ଜାହ୍ନବୀଙ୍କ ଭିନ୍ନ ଲୁକ୍‌

ମୁମ୍ବଇ:ବଲିଉଡ୍ ନାୟିକା ଜାହ୍ନବୀ କପୁର ନିଜ କ୍ୟୁଟନେସ୍ ପାଇଁ ତାଙ୍କ ଫ୍ୟାନ୍ସଙ୍କ ପାଖେ ଯେତିକି ପରିଚିତ ବେଳେ ବେଳେ ତାଙ୍କ ବୋଲ୍ଡ ଲୁକ୍ ବି ହୋସ୍ ଉଡାଇଥାଏ ୟଙ୍ଗ ଅଡିଅନ୍ସଙ୍କର । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ବିଶେଷ ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଟୋ ଶେୟାର କରିବାକୁ ଯେମିତି ଆଦୌ ଭୁଲନ୍ତି ନାହିଁ । ନିକଟରେ ହ୍ୱାଇଟ ଆଉଟ ଫିଟ୍‌ରେ ଜାହ୍ନବୀ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି । ଏଥର ଜାହ୍ନବୀ ଡେନିମ ଜ୍ୟାକେଟ ସହ ସ୍ପୋର୍ଟସ ଇନର୍‌ରେ ନଜର ଆସିଛନ୍ତି । ଏମିତି ଡ୍ରେସରେ ସେ ଫଟୋ ପୋଜ ଦେଉଥିବା କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଫଟୋ ସହ ସେ ଏକ ହାର୍ଟ ଇମୋଜି ବି ଦେଇଛନ୍ତି । ଆଉ ଏହାକୁ ଦେଖି ତାଙ୍କ ପ୍ରଶଂସକ ଖୁବ୍ କମେଟ୍ ବି କରୁଛନ୍ତି । ଆଉ ନାୟିକାଙ୍କ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ମାତ୍ର ଘଣ୍ଟାରେ ଏହି ଫଟୋକୁ ପାଖାପାଖି ୪ ଲକ୍ଷ ଭ୍ୟୁଜ ମିଳି ସାରିଛି । ଏହି ଫଟୋ ଦେଖି କେତେଜଣ ସେଲିବ୍ରିଟି ବି ଜାହ୍ନବୀଙ୍କର ଖୁବ୍ ପ୍ରଶଂସା କରିଛନ୍ତି । ଏବେ ଲକ୍‌ଡାଉନ ଚାଲିଥିବାରୁ ଅଭିନେତ୍ରୀ ବନ୍ଧୁ ମେଳରେ ସମୟ କାଟୁଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜି ହେଲେ ତମନ୍ନା

ପ୍ରଥମେ ଏହି ଫିଲ୍ମଟି ସାଇନ୍‌ କରିବାକୁ ସେ ଅମଙ୍ଗ ହେଉଥିଲେ। ସେ ଭାବୁଥିଲେ ଯେ ତାଙ୍କ ଭୂମିକାଟି ଆହୁରି ଦମ୍‌ଦାର ହେଲେ ଭଲ ହୁଅନ୍ତା। ଯାହାହେଉ...

ଏବେ ବିବାହ କରିବେ ନାହିଁ ଆଲିଆ!

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଚାଲିଛି । ହେଲେ ବିବାହ...

ଫାର୍ମହାଉସରେ ଫସଲ ଅମଳ କଲେ ଭାଇଜାନ୍‌, ଫଟୋ ଭାଇରାଲ

ମୁମ୍ବାଇ : ଆଜିକାଲି ପରିବାର ସଦସ୍ୟ ଏବଂ କଥିତ ପ୍ରେମିକା ଲୁଲିଆ ବନ୍ତୁରଙ୍କ ସହ ନିଜ ଫାର୍ମହାଉସରେ ସମୟ ଅତିବାହିତ କରୁଛନ୍ତି ଭାଇଜାନ୍‌। ଏଠାରେ ତିନୋଟି...

ମାଆ ହେବେ ବିପାଶା!

ମୁମ୍ବାଇ: ବଲିଉଡରେ ଏବେ ପ୍ୟାରେଣ୍ଟହୁଡକୁ ନେଇ ଖୁବ୍ ଚର୍ଚ୍ଚା । ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଘରକୁ କୁନି ଅତିଥି ଆସୁଥିବା ବେଳେ ଏବେ ଏଥିରେ...

ଧନୀ ମନ୍ଦିରଗୁଡ଼ିକ ସୁନା ଦାନ କରନ୍ତୁ କହି ଟ୍ରୋଲ୍‌ ହେଲେ ଫିଲ୍ମନିର୍ମାତା

ବମ୍ବେ: ସାରା ବିଶ୍ୱ ଏବେ କରୋନା କବଳରେ। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ...

‘ମେମୋରିଆଲାଇଜ୍ଡ’ ହେଲା ଅଭିନେତା ଇରଫାନ୍‌ଙ୍କ ଆକାଉଣ୍ଟ

ବମ୍ବେ: ନୂତନ ବର୍ଷ ନୂଆ ଉଦ୍ଦିପନା ନେଇ ଆସେ। ଅନେକ ନୂଆ ବର୍ଷକୁ ନେଇ ନାନାଦି ଯୋଜନା କରିଥାନ୍ତି। ହେଲେ ଚଳିତ ୨୦୨୦ ଅନେକ କିଛିକୁ...

‘ପୁଷ୍ପା’ ଫିଲ୍ମ ଗୀତ ନୁହେଁ, ଏହି ଗୀତରେ ନାଚି ସମସ୍ତଙ୍କ ହୃଦୟ ଜିତିଲେ ଅଲ୍ଲୁ ଅର୍ଜୁନଙ୍କ କୁନି ଝିଅ

ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ସୁପରଷ୍ଟାର ହୋଇଯାଇଛନ୍ତି। ସାଧାରଣ ଯୁବକମାନଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଫିଲ୍ମକୁ ପସନ୍ଦ...

ଏହି କାରଣରୁ ଏ.ଆର ରେହମାନଙ୍କ ଲାଇଭ ପରଫର୍ମକୁ ମଝିରୁ ବନ୍ଦ କଲା ପୋଲିସ

ମୁମ୍ବାଇ: ଓସ୍କାର ବିଜେତା ଗାୟକ ତଥା ସଂଗୀତ ରଚନା ଏ.ଆର ରେହମାନଙ୍କର କୌଣସି ପୃଥକ ପରିଚୟର ଆବଶ୍ୟକତା ନାହିଁ । ତାଙ୍କର ଚମତ୍କାର ଗୀତ ପାଇଁ...

Advertisement
Archives

Model This Week