Posted inଜାତୀୟ

ବିଚାରପତିଙ୍କୁ ହତ୍ୟା ମାମଲା, ଜାଣି ଅଟୋ ଦେଇଥିଲା ଧକ୍କା, ସିବିଆଇ ରିପୋର୍ଟ..

ରାଞ୍ଚି,୨୩।୯: ଝାଡ଼ଖଣ୍ଡର ବିଚାରପତି ଉତ୍ତମ ଆନନ୍ଦଙ୍କୁ ଜୁଲାଇରେ ହତ୍ୟା କରାଯାଇଥିଲା। ସେ ମର୍ନିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏହାର ଯାଞ୍ଚ୍‌ କରି ସିବିଆଇ ଟିମ୍‌ ପକ୍ଷରୁ ଗୁରୁବାର ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଉତ୍ତମଙ୍କୁ ଜାଣିଶୁଣି ଅଟୋ ଧକ୍କାଦେଇଛି।

ସିବିଆଇ ପକ୍ଷରୁ ସିସିଟିଭି ଫୁଟେଜ୍‌, ଥ୍ରୀ-ଡି ଆନାଲିସିସ୍‌ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମୁମ୍ବାଇ, ଦିଲ୍ଲୀ, ଗୁଜରାଟର ଗାନ୍ଧିନଗର ଆଦିରୁ ସିବିଆଇର ୪ ଭିନ୍ନ ଭିନ୍ନ ଫେରୋନସିକ୍‌ ଟିମ୍‌ ଏହି ଘଟଣାର ପ୍ରମାଣ ଯାଞ୍ଚ୍‌ କରିଛନ୍ତି। ତଥ୍ୟ ଆଧାରରେ ସିବିଆଇ ଟିମ୍‌ ପକ୍ଷରୁ ଏଭଳି ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ,ଏହି ମାମଲାରେ ଅଟୋ ଚାଳକ ଲଖନ ବର୍ମା ଏବଂ ହେଲ୍‌ପର୍‌ ରାହୁଲ ବର୍ମାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସାମ୍ନାକୁ ଆସିଲା ଲାଲୁଙ୍କ ପାରିବାରିକ ଡ୍ରାମା

ପାଟନା,୧୬।୧୨: ଘରୋଇ କଳିକୁ ନେଇ ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ ସମସ୍ୟାର ଅନ୍ତ ଘଟୁନାହିଁ। ରବିବାର ପାଟନାରେ...

ବଢୁଛି ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ର ଶୀର୍ଷରେ…

ନୂଆଦିଲ୍ଲୀ, ୧୮।୪ : ଦେଶରେ ଏଚ୍‌ଆଇଭି ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏହାପଛକୁ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ...

ରାମମନ୍ଦିର ଆନ୍ଦୋଳନର ୪ ମହାରଥୀ ଏବେ ରାଜନୀତିରୁ ଦୂରରେ

ନୂଆଦିଲ୍ଲୀ, ୪।୮: ରାମମନ୍ଦିରର ଭୂମି ପୂଜନ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି। ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଭୂମି ପୂଜନ କାର୍ଯ୍ୟର ଶୁଭାରମ୍ଭ...

ଭାରତ ବନ୍ଧୁତାକୁ ସମ୍ମାନ ଦେବା ସହିତ ଆଖିରେ ଆଖି ମିଶାଇ ଜବାବ ବି ଦେଇପାରେ: ମୋଦି

ନୂଆଦିଲ୍ଲୀ, ୨୮।୬: ଭାରତ ବନ୍ଧୁତାକୁ ସମ୍ମାନ ଦେଇଥାଏ। ସେହିପରି ଆବଶ୍ୟକ ପଡ଼ିଲେ ଆଖିରେ ଆଖି ମିଶାଇ ଜବାବ ଦେବାକୁ ବି ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଟ୍ରେନରୁ ଉଦ୍ଧାର ହେଲା ୭ ଶାଗୁଣା

ଭୋପାଳ,୨୧।୧: ମଧ୍ୟପ୍ରଦେଶ ପୋଲିସ ଗୁରୁବାର ଖାଣ୍ଡଓ୍ବା ଜିଲାରୁ ଏକ ଆନ୍ଥଃ ରାଜ୍ୟ ଶାଗୁଣା ଚୋରାଚାଲାଣ ର଼୍ୟାକେଟ ଉପରୁ ପର୍ଦାଫାଶ କରିଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ୬୦...

ଖୋଲା ସ୍ଥାନରେ ବିବାହ , ଅନ୍ୟ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୨୮ ।୯: କରୋନା ମହାମାରୀ ସଂକ୍ରମର ଯୋଗୁ ସାରା ଦେଶରେ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ବେଳକୁ ବେଳ...

ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆ ଆବିଷ୍କୃତ

ନୂଆଦିଲ୍ଲୀ,୧୧-୧୦(ପି.ଟି.):ଭାରତୀୟ ବୈଜ୍ଞାନିକମାନେ ଗ୍ରେଟର ନଏଡାର ଆର୍ଦ୍ରଭୂମିରୁ ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆର ସନ୍ଧାନ ପାଇଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବେ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିଥିବାବେଳେ...

ପ୍ରମାଣ ବିନା କେବଳ ଅଭିଯୋଗକୁ ନେଇ କାହାକୁ ଗିରଫ କରାଯାଇ ପାରିବ ନାହିଁ: ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନø,୮ ।୧୦: ଲକ୍ଷ୍ମୀପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିବାରେ ସଫଳ ହୋଇନାହିଁ । ମାମଲାକୁ ନେଇ...

Advertisement
Archives

Model This Week