Posted inଜାତୀୟ

ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଯୋଗୁ କାୟା ମେଲାଉଛି କରୋନା

କୋଲକାତା,୨୧।୩ : ଦେଶରେ କୋଭିଡ୍‌-୧୯ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ରୋକିବା ପାଇଁ ଲୋକଙ୍କୁ ଉଚିତ ମାନସିକତା ଆପଣେଇବା ସହ ଶୀଘ୍ର ଭାକ୍ସିନ ନେବାକୁ ପଡ଼ିବ। ନ ହେଲେ କରୋନା ପୁଣି ଥରେ ସାଙ୍ଘାତିକ ରୂପ ନେବ। ଏହା କହି ଚେତାଇ ଦେଇଛନ୍ତି ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ମୁଖ୍ୟ ଡ. ରନଦୀପ ଗୁଲେରିଆ।

ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଓ ଭାଇରସର ନୂଆ ଭାରିଆଣ୍ଟ ବର୍ତ୍ତମାନ କରୋନାର ବୃଦ୍ଧି ପାଇଁ ଦାୟୀ। ମହମାରୀ ଶେଷ ହୋଇଯାଇଥିବା ବର୍ତ୍ତମାନ ଲୋକେ ଭାବୁଛନ୍ତି। କାରଣ ଭାକ୍ସିନ ଉପଲବ୍ଧ ହୋଇଗଲାଣି। ଏଣୁ ସେମାନେ ମାସ୍କ ପିନ୍ଧୁ ନାହାନ୍ତି। ଆଉ ବଡ଼ ସଂଖ୍ୟାରେ ଏକତ୍ରିତ ହେଉଛନ୍ତି। ବହୁ ଇଭେଣ୍ଟ ଏବେ ସୁପର ସ୍ପ୍ରେଡିଂ ଇଭେଣ୍ଟ ପାଲଟିଛି ବୋଲି ଡ. ଗୁଲେରିଆ ଏକ ସାକ୍ଷାତ୍‌କାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦ ନ ଚଳାଇ ଦେବା ଲୋକତନ୍ତ୍ର, ଜନତାଙ୍କ ଅପମାନ: ମୋଦି

ନୂଆଦିଲ୍ଲୀ,୩ ।୮: ସଂସଦ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଥିଲା । ଏଥିରେ ସଂସଦୀୟ...

ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ: କ୍ଷମା ମାଗିଲେ ଆଜମ୍‌ ଖାଁ

ନୂଆଦିଲ୍ଲୀ,୨୯।୭: ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାଁ ଭାଜପା ଏମ୍‌ପି ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ତେବେ ସୋମବାର ଲୋକସଭାରେ ଗୃହର ସାଧାରଣ କାର୍ଯ୍ୟ...

କେନ୍ଦ୍ରକୁ ଟାର୍ଗେଟ, ଭାଜପା ପ୍ରତି ନରମ

ନୂଆଦିଲ୍ଲୀ,୧୪ା୨: ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଅଭୂତପୂର୍ବ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। କେନ୍ଦ୍ରର ନୀତିଗୁଡ଼ିକୁ ନେଇ...

ଲୋକଙ୍କ ସୁଖଦୁଃଖ ବୁଝୁଥିବା ଜଣେ କ’ଣ ହୋଇପାରେ ଆତଙ୍କବାଦୀ: କେଜରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି କହିଥିବା ଭାଜପା ନେତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଝିଅ ହର୍ଷିତା। ସେ...

ଜାମିଆ ହିଂସାକୁ ନେଇ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀର ଜାମିଆ ନଗରଠାରେ ରବିବାର ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୋଲିସ ଓ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।...

୧ ଲକ୍ଷ ଛାତ୍ରୀ-ଛାତ୍ରଙ୍କୁ ମାଗଣାରେ ମୋବାଇଲ-ଲ୍ୟାପଟପ ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୫ ।୧୨: ଉତ୍ତର ପ୍ରଦେଶ ସରକାରଙ୍କ ଫ୍ରି ଲ୍ୟାପଟପ ଓ ସ୍ମାର୍ଟଫୋନ ସ୍କିମ ୨୦୨୧ର ଶୁଭାରମ୍ଭ ଶନିବାର କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବତନ...

ସୁପ୍ରିମକୋର୍ଟ ରାୟ ନ ଆସିବା ପର୍ଯ୍ୟନ୍ତ ହୋଇ ନ ପାରେ ଆସ୍ଥା ଭୋଟ: ସିଦ୍ଧରମେୟା

ବେଙ୍ଗାଲୁରୁ,୨୨।୭: କର୍ନାଟକର ରାଜନୈତିକ ସଙ୍କଟ ବେଳକୁ ବେଳ ନୂଆ ମୋଡ ନେଉଛି। ବାଚସ୍ପତି କେ ଆର୍‌ ରମେଶ କୁମାର କୁମାରସ୍ବାମୀ ସରକାରଙ୍କୁ ଶୀଘ୍ର ଆସ୍ଥା ଭୋଟ...

ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି ମୋଦି: ରାହୁଲ

ଥିରୁଭାନନ୍ତପୁରମ୍‌,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟରେ ଗଠନ ହୋଇଥିବା ନିର୍ବାଚିତ ସରକାରଙ୍କୁ ଭାଙ୍ଗୁଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି କଂଗ୍ରେସ ପକ୍ଷରୁ...

Advertisement
Archives

Model This Week