Posted inVideo

ମେ ୫ରୁ ୧୯ ଲକ୍‌ଡାଉନ୍‌

Featured Video Play Icon

ରାଜ୍ୟରେ ଯେଉଁଭଳି ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏଥିରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ଆସନ୍ତା ମେ ୫ ତାରିଖରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ ୫ ବୁଧବାର ସକାଳରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକ୍‌ଡାଉନ୍ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଭିଭାଷଣରେ ରାଷ୍ଟ୍ରପତି...

Featured Video Play Icon

ସତ୍ୟନଗର ସିଲ୍

ଭୁବନେଶ୍ୱରର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ।

Featured Video Play Icon

ଭାରତୀ ଓ ହର୍ଷ ଗିରଫ

ଆଜିର ଏପିସୋଡରେ ଦେଖିବା * ଏନସିବି ଟାର୍ଗେଟରେ ଭାରତୀ ସିଂହ, ‘ପଠାନ’ ଫିଲ୍ମର ସୁଟିଂ ଆରମ୍ଭ କଲେ କିଙ୍ଗ ଖାନ୍ * କେବେ ରିଲିଜ ହେବ...

Featured Video Play Icon

ବାବୁ ମହଲ: ରାକ୍ଷୀ | Babu Mahal #44: ‘Rakhi’

‘ରାକ୍ଷୀ ପୂର୍ଣ୍ଣିମା’ କେବଳ ଏକ ପର୍ବ ନୁହେଁ, ଏହା ଭାଇ ଭଉଣୀ ମଧ୍ୟରେ ସ୍ନେହ ଓ ଭଲ ପାଇବାର ଦିନ। ତେବେ ସମାୟାନୁକ୍ରମେ ଆଜିର ଆଧୁନିକତା...

Featured Video Play Icon

CITU demonstrates in front of collector’s office

Members of Centre of Indian Trade Unions (CITU) demonstrate in front of Balasore district collector’s office highlighting several demands...

Featured Video Play Icon

ଖୋଲିଲା ମାର୍କେଟ ବିଲ୍ଡିଂ

ଲକଡାଉନ ୪.୦ରେ ସରକାର କିଛିଟା କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି । ସେହି ଅନୁସାରେ ଭୁବନେଶ୍ବରର ମାର୍କେଟ ବିଲ୍ଡିଂ ମଧ୍ୟ ଖୋଲିଛି । ମାର୍କେଟ ସନ୍ଧ୍ୟା...

Featured Video Play Icon

ମଡେଲ ମିରର

Model Mirror: Photography | Studio Dharitri | Dharitri Live For the first time in the state, Odisha’s popular newspaper...

Featured Video Play Icon

କିଏ ହେବ ପିପିଲି ବାଜିଗର | Pipili Byelection | Dharitri Live

ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ବେଶ୍ ଜୋରଦାର ପ୍ରଚାର ଚଳାଇଛନ୍ତି ୩ ରାଜନୈତିକ ଦଳ। ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଆସ୍ଥା...

Advertisement
Archives

Model This Week