Posted inଜାତୀୟ

ବିଚାରପତିଙ୍କୁ ହତ୍ୟା ମାମଲା, ଜାଣି ଅଟୋ ଦେଇଥିଲା ଧକ୍କା, ସିବିଆଇ ରିପୋର୍ଟ..

ରାଞ୍ଚି,୨୩।୯: ଝାଡ଼ଖଣ୍ଡର ବିଚାରପତି ଉତ୍ତମ ଆନନ୍ଦଙ୍କୁ ଜୁଲାଇରେ ହତ୍ୟା କରାଯାଇଥିଲା। ସେ ମର୍ନିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏହାର ଯାଞ୍ଚ୍‌ କରି ସିବିଆଇ ଟିମ୍‌ ପକ୍ଷରୁ ଗୁରୁବାର ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଉତ୍ତମଙ୍କୁ ଜାଣିଶୁଣି ଅଟୋ ଧକ୍କାଦେଇଛି।

ସିବିଆଇ ପକ୍ଷରୁ ସିସିଟିଭି ଫୁଟେଜ୍‌, ଥ୍ରୀ-ଡି ଆନାଲିସିସ୍‌ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମୁମ୍ବାଇ, ଦିଲ୍ଲୀ, ଗୁଜରାଟର ଗାନ୍ଧିନଗର ଆଦିରୁ ସିବିଆଇର ୪ ଭିନ୍ନ ଭିନ୍ନ ଫେରୋନସିକ୍‌ ଟିମ୍‌ ଏହି ଘଟଣାର ପ୍ରମାଣ ଯାଞ୍ଚ୍‌ କରିଛନ୍ତି। ତଥ୍ୟ ଆଧାରରେ ସିବିଆଇ ଟିମ୍‌ ପକ୍ଷରୁ ଏଭଳି ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ,ଏହି ମାମଲାରେ ଅଟୋ ଚାଳକ ଲଖନ ବର୍ମା ଏବଂ ହେଲ୍‌ପର୍‌ ରାହୁଲ ବର୍ମାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଆଇନ ବ୍ୟବସ୍ଥାକୁ ନେଇ ଖପ୍ପା ଗିରିରାଜ

ପାଟନା,୨୯।୧୦: ବିହାରରେ ବଢ଼ୁଥିବା ଅପରାଧକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଗରିରାଜ ସିଂହ ମଙ୍ଗଳବାର ବିହାର ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହ ସେ...

ଶନିବାର ୩ କୋଭିଡ ଭାକ୍ସିନ କେନ୍ଦ୍ର ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୩ଟି ଭାକ୍ସିନ ବିକାଶ କେନ୍ଦ୍ରକୁ ଗସ୍ତ କରିବେ। ଏହି ସମୟରେ ସେ ପୁନେ, ଅହମ୍ମଦାବାଦ ଓ ହାଇଦ୍ରାବାଦ...

ନଭେମ୍ବର ୯ରେ ସରିବ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ: ୬ ଦିନ ମଧ୍ୟରେ ସରକାର ଗଠନ ନ ହେଲେ ହେବ ରାଷ୍ଟ୍ରପତି ଶାସନ ଜାରି !

ମୁମ୍ବାଇ,୩।୧୧: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକରେ ଘୋଡ଼ା ଛୁଟୁଛି। ସରକାର ଗଠନ ପାଇଁ ଶିବସେନା-ଭାଜପା ମଧ୍ୟରେ ଭିଡ଼ା ଓଟରା ଜାରି ରହିଛି। ତେବେ ଆଉ ୬ ଦିନ...

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଏବେ ଆଣିବାର ଯୋଜନା ନାହିଁ, ରାଜ୍ୟ ସଭାରେ ଉତ୍ତର…

ନୂଆଦିଲ୍ଲୀ, ୧୯।୭ : ସାରା ଦେଶରେ ବଢୁଥିବା ଜନସଂଖ୍ୟାକୁ କିପରି ରୋକାଯାଇପାରିବ ସେନେଇ ବିତର୍କ ମଧ୍ୟରେ ସରକାର ଆଗାମୀ ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ...

ଦେଶରେ ବଡ ଉଦ୍ୟୋଗରେ ପରିଣତ ହୋଇଛି ଶିକ୍ଷା, ଶିକ୍ଷାର୍ଥୀ ଯାଉଛନ୍ତି ୟୁକ୍ରେନ୍‌, ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୩୧।୫ : ଶିକ୍ଷା ଦେଶରେ ଏକ ବଡ ଉଦ୍ୟୋଗରେ ପରିଣତ ହୋଇଛି। ଏହି କାରଣରୁ, ଶିକ୍ଷା ବ୍ୟୟ ବହୁଳ ହେବାରେ ଲାଗିଛି। ଫଳରେ ଯେଉଁ...

ସାଙ୍ଗରେ ଛୁରୀ ନେଇ ସଂସଦରେ ପହଞ୍ଚିଲେ ରାମ ରହିମଙ୍କ ସମର୍ଥକ

ନୂଆଦିଲ୍ଲୀ,୨।୯: ଦିଲ୍ଲୀ ସଂସଦ ଭବନରେ ସୋମବାର ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି। ଯୁବକ ଜଣକ ସାଙ୍ଗରେ ଛୁରୀ ଧରି ରାମ ରହିମଙ୍କ ନାରା...

ପୋଲିସ ଘରେ ଚୋରି କରି ଚିଠି ଛାଡ଼ିଗଲା ଚୋର

ଭିଣ୍ଡ,୬।୭: ମଧ୍ୟପ୍ରଦେଶର ଭିଣ୍ଡ ସହରର ଜଣେ ପୋଲିସଙ୍କ ଘରୁ ମୂଲ୍ୟବାନ ସାମଗ୍ରୀ ଚୋରି କଲା ପରେ ଏକ ଚିଠି ଛାଡ଼ି ଯାଇଛି ଚୋର। ଉକ୍ତ ଚିଠିରେ...

ପାକିସ୍ତାନର ଷଡ଼ଯନ୍ତ୍ର: ଅମୃତସରରୁ ମିଳିଲା ଗ୍ରେନେଡ, ଗୁଳି-ଟିଫିନ ବୋମା

ଅମୃତସର,୯।୮: ପାକିସ୍ତାନ ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନାହିଁ। ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରି ଚାଲିଛି। ସୀମା ଜରିଆରେ ସେ ନିଜ ସାଥୀଙ୍କ...

Advertisement
Archives

Model This Week