Posted inଜାତୀୟ

ସିନ୍ଧୁ ଜଳ ଚୁକ୍ତି, ଭାରତ ଆସିବେ ପାକିସ୍ତାନ ପ୍ରତିନିଧି ଦଳ…

ନୂଆଦିଲ୍ଲୀ, ୨୮।୫ :ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ ଆଲୋଚନା କରିବେ। ଏହି ବୈଠକରେ ବନ୍ୟା ପରିସ୍ଥିତି ଏବଂ ସିନ୍ଧୁ ଜଳ ଉପରେ ସ୍ଥାୟୀ ଆୟୋଗର ବାର୍ଷିକ ରିପୋର୍ଟ ଉପରେ ଉଭୟ ପକ୍ଷ ଆଲୋଚନା କରିବେ ବୋଲି କୁହାଯାଉଛି।

ଏଥି ସହିତ ୧୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପାକୁଲ ଡୁଲ ଜଳ ବିଦ୍ୟୁତ୍‌ ଯୋଜନା ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇପାରେ।

ସିନ୍ଧୁ ଜଳ ଚୁକ୍ତି ନେଇ ଦୁଇ ଦେଶ ମଧ୍ୟରେ ଏହା ୧୧୮ ତମ ଦ୍ୱିପାକ୍ଷିକ ବୈଠକ ହେବ ବୋଲି ପାକିସ୍ତାନର ସିନ୍ଧୁ ଜଳ କମିଶନର ସୟଦ ମେହେର ଅଲି ଶାହା କହିଛନ୍ତି।

ଏହାପୂର୍ବରୁ ୨୦୨୨ ମାର୍ଚ୍ଚ ୨ ରୁ ୪ ମଧ୍ୟରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ତିନି ଦିନିଆ ଆଲୋଚନା ହୋଇଥିଲା। ସେ କହିଛନ୍ତି ଯେ ଝେଲମ ଏବଂ ଚେନାବ ଭଳି ନଦୀ ଉପରେ ନିର୍ମାଣ କରାଯାଉଥିବା କୌଣସି ଜଳ ବିଦ୍ୟୁତପ୍ରକଳ୍ପକୁ ପାକିସ୍ତାନ ପ୍ରତିନିଧୀ ଦଳ ପରିଦର୍ଶନ କରିବେ ନାହିଁ।

ପାକିସ୍ତାନ ପ୍ରତିନିଧି ଦଳ ୱାଘା ସୀମା ଦେଇ ଭାରତକୁ ଆସିବେ। ଜୁନ୧ ରେ ଏହି ଦଳ ପାକିସ୍ତାନକୁ ଫେରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଇସ୍ତଫା ପରେ ସ୍ତ୍ରୀ କହିଲେ ଏମିତି କଥା

ମୁମ୍ବାଇ,୨୭।୧୧: ଯେଉଁଭଳି ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେହିଭଳି ସୁପ୍ରିମକୋର୍ଟଙ୍କ ଆସ୍ଥା ଭୋଟ ନିର୍ଦ୍ଦେଶ ପରେ ଦେବେନ୍ଦ୍ର ଫଡ୍‌ନଭିସ୍‌ ନିଜ ପଦରୁ ଇସ୍ତଫା...

‘ରାହୁଲଙ୍କ ଅହଙ୍କାର ବଡ଼, ବୁଝାମଣା ଛୋଟ’

ନୂଆଦିଲ୍ଲୀ,୨୪।୩: ଭାଜପା ସଭାପତି ଜେପି ନଡା ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଓବିସି ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି...

ଭଙ୍ଗାରୁଜା ପରେ ଖଟରଙ୍କ କିଷାନ ବୈଠକ ବାତିଲ

ଚଣ୍ଡିଗଡ଼,୧୦।୧- କର୍ନାଲଠାରେ ରବିବାର ହେବାକୁ ଥିବା ‘କିଷାନ ମହାପଞ୍ଚାୟତ’ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। କେନ୍ଦ୍ର ସରକାରଙ୍କ ୩ ନୂଆ...

ବିଶ୍ୱ ରେକର୍ଡ କଲେ ୭ହଜାର ଛାତ୍ର

ମଦୁରାଇ,୨୮।୧: ତାମିଲନାଡୁ ମଦୁରାଇର ସିଇଓଏ ବିଦ୍ୟାଳୟର ପ୍ରାୟ ୭ହଜାର ଛାତ୍ର ବିଶ୍ୱ ରେକର୍ଡ କରିଛନ୍ତି। ମଙ୍ଗଳବାର ଏହି ଛାତ୍ରମାନେ ଗଛର ଫେଣ୍ଟିଂ କରି ଏହି ବିଶ୍ୱ...

ରାଜଧାନୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲେ ଭୟଭୀତ ନ ହେବାକୁ କହିଲେ କେଜରିୱାଲ

ନୂଆଦିଲ୍ଲୀ,୨ ।୧: ରାଜଧାନୀରେ ବଢି ଚାଲିଥିବା କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି...

ପଣ୍ଡିତ ନେହେରୁଙ୍କ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ଗେହଲଟଙ୍କ ଗେମ୍‌ ପ୍ଲାନ୍‌: ମନ୍ତ୍ରିମଣ୍ଡଳରେ ୨ ଉପମୁଖ୍ୟମନ୍ତ୍ରୀ

ଜୟପୁର, ୧୫।୭: ରାଜସ୍ଥାନରେ ଶାସକ କଂଗ୍ରେସ ସରକାର କ୍ଷମତା ଚ୍ୟୁତ ହେବା ପୂର୍ବରୁ ଷଡ଼ଯନ୍ତ୍ର ଫସର ଫାଟିଯାଇଛି। ଏବେ ଦଳର ସମସ୍ତ ସଦସ୍ୟତାରୁ ବିଦ୍ରୋହୀ ସଚିନ...

ନାବାଳିକାଙ୍କୁ ଗଣବଳାତ୍କାର ପରେ: ଲଣ୍ଡାକରି ଗାଁରେ ବୁଲାଇଲେ

ଗୟା, ୨୮ା୮(ପି.ଟି.): ବିହାରର ଗୟା ଜିଲାରେ ଜଣେ ନାବାଳିକାଙ୍କୁ କେତେକ ଯୁବକ ଗାଡ଼ିରେ ଜୋରଜବରଦସ୍ତ ଉଠାଇନେଇ ଗଣବଳାତ୍କାର କରିବା ପରେ ପଞ୍ଚାୟତର ନିର୍ଦ୍ଦେଶ କ୍ରମେ ଉକ୍ତ...

Advertisement
Archives

Model This Week