ଦେଖାଯାଉଛି କି ବ୍ଲାକ୍‌ହେଡଶ୍‌ ସମସ୍ୟା

ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ତ୍ୱଚା ସମସ୍ୟା ଦେଖାଯାଉଛି। ଏହା ମଧ୍ୟରୁ କଳାଦାଗ ବା ବ୍ଲାକ୍‌ହେଡଶ୍‌ ଅନ୍ୟତମ। ଯେତେବେଳେ ତ୍ୱଚା ତେଲିଆ, ବ୍ୟାକ୍ଟେରିଆ ଏବଂ ଡେଡ୍‌ ସ୍କିନ୍‌ ସମସ୍ୟା ଲାଗି ସେଲ୍‌ ବନ୍ଦ ହୋଇଯାଇ ବ୍ଲାକ୍‌ହେଡସ୍‌ ହୋଇଥାଏ। ଏହି ସମସ୍ୟା ଅଧିକ ତେଲିଆ ତ୍ୱଚାବିଶେଷ ଲୋକଙ୍କଠାରେ ଦେଖାଦେଇଥାଏ। ଏହା ନାକରେ ନଜର ଆସୁଥିବା ବେଳେ ପୁରା ଚେହେରାକୁ ଖରାପ କରିଥାଏ। ମାତ୍ର ଏହାକୁ ନେଇ ଡରିବା ବା ଚିନ୍ତା କରିବା କୌଣସି କାରଣ ନାହିଁ। ଘରୋଇ ଉପାୟରେ ଆପଣ ଏହାକୁ ମଧ୍ୟ ଦୂର କରିପାରିବେ। ଜାଣନ୍ତୁ ଏ ସମ୍ପର୍କରେ….

ଟୁଥ୍‌ବ୍ରଶରେ କିଛି ପେଷ୍ଟ ଲଗାଇ ହାଲ୍‌କା ଭାବରେ ନାକରେ ଘଷନ୍ତୁ। ଯେପରି ଆପଣ ଦାନ୍ତ ଘଷିଥାନ୍ତି। ୫ ମିନିଟ୍‌ ପରେ ନଖ ଉଷୁମ ପାଣିରେ ନାକ ଧୋଇ ଦିଅନ୍ତୁ। ଦେଖିବେ ଏହି ସମସ୍ୟା ଆପଣଙ୍କର ଆଉ ନଥିବ।

ନ ଚେତ୍‌ ଅଳ୍ପ ଲେମ୍ବୁରସ ଉକ୍ତ ସ୍ଥାନରେ ଲଗାଇ ମସାଜ୍‌ କରିବା ପରେ କିଛି ଲୁଣ ଉକ୍ତସ୍ଥାନରେ ଘଷନ୍ତୁ । ୧୦ ମିନିଟ୍‌ ପରେ ଗରମ ପାଣିରେ ଧୋଇଦିଅନ୍ତୁ।

ଅଳ୍ପ ଚିନିରେ କିଛି ଲେମ୍ବୁରସ ମିଶାଇ ଏହାକୁ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ତାହାକୁ ନାକରେ ହାଲ୍‌କା ଭାବରେ ଘସନ୍ତୁ। ପରେ ଶୁଖିଗଲା ପରେ ଏକାକୁ ଏକ ସୂତା କପଡ଼ାରେ ପୋଛିଦିଅନ୍ତୁ।

ଅଳ୍ପ ବେସନରେ କିଛି କ୍ଷୀର ଓ ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ନାକରେ ଘସନ୍ତୁ ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଦେଖିବେ ବ୍ଲାକ୍‌ହେଡଶ୍‌ ସମସ୍ୟା ଆଉ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri