Posted inଜାତୀୟ

ଭାରତ-ଜାପାନ ମିଳିତ ସମରାଭ୍ୟାସ: ଚାଇନାର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ, ୨୬।୯: ଏଲ୍‌ଏସିରେ ଚାଇନା ସହିତ ଭାରତର ବିବାଦ ବଢ଼ିଚାଲିଥିବାବେଳେ ଏଲ୍‌ଓସିରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏପରିସ୍ଥଳେ ଭାରତ ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛ। ଏବେ ଭାରତ ଏବଂ ଜାପାନ ମଧ୍ୟରେ ମିଳିତ ସମରାଭ୍ୟାସ ୨୬ରୁ ୨୮ ପର୍ଯ୍ୟନ୍ତ ଉତ୍ତର ଆରବ ସାଗରରେ କରାଯାଉଛି। ୩ଦିନିଆ ନୌ ସମରାଭ୍ୟାସର ଚତୁର୍ଥ ସଂସ୍କରଣରେ ଉଭୟ ଦେଶ ଶତ୍ରୁର ମୁକାବିଲା କିଭଳି କରାଯିବ ତାହାର ଅଭ୍ୟାସ କରିବେ। ପ୍ରତି ଦୁଇବର୍ଷରେ ଏହି ନୌ ସମରାଭ୍ୟାସ ଆୟୋଜନ କରାଯାଇଥାଏ ବୋଲି ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନା ବିରୋଧରେ ଭାରତକୁ ଆମେରିକା,ଜାପାନ ଏବଂ ଅଷ୍ଟ୍ରେଲିଆ ସମର୍ଥନ ଜାରି ରଖିଛନ୍ତି। ଇତିମଧ୍ୟରେ ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୁରକ୍ଷା,ଶାନ୍ତି ସ୍ଥିତି ତଥା ବିକାଶ ଲାଗି ଆମେରିକା,ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ଭାରତ ମିଳିତ ଅନ୍‌ଲାଇନ୍‌ ବୈଠକ ଶେଷ ହୋଇଛି। ଚାଇନା ଏହି ସାମୁଦ୍ରିକ କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚାହୁଁଥିବାବେଳେ ବୈଠକ ଯୋଗୁ ଏଥିରେ ବାଧା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା

ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ...

ଭାରତୀୟଙ୍କ ଭିଜା ଆବେଦନକୁ ସ୍ଥଗିତ ରଖିନାହିଁ ସ୍ବିଜରଲ୍ୟାଣ୍ଡ, ସଫେଇ ଦେଲା ଭାରତର ସ୍ବିସ ଦୂତାବାସ

ନୂଆଦିଲ୍ଲୀ,୩।୮: ଭାରତରେ ସ୍ବିଜରଲ୍ୟାଣ୍ଡର ଦୂତାବାସ ଭାରତୀୟ ଟୁର୍‌ ଗ୍ରୁପ ପାଇଁ ସ୍କେଙ୍ଗେନ ଭିସା ନିଯୁକ୍ତିକୁ ସ୍ଥଗିତ ରଖିନାହିଁ। ଏହି ସୂଚନା ଭାରତରେ ସ୍ବିଜରଲ୍ୟାଣ୍ଡ ଦୂତାବାସର ମୁଖପାତ୍ର...

ବିମାନବନ୍ଦର ନିକଟରେ ରହୁଥିଲେ ମିଳିବନି ୫ଜି ସେବା

ନୂଆଦିଲ୍ଲୀ,୨୬ା୧୨ : ଭାରତରେ ୫ଜି ଟେଲିକମ୍‌ ସେବା ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଛି। ୩ଜି ଏବଂ ୪ଜି ତୁଳନାରେ ଏହା ଅଧିକ ଉନ୍ନତ ଓ...

ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ

ଗୌହାଟୀ,୨୩।୧୧-ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇଙ୍କ ସୋମବାର ପରଲୋକ ହୋଇଯାଇଛି। ଗୌହାଟୀସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ...

ଅଗଷ୍ଟରେ ଆସିବ କରୋନାର ନୂଆ ଔଷଧ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୨୮।୭: ଭାରତ ସମେତ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଏହାର ଟିକା ଆସିନାହିଁ। କେବଳ କିଛି ଔଷଧ...

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସିସୋଦିଆ, ନାଟକ ବନ୍ଦ କରନ୍ତୁ, ମତେ ଯେଉଁଠିକି ଡାକିବେ ମୁଁ ସେଠାକୁ ଯିବି…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀ ନୂତନ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଛି। ତାଙ୍କ ବିରୋଧରେ ସିବିଆଇ...

ଲକ୍‌ଡାଉନ ସହ ଅର୍ଥନୀତିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୮ା୪(ପି.ଟି.): ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସମୟସୀମା ଶେଷ ହେବାକୁ ଆଉ ୬ ଦିନ ବାକି ଥିବାବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ...

ମହାମେଣ୍ଟ ନେତା ହେଲେ ନୀତୀଶ, ହେବେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ…

ପାଟନା, ୯।୮ : ମହାମେଣ୍ଟର ନେତା ଭାବେ ଜେଡ଼ିୟୁ ନେତା ନୀତୀଶ କୁମାରଙ୍କୁ ଚୟନ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ନୀତୀଶ ରାବ୍ରୀ ଦେବୀଙ୍କ ବାସଜ ଭବନରେ...

Advertisement
Archives

Model This Week