମରେ ଆବଶ୍ୟକ, କେବଳ ତୁମେ ମୋ ମନରେ ଅଛ।’

ଏହି ନୋଟବୁକ ରେ କୌଣସି ଲେଖକଙ୍କ ନାମ ଲେଖାଯାଇ ନାହିଁ। ଏହା ଭାଇରାଲ ହେବା ମାତ୍ରେ ଲୋକମାନେ ସମବେଦନା ଜଣାଇଛନ୍ତି। ତେବେ ଏପର୍ଯ୍ୟନ୍ତ ନୋଟବୁକ ସଂଗ୍ରହ କରିବାକୁ କେହି ଆସିନାହାଁନ୍ତି। ଏହା ଲେଖିଥିବା ବ୍ୟକ୍ତି ଦୁର୍ଘଟଣାରୁ ବଞ୍ଚିଛନ୍ତି ନା ନାହିଁ ତାହା ମଧ୍ୟ ଜଣା ପଡିନାହିଁ। ପୋଲିସ କହିଛି ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ ଆଗକୁ ଆସିନାହାଁନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri