Posted inଜାତୀୟ

ଟିଭି ଚ୍ୟାନେଲରେ ବିଚାରାଧୀନ ମାମଲା ଉପରେ ବିତର୍କ ଯୁକ୍ତିଯୁକ୍ତ କି ? ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧।୭ : ଜ୍ଞାନବାପି ବିଚାରାଧୀନ ମାମଲା ପ୍ରସଙ୍ଗରେ ଟିଭି ଚ୍ୟାନେଲ ବିତର୍କ କରାଯିବା ଯୁକ୍ତି ଯୁକ୍ତ କି ବୋଲି ସୁପ୍ରିମ୍‌କୋର୍ଟ (ଏସ୍‌ସ)ଶୁକ୍ରବାର ପ୍ରଶ୍ନ କରିଛନ୍ତି। ନୂପୁର ଶର୍ମା ମାମଲାର ବିଚାର ସମୟରେ ଶୀର୍ଷକୋର୍ଟ ଏଭଳି କହିଛନ୍ତି।

ଏହାଦ୍ୱାରା ଦେଶ ତଥା ବିଦେଶରେ ଆଶାନ୍ତି ସୃଷ୍ଟି ହୋଇଛି ବୋଲି ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେବି ପାରଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି। ଏନେଇ ୧୬ଟି ଇସଲାମିକ୍‌ ଦେଶକୁ ଭାରତ ଉତ୍ତର ଦେଇଛି।

ଟାଇମ୍ସ୍‌ ନାଓ ଟିଭି ଚ୍ୟାନେଲର ଏହି କାର୍ଯ୍ୟକ୍ରମର ଆଙ୍କର ନାଭିକା କୁମାର ଥିଲେ। ଟିଭି ଚ୍ୟାନେଲର ଏହି କାର୍ଯ୍ୟକ୍ରମରେ ନୂପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟ ଦେଶରେ ନିଆଁ ଲଗାଇଛି। ଟିଭି ଚ୍ୟାନେଲରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିତର୍କ କରିବା ଯୋଗୁ ବଡ଼ ବିବାଦ ସୃଷ୍ଟି ହୋଇଥିବା ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ବୋରିସ୍‌

ନୂଆଦିଲ୍ଲୀ, ୧୪ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି। ଭାରତ-ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ଚୁକ୍ତିର ୨୬ ଚାପ୍ଟର...

ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କରର ୩ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୬: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫତା ମିଳିଛି । ସୁରକ୍ଷାର୍କମୀଙ୍କ ଆକ୍ରମଣରେ ସେଠାରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।...

ଓ୍ବାଜୁଖାନା ସିଲ୍‌ ପରେ କଡ଼ା ସୁରକ୍ଷାରେ ହେଲା ନମାଜ ପାଠ

ବାରାଣସୀ,୨୧।୫: ଜ୍ଞାନବାପି ମସ୍‌ଜିଦ ସର୍ଭେ ରିପୋର୍ଟରେ ସେଠାରେ ହିନ୍ଦୁ ଦେବଦେବୀଙ୍କ ଭଗ୍ନାବଶେଷ, ତ୍ରିଶୂଳ ଓ ସ୍ବସ୍ତିକ ଚିହ୍ନ ରହିଥିବା ଜଣାପଡ଼ିବା ପରେ ବିବାଦ ବଢ଼ିଛି। ଫଳରେ...

ଆଲୋଚନା ବିଫଳ ହେଲେ ଆନ୍ଦୋଳନ ଜୋରଦାର

ନୂଆଦିଲ୍ଲୀ,୧।୧: ରାଜଧାନୀର ସିଙ୍ଗୁ ସୀମା ବିକ୍ଷୋଭ ସ୍ଥଳରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ ତାରିଖରେ କେନ୍ଦ୍ର...

କଇଁଚିରେ କାଟି ଦେଲେ ମହିଳାଙ୍କ ବେକ

ନୂଆଦିଲ୍ଲୀ,୧୪।୧: ଉତ୍ତରପୂର୍ବ ଦିଲ୍ଲୀରେ ଲୁଟ ବେଳେ ୫୨ ବର୍ଷୀୟ ମହିଳାଙ୍କ ବେକକୁ କଇଁଚିରେ କାଟି ଦେଇଥିଲେ। ତା’ ପରେ ପୀଡ଼ିତାଙ୍କ ମୁଣ୍ଡକୁ ଇଟା ଆକ୍ରମଣ କରି...

ସେନାକୁ ଅସ୍ତ୍ର ବ୍ୟବହାର ସ୍ବାଧୀନତା

ନୂଆଦିଲ୍ଲୀ,୨୨ା୬(ପି.ଟି./ଆଇଏଏନ୍‌ଏସ୍‌) : ସମୟ ସହ ତାଳ ଦେଇ ପରିବର୍ତ୍ତିତ ପରିସ୍ଥିତିରେ ଆଭିମୁଖ୍ୟ ବଦଳାଇଛି ଭାରତ। ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ୨୦ ଭାରତୀୟ...

୬ରେ ଆସୁଛି ଆଉ ଏକ ଲଘୁଚାପ

ନୂଆଦିଲ୍ଲୀ,୨।୯: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୬ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭାରତୀୟ...

ମଦୁରାଇରେ ଚଣ୍ଡିଗଡ଼ ଘଟଣାର ପୁନରାବୃତ୍ତି: ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ପ୍ରେମିକଙ୍କ ପାଖକୁ ପଠାଉଥିଲେ ପ୍ରେମିକା

ମଦୁରାଇ,୨୭ ।୯: ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଓ ତାଙ୍କ ପ୍ରେମିକାଙ୍କୁ ପୋଲିସ ଗିରଫ କରିଛି...

Advertisement
Archives

Model This Week